ଭୁବନେଶ୍ୱର, ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ‘ବିଜନେସ ଏମିନେନ୍ସ ଆୱାର୍ଡ ୨୦୨୪’ ଶନିବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ‘ବିଜନେସ ଏମିନେନ୍ସ ଆୱାର୍ଡ’ର ଏହି ଚତୁର୍ଥ ସଂସ୍କରଣରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ…
Day: 23 March 2024
ଇଟାଭାଟି ଧୂଆଁରେ ବଢ଼ୁଛି ପ୍ରଦୂଷଣ, ବ୍ୟାପୁଛି ରୋଗ, ତାତି ବଢ଼ାଉଛି ଇଟାଭାଟି ନିଆଁ , ଧୁଆଁ ପ୍ରଭାବରେ ଲୋକେ ଅଣନିଃଶ୍ୱାସୀ
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରବଳ ଖରା ସାଙ୍ଗକୁ ଗରମ ଅନୁଭୂତ ହେଉଛି । ଅଜି ଶନିବାର ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ…
ବିଶ୍ୱ ଜଙ୍ଗଲ ଦିବସ ପାଳିତ
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ଉପ୍ରା ବିଦ୍ୟାଳୟରେ ବିଶ୍ୱ ଜଙ୍ଗଲ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ପ୍ରମୋଦ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବଡପଡା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା ନିରାକାର ସେଠୀ, ସିଆରସିସି ଏମ ଡି ମସିଉଲ୍ଲା,…
ଗୋଚର ଜମିରେ ବେଆଇନ ନିର୍ମିତ ଗୋଷ୍ଠିକେନ୍ଦ୍ରର ବିଲ ପେମେଣ୍ଟ ପାଇଁ ମସୁଧା
କେନ୍ଦ୍ରାପଡ଼ା, ୨୩ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ବାସନ୍ତୀ ଦେବୀ ମନ୍ଦିର ନିକଟରେ ଥିବା ଏକ ଗୋଚର ଜମି ଉପରେ “ଆମ ଗାଁ ଆମ ବିକାଶ ଯୋଜନାରେ ଗତ ୨୦୧୯ମସିହାରେ ୩ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ବେଆଇନ…
କପାଳେଶ୍ୱର ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ
କେନ୍ଦ୍ରାପଡ଼ା,୨୩/୩: କପାଳେଶ୍ୱର ପଞ୍ଚାୟତରେ ଏକ କର୍ମୀ ସମ୍ମିଳନୀ ଗରାପୁର ଦି’ ପ୍ୟାଲେସଠାରେ ପୂର୍ବତନ ସରପଞ୍ଚ ବିଶ୍ୱଜିତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୦୧୯ ତୁଳନାରେ ୨୦୨୪ରେ ଗାଁ ୱରୀ କଂଗ୍ରେସର ସ୍ଥିତି ସମୀକ୍ଷା କରାଯାଇଥିଲା । ନିର୍ବାଚନ…
ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : କଂଗ୍ରେସର ଗ୍ୟାରେଣ୍ଟି- ସୁଖି ଓଡିଶା ସମୃଦ୍ଧ ଓଡିଶା
କେନ୍ଦ୍ରାପଡ଼ା, ୨୩ା୩: ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ପୌରୋହିତ୍ୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର…
ରାଜନୈତିକ ଦଳ ପାଇଁ କାମ କରିବା ନିର୍ବାଚନ ଦାୟୀତ୍ୱରୁ ଅବ୍ୟାହତି ଅଭିଯୋଗ
କେନ୍ଦ୍ରାପଡ଼ା, ୨୩ା୩: ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ନିମନ୍ତେ କାର୍ଯ୍ୟ କରିବା ଉଦେଶ୍ୟରେ ୩ଜଣ କଲେଜ କର୍ମଚାରୀଙ୍କୁ ନିର୍ବାଚନ ଦାୟୀତ୍ୱରୁ ଅବ୍ୟାହତି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ମହାବିଦ୍ୟାଳୟର…
ରାଜନଗର ରାଜନୀତି : ଥରେ ବିଧାୟକ ହେଲେ ପରେ ଅଖୋଜା
ରାଜ୍ୟ ରାଜନୀତିରେ ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ନେତାଙ୍କୁ ନେଇ ସଦାସର୍ବଦା ଚର୍ଚ୍ଚା ଲାଗି ରହିଥାଏ । ଏହି ନିର୍ବାଚନ ମଣ୍ଡଳୀରେ ଏକାଧିକ ରାଜନେତା ମାତ୍ର ଥରଟିଏ ବିଧାୟକ ହେବା ପରେ ଦଳ ପାଇଁ ଅଲୋଡ଼ା ହୋଇଯାଇଛନ୍ତି । ପଦବି ଯିବା…
ବାଲି ମାଫିଆ ସକ୍ରିୟ : ଲିଜ୍ ବାହାରେ ଲୁଟ୍ ହେଉଛି କୋଟି କୋଟି ଟଙ୍କାର ରାଜସ୍ୱ, ନ୍ୟାସନାଲ ଗ୍ରୀନ ଟ୍ରିବ୍ୟନାଲଙ୍କ ନାଲି ଆଖିକୁ ଡର ନାହିଁ , ବିପଦରେ ୨୦୦ ଗାଁ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ଯେଉଁଭଳି ଭାବେ ଦିନରାତି ବାଲି ଖୋଳା ହେଉଛି ଆଉ ଅଳ୍ପଦିନ ମଧ୍ୟରେ ନଦୀ ଗର୍ଭରେ ନିଶ୍ଚିହ୍ନ ହୋଇଯିବ ସବୁଜୀମା । ଗୋଟିଏ ପଟେ ଅହରହ ବାଲି ଉତୋଳନ ଯୋଗୁ ଜଳସ୍ତର କ୍ରମଶଃ…
ପଟ୍ଟାମୁଣ୍ଡାଇ ସହର ସାରା ବେସରକାରୀ ବିଜ୍ଞାପନ , ଆଦାୟ ହେଉନି ଟିକସ
ପଟ୍ଟାମୁଣ୍ଡାଇ ପୌରପରିଷଦ ବିନା ଅନୁମତିରେ ପୌରାଂଚଳରେ କୌଣସି ପୋଷ୍ଟର, ବ୍ୟାନର, ହୋଡିଂ ଆଦିରେ ବିଜ୍ଞାପନ ମାରିବା ଆଇନ ନଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପାଳୀକାରେ ଏହାର ଖୋଲାଖୋଲି ଉଲଘଂନ ହେଉଥିବା ଦେଖିବାକୁ ମିଲୁଛି । ବେସରକାରୀ ବିଜ୍ଞାପନ ପୋଷ୍ଟର, ବ୍ୟାନର…










