କେନ୍ଦ୍ରାପଡ଼ା,୨୬ା୨:ସୂଚନା ଅଧିକାର ଆଇନରେ ତଥ୍ୟ ପ୍ରଦାନ କରିବାରେ ଅବହେଳା ଯୋଗୁଁ ଆଜି ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଓ ପ୍ରତାପ କୁମାର ମହାନ୍ତି ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ଅନୁଯାୟୀ କେତେକ ତଥ୍ୟ ପ୍ରଦାନ ନିମନ୍ତେ ଯଥାକ୍ରମେ ଗତ ୧୨.୦୮.୨୦୨୩ ଓ ୧୪.୦୯.୨୦୨୩ରିଖରେ ଆବେଦନ […]
Day: 26 February 2024
କେନ୍ଦ୍ରାପଡ଼ା,୨୬ା୨ : ଚାଷୀ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିରେ ଦେଶର ଚାଷୀମାନେ ଦୀର୍ଘ ବର୍ଷଧରି ଦାବି କରୁଛନ୍ତି । ସରକାର ଏଥିଲାଗି ସୁପାରିସ କରିଥିବା ଏମ୍. ଏସ୍. ସ୍ୱାମୀ ନାଥନ୍ଙ୍କୁ ଭାରତରତ୍ନ ଦେଇ ପ୍ରଶଂସା ନେବାକୁ ଉଦ୍ୟମ କରୁଥିବା ବେଳେ ଡବ୍ଲ୍ୟୁ. ଟି. ଓ. ନିର୍ଦ୍ଦେଶରେ ଏହି ଆଇନ ପ୍ରଣୟନ ନକରିବା ପାଇଁ ବଦ୍ଧ ପରିକର । ସେଇଥିପାଇଁ ରାଜଧାନୀ ଦିଲ୍ଲୀକୁ ଆନ୍ଦୋଳନ କରିବାକୁ ଆସୁଥିବା ଚାଷୀମାନଙ୍କ […]
କେନ୍ଦ୍ରାପଡ଼ା,୨୬ା୨ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ହଳଦିଡିହ ଛକ ନିକଟରେ ଆୟବା ପଟୁ ଆସୁଥିବା ଏକ ବୋଲେରୋ ନଂ- ଓଡି-୦୫-ବିଏ- ୮୯୦୧ ଗାଡିଟି ରାସ୍ତା କଡରେ ଥିବା ଏକ ୟୁକାଲିପଟାସ ଗଛରେ ଜୋରରେ ଧକ୍କା ହେବାରୁ ଘଟଣାସ୍ଥଳରେ ୩ଜଣ (କଳାକାର)ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତ୍ତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଆୟବା ଗ୍ରାମପଞ୍ଚାୟତର ନରଣପୁର ଗ୍ରାମରେ ଜାଗର ଓ ଯଜ୍ଞ […]
ଚେନ୍ନାଇରେ ଭାରତ ଭାରତୀ ପକ୍ଷରୁ ମାତୃଭାଷା ଦିବସ-୨୦୨୪ ମହା ସମାରହରେ ପାଳନ ହୋଇଯାଇଥିବା ବେଳେ ଦୀର୍ଘ ବର୍ଷ ହେବ ସେଠାରେ ରହୁଥିବା ପ୍ରାବାସୀ ଓଡିଶା ବାସୀ ଏହି ମାତୃଭାଷା ଦିବାସକୁ ବହୁ ଆଡମ୍ବର ସହକାରେ ପାଳନ କରିଛନ୍ତି । ଏଥିନେଇ ଚେନ୍ନାଇରେ ବସବାସ କରୁଥିବା ଭାରତର ୨୨ ରାଜ୍ୟର ଲୋକେ ନିଜନିଜ ଭାଷାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେହିପରି ଓଡ଼ିଶାବାସୀଙ୍କ ଦ୍ୱାରା ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ […]
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ପଂଚାୟତ ବଡପଡା ଗ୍ରାମର ପ୍ରସନ୍ନ ସାମଲଙ୍କ ଘରେ ଗତକାଲି ଆକସ୍ମିକ ଅଗ୍ନିକାଣ୍ଡ ଘଟି ୨ବଖରା ଚାଳଛପର ଘର, ଧାନ, ଚାଉଳ, ମୁଗ, ବିରି, ଲୁଗାପଟା, ସୁନା ରୁପା ଅଳଙ୍କାର, ଟିଭି, ଫ୍ୟାନ ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ।ଖବର ପାଇ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବ୍ଲକ ଯୁବବିଜେଡି ସଭାପତି କୈଳାଶ ସିଂହ, ବଡପଡା […]
ସମୟ ସୁଅରେ ଏବେ ସମସ୍ତେ ବ୍ୟସ୍ତ। କିଏ କର୍ମମୟ ଜୀବନର ଚାପରେ ତ ଆଉ କିଏ ପାରିବାରିକ ଜଞ୍ଜାଳରେ ବନ୍ଧା। ଇଚ୍ଛା ଥିଲେ ବି ଯେମିତି କାହା ପାଇଁ କାହା ପାଖରେ ସମୟ ନାହିଁ । ଏମିତିରେ ଏବେ ଅନେକଙ୍କ ପାଇଁ ସ୍କୁଲ୍ ଆଉ କଲେଜ ବେଳର ଅପାସୋରା ସ୍ମୃତିକୁ ତାଜା କରିବାର ବଳିଷ୍ଠ ମାଧ୍ୟମ ସାଜିଛି ପୁରାତନ ବନ୍ଧୁମିଳନ ଉତ୍ସବ । ହେଇ ଯେମିତି ଦୀର୍ଘ ୪୭ ବର୍ଷ […]