ଗୁଲନଗର ଗ୍ରାମରେ ଶାରଳା ମେଳା

କେନ୍ଦ୍ରାପଡା, ୧୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତ ବୁଢାଗୋବିନ୍ଦ ମନ୍ଦିର ପରିସରରେ ଦେବାଶିଷ କୁବେରଙ୍କ ତତ୍ୱାବଧାନରେ ଅଷ୍ଟାଦଶତମ ବାର୍ଷିକ ଶାରଳା ମେଳା ଅନୁଷ୍ଠିତ ହୋଯାଇଛି । ଗତ ଗୁରୁବାର ଦିନ ସକାଳେ ମା ଶାରଳାଙ୍କ ପାଖକୁ ଶ୍ରୀ କୁବେର ଯାଇ…

ପଟ୍ଟାମୁଣ୍ଡାଇରେ ଆମ ହସ୍ପିଟାଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ଭିସି ଯୋଗେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ଓଡିଶାର ୧୫ଟି ଜିଲ୍ଲାର ୭୩ଟି ଆମ ହସ୍ପିଟାଲ ରୂପାନ୍ତରିକରଣ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଠାରେ ଭିଡିଓ କନଫରେନ୍ସ ଯୋଗେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉତ୍ସବରେ ୫ଟି ଅଧ୍ୟକ୍ଷ ଭିକେ ପଣ୍ଡିଆନ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ…

କେନ୍ଦ୍ରାପଡାରେ ପିସିସି ସଭାପତିଙ୍କୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, ୧୭/୨: ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କେନ୍ଦ୍ରାପଡା ବାଟ ଦେଇ ଚାନ୍ଦବାଲି ଗସ୍ତରେ ଆସିବା ଅବସରରେ ଗରାପୁର କଂଗ୍ରେସ କାର୍ଯ୍ୟାଳୟ ଠାରେ ତାଙ୍କୁ କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ…

ବାଲି ଟ୍ରକ୍ ଚଳାଚଳ ଯୋଗୁ ଲୋକେ ଅତିଷ୍ଠ , ପ୍ରଶାସନ ନିରବ ହେଉଛି ଦୁର୍ଘଟଣା

ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଦାଣ୍ଡିସାହି, ଚଉଦକୁଲାଟ ଓ ପଟ୍ଟାମୁଣ୍ଡାଇ ବାଇପାସ ଛକ ରାସ୍ତାରେ ଦୈନିକ ଶତାଧିକ ବାଲି ବୋଝେଇ ହାଇୱା ଟ୍ରକ ଚଳାଚଳ ହେଉଛି ବୋଲି ଅନ୍ଵେଷଣକୁ ଅଭିଯୋଗ ଆସିବା ପରେ କିଛି ସମାଜସେବୀନ୍କଠାରୁ ପ୍ରତିକ୍ରିୟା ନେବାରୁ  ରାସ୍ତାର ଉଭୟ ପାର୍ଶ୍ୱରେ…

ଫେବୃୟାରୀ ୨୭ରେ କଂଗ୍ରେସର ‘ମାଟି ପାଇଁ ଜେଲ୍ ଚାଲ’

କେନ୍ଦ୍ରାପଡା, ୧୭/୨: ଆଜି ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ସଭା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ…

ପଟ୍ଟମୁଣ୍ଡାଇରେ ପିସିସି ସଭାପତିଙ୍କୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା  , ଅଂଶୁମାନ ଇସ୍ତଫା ଦେବାରେ କଂଗ୍ରେସର ଭୋଟରଙ୍କୁ ଫରକ ପଡିବ ନାହିଁ

ଶନିବାର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏକ ଦଳିୟ କାର୍ଯ୍ୟକ୍ରମରେ ଚାନ୍ଦବାଲି ଗସ୍ତ ସମୟରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଶତାଧିକ ମହିଳା/ପୁରୁଷ କର୍ମକର୍ତା ଓ ନେତା ପଟ୍ଟାମୁଣ୍ଡାଇ ବିଜୁ ପଟ୍ଟନାୟକ ଛକଠାରେ…