ଶ୍ରୀ ରାଧା ଗୋବିନ୍ଦଜୀୟୁଙ୍କ ବସନ୍ତ ଉତ୍ସବ

କେନ୍ଦ୍ରାପଡ଼ା,୧୫ା୨: କେନ୍ଦ୍ରାପଡା ଜିଲ୍ଲା ପ୍ରସିଦ୍ଧ ଆରାଧ୍ୟ ସହରର ଚାଟରାପାଟଣାସ୍ଥିତ ଶ୍ରୀ ରାଧା ଗୋବିନ୍ଦ ଜୀୟୁ ମନ୍ଦିରର ଶ୍ରୀ ରାଧା ଗୋବିନ୍ଦଙ୍କ ବସନ୍ତ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାଇ ଓଢଣ ଷଷ୍ଠିଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଶୀତ…

ଜିଲ୍ଲା କଂଗ୍ରେସ ନୂତନ ସଭାପତିଙ୍କ ବଳଦେବଜୀଉ ମନ୍ଦିର ଦର୍ଶନ

କେନ୍ଦ୍ରାପଡ଼ା, ୧୫ା୨: କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟିର ନୂତନ ଜିଲ୍ଲା ସଭାପତି ଭାବେ ଲୋକନାଥ ମହାରଥୀ ନିଯୁକ୍ତ ହେବାପରେ ଆଜି ସେ ପ୍ରଥମେ ସକାଳ ୧୦ଘଟିକା ସମୟରେ ବଳଦେବଜୀଉ ମନ୍ଦିରରେ ପହଞ୍ôଚ ବଳଦେବଜୀଉ ମହାପ୍ରଭୁୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ…

କଂଗ୍ରେସ ଶୂନ୍ୟ ହେବ କି ରାଜନଗର ବିଧାନସଭା ! ପୂର୍ବତନ ବିଧାୟକଙ୍କ ଇସ୍ତଫା ପରେ ସମୂହ ଦଳଛାଡିଲେ ନେତା କର୍ମୀ

ରାଜନଗରର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି ବୁଧବାର କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ରାଜନଗର ନିର୍ବାଚନ ମଣ୍ଡଳି ହତଶିରି ହେଲାଣି କଂଗ୍ରେସ । ଗୁରୁରୁବାର ରାଜନଗର ବ୍ଲକରୁ କଂଗ୍ରେସ ନେତା ଓ…

ଜିଲ୍ଲା ଖଣ୍ଡାୟତ ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ

କେନ୍ଦ୍ରାପଡ଼ା, ୧୪ା୨: କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାପତି ଶରତ କୁମାର ବେହେରାଙ୍କ ନେତୃତ୍ୱରେ ନୂଆ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କରି ଜିଲ୍‌ଲାର କେତେକ ମୈାଳିକ ସମସ୍ୟା ଓ…

୧୬ରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ବାର୍ଷିକ ପରୀକ୍ଷା

କେନ୍ଦ୍ରାପଡ଼ା: ଆସନ୍ତା ୧୬ତାରିଖରୁ ଆରମ୍ଭ ହେବାକୁ ଯାଉଛି +୨ ବାର୍ଷିକ ପରୀକ୍ଷା । ଏହି ପରୀକ୍ଷା ମାର୍ଚ୍ଚମାସ ୨୦ତାରିଖରେ ଶେଷ ହେବ । ଏହି ପରୀକ୍ଷା ପାଇଁ ଜିଲ୍ଲାର ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଶ୍ନପତ୍ର ହବ୍ କରାଯାଇ ସେଠାରେ କଡା…