କେନ୍ଦ୍ରାପଡ଼ା, ୧୪ା୩: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ନୂତନ ଗୃହକୁ ଆଜି ଅପରାହ୍ନରେ କେନ୍ଦ୍ରାପଡା ବିଦାୟକ ଶଶିଭୂଷଣ ବେହେରା ଶିଳାନ୍ୟାସ କରିଅଛନ୍ତି । ଦୁହୁରିଆ ସ୍ଥିତ ଏକ ମହଲା ଗୃହ ଉପରେ ଆଉ ଏକ ମହଲା ଗୃହ ନିର୍ମାଣ ନିମନ୍ତେ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ୫-ଟି ସଚିବଙ୍କୁ ତାଙ୍କର କେନ୍ଦ୍ରାପଡା ଭ୍ରମଣ ସମୁୟରେ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦରଖାସ୍ତ ପ୍ରଦାନ କରାଯାଇଥିଲା । ବିଳମ୍ବରେ ହେଲେ ମଧ୍ୟ ଏହି ନୂତନ […]

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ମଧ୍ୟରେ କଂଗ୍ରେସ ପ୍ରତିକ୍ରିୟା ଦେଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଛନ୍ତି, କହିଲେ, ମେଣ୍ଟ ହେଲେ ରାଜ୍ୟରେ ପ୍ରକୃତ ବିରୋଧୀ କିଏ ଜଣାପଡ଼ିବ । ଆଗରୁ ବିଜେପି-ବିଜେଡି ଭିତିରିଆ ମେଂଟ କେବେଠାରୁ କରିସାରିଛନ୍ତି । ଯଦି ମେଣ୍ଟକୁ ନେଇ ଘୋଷଣା ନ ହୁଏ, ତେବେ ଉଭୟ ଦଳ ଅଘୋଷିତ ମେଣ୍ଟ ନେଇ ନିର୍ବାଚନ ଲଢ଼ିବେ । ଅଘୋଷିତ ମେଣ୍ଟ ହେଲେ ଉଭୟ ଦଳ ପରସ୍ପରକୁ […]

ଭୁବନେଶ୍ବର,୧୪।୩:ନବୀନ ନିବାସରେ ସରିଲା ବିଜେଡିର ଗରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପରେ ଗଣମାଧ୍ୟମ ସାମ୍ନାରେ ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ନେତା ଏବଂ ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକଙ୍କ ଆଲୋଚନା ହୋଇଛି । ପର୍ଯ୍ୟବେକ୍ଷକମାନେ ସଭାପତି ନବୀନ ପଟ୍ଟନାୟକଙ୍କୁ ସେମାନଙ୍କର ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀୱାରି ରିପୋର୍ଟ ପ୍ରଦାନ କରିଥିଲେ । ଏଥିସହ ନିର୍ବାଚନ ପ୍ରସ୍ତୁତି, ରଣକୈଶଳ ନେଇ ଆଲୋଚନା ହୋଇଛି । ବୈଠକରେ […]

ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ମେଣ୍ଟ ହେବ ନା ନାହିଁ ତାହା ନେଇ ଏବେ ବି ସସପେନ୍ସ ଲାଗି ରହିଛି । ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ହେବ ନାହିଁ ବୋଲି ସିଧା ସିଧା ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଓଡିଶାର ଅସ୍ମିତା ପାଇଁ ବିଜେପି ଏକାକୀ ନିର୍ବାଚନ ଲଢିବ । ତେବେ ମେଣ୍ଟ ହେବ ନାହିଁ ଓଡିଶା ରାଜନୀତିର ଭାଗ୍ୟ ଝୁଲୁଛି […]