କେନ୍ଦ୍ରାପଡ଼ା,୨୫ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ମତଦାନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଶାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡ. ପ୍ରଭାକର ମଲ୍ଲିକ, ପ୍ରଫେସର ରତ୍ନମଞ୍ଜରୀ ଦାସ, ଅଧ୍ୟାପକ ଅଚ୍ୟୁତାନନ୍ଦ ଭୂୟାଁ, ବାବାଇ ନନ୍ଦୀ, ଅଧ୍ୟାପିକା ଆର୍ଶିଆ ଅଞ୍ଜୁମ, ନିରୁପମା ସାହୁ, ମନିଷା ଦାସ, ମାନସୀ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।
kanikanews.in
Next Post
ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ପ୍ରାପ୍ତ କେନ୍ଦ୍ରାପଡାର ସାହାଦତଙ୍କୁ ୫-ଟି ଅଧ୍ୟକ୍ଷଙ୍କ ଶୁଭେଛା
Thu Jan 25 , 2024
କେନ୍ଦ୍ରାପଡ଼ା,୨୫ା୧: ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ଛାତ୍ର ସାହାଦତ ଖାନ ଅନ୍ତର୍ଜାତୀୟ ଦୈାଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ସେ ଆମ କେନ୍ଦ୍ରାପଡା ଜିଲ୍ଲା ପାଇଁ ଗୈାରବ ଆଣିଦେଇଛନ୍ତି । ସେ ହେଉଛନ୍ତି କେନ୍ଦ୍ରାପଡାର ଆଥଲେଟିକ କୋଚ ସୈାକତ ଖାନଙ୍କ ପୁତ୍ର । ସାହାଦତର କ୍ରୀଡା ପ୍ରତି ଆଗ୍ରହ ରହିଥିବାରୁ ଓ ପ୍ରତ୍ୟେହ ସକାଳୁ ସେ ଅଭ୍ୟାସ ଜାରି ରଖିଥିବାରୁ ଆଜି ଅନ୍ତର୍ଜାତୀୟ […]

You May Like
- 12 months ago
କେନ୍ଦ୍ରାପଡାରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ
- 1 year ago
ଚାଷୀ ଶ୍ରମିକ ସଂଘ ପକ୍ଷରୁ କୃଷକ ଦିବସ ପାଳିତ
- 6 months ago
ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସ୍ୱୟଂ ସହାୟକ ଗୋଷ୍ଠୀ ସଭା
- 5 months ago
ରେଡ଼ିଓ ଭାବଗ୍ରାହୀର ୪ର୍ଥ ସ୍ୱନକ୍ଷତ୍ର ଦିବସ ସମାରୋହ
- 1 year ago
ଇନ୍ଦୁପୁରରେ ଲୋକକଳା ମହୋତ୍ସବ