ଆର୍ଥିକ ସାକ୍ଷରତା ଓ ସଚେତନତା ପାଇଁ ୱାକଥନ୍‌

କେନ୍ଦ୍ରାପଡ଼ା, ୦୩/୦୨: ଜନସାଧାରଣଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ଓ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ୱାକଥନ୍ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସହର ଗାଣାମାହାଲ ସ୍ଥିତ ସିଦ୍ଧ ବାଲାବାବା ମଠ ନିକଟରୁ ବାହାରିଥିବା ଏହି…

ବିଶ୍ୱ ଆଦ୍ରଭୂମି ଦିବସ ପାଳିତ

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଟିଆପଡା ଉଚ୍ଚବିଦ୍ୟାଳୟରେ ବିଶ୍ୱ ଆଦ୍ରଭୂମି ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ କବି ମନୋଜ ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପରିବେଶବିତ ବିଜୟ କବି ଉଦଘାଟନ କରିଥିଲେ । ଭାରତୀୟ ପ୍ରାଣୀ ଅନୁସନ୍ଧାନ ସଂସ୍ଥା ବୈଜ୍ଞାନିକ ଡ଼…

ଚକ୍ରୋଡା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ୧୯୮୬ବ୍ୟାଚ ବନ୍ଧୁ ମିଳନ

କେନ୍ଦ୍ରାପଡ଼ା,୩ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ୧୯୮୬ ମାଟ୍ରିକ ବ୍ୟାଚର ଏକ ବନ୍ଧୁ ମିଳନ ଉତ୍ସବ ଭରତପୁର ବେଣାଜୋରି ବଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କ ସେହି…

ବାଲାବାବା କ୍ଲବ ଫାଇନାଲରେ

କେନ୍ଦ୍ରାପଡ଼ା,୩ା୨ : କେନ୍ଦ୍ରାପଡାର ବାଲାବାବା କ୍ଲବ ମା’ଖରାଖାଇ କ୍ଲବକୁ ମା’ଶଙ୍କଟ ତାରିଣୀ ଡିଉଜବଲ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚରେ ହରାଇ ଫାଇନାଲକୁ ପ୍ରବେଶ କରିଛି । ପ୍ରଥମେ ବାଲାବାବା କ୍ଲବ ଟଚ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ଓଭରରେ ତା’ର…

ଏଥରବି କ’ଣ ଉଜେଇ ଦିଆହେବ କେନ୍ଦ୍ରାପଡା କଲେଜର ଶୈକ୍ଷିକ ସ୍ୱାର୍ଥ

କେନ୍ଦ୍ରାପଡ଼ା,୩ା୨ : ନିର୍ବାଚନ ଆସିଲେ ଆମ ପ୍ରଶାସନକୁ ଖୋଜାପଡେ ନିର୍ବାଚନ କାମ କରିବାକୁ ବଡବଡ ସୁରକ୍ଷିତ କୋଠା । ଯେଉଁ ଘର ଚାହିଁଁବେ ତାକୁ ନେଇ ପାରିବେ । କୁହାଯାଏ ଏହା ଜାତୀୟ ଆବଶ୍ୟକତା । କେହି ମନା କରିପାରିବେ ନାହିଁ…

ପଟ୍ଟାମୁଣ୍ଡାଇ :ବିମଳ ତରାଇଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମନ୍ତ୍ରୀ, ବିଧାୟକ

ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ କିଶୋର ତରାଇଙ୍କ ପିତା ପୂର୍ବତନ ଅବକାରୀ ନିରୀକ୍ଷକ ବିମଳ ତରାଇଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୁପୁର ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମନ୍ତ୍ରୀ, ବିଧାୟକ ଓ ମାନ୍ୟଗଣ୍ୟ ବ୍ୟକ୍ତି ।…

ପଟ୍ଟାମୁଣ୍ଡାଇ ବ୍ଲକରେ ବିଶ୍ୱ ଓଡ଼ିଆ ସମ୍ମିଳନୀ -୨୦୨୪ : ମୁଖ୍ୟମନ୍ତ୍ରୀଙ୍କ ଭାଷା ବିପ୍ଳବ ଭାଷାସଂସ୍କୃତିକୁ ଶକ୍ତିଶାଳୀ କରିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ସାରା ରାଜ୍ୟର କୋଣ ଅନୁକୋଣରେ ବିଶ୍ୱ ଓଡ଼ିଆ ସମ୍ମିଳନୀ ଆୟୋଜିତ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଭାଷା ବିପ୍ଳବ ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ କୁ ଶକ୍ତିଶାଳୀ ଓ ଅଧିକ ରୁଦ୍ଧିମନ୍ତ କରିବ ଅନ୍ୟଥା ଭାଷା…