ଗୋପ୍ତିରାରେ ଅଷ୍ଟମ ପ୍ରହର ନାମଯଜ୍ଞ ଓ ପିତା ମାତା ପୂଜନ

ପଟ୍ଟାମୁଣ୍ଡାଇ ତା ୮/୫-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗୋପ୍ତିରା ଗ୍ରାମରେ ଥିବା ସର୍ବପୁରାତନ ଗାଦିରେ ଗତ ୩ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅଷ୍ଟମ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ଵିଧିମତେ…

ଧୋୟାଞ୍ଚଳରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଞ୍ଚଳର ୭ଟି ପଂଚାୟତ ପକ୍ଷରୁ ରାଜ୍ୟ ବିଜେଡିର ନବନିଯୁକ୍ତ ସାଧାରଣସମ୍ପାଦକ ବିଜୟ କେତନ ସ୍ୱାଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଟାଣୁଆ ନେତା ତଥା ପଟ୍ଟାମୁଣ୍ଡାଇ -ରାଜନଗର ବିକାଶ…

ସହଯୋଗର ହାତ ବଢାଇଲା ଟ୍ରଷ୍ଟ

କେନ୍ଦ୍ରାପଡ଼ା, ୮ା୫: ରାଜ୍ୟର ଜଣାଶୁଣା ସ୍ୱେଛାସେବୀ ଦାତବ୍ୟ ଅନୁଷ୍ଠାନ ‘ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ’ ସର୍ବଦା ଜିଲ୍ଲାର ଗରିବ, ଅବହେଳିତ ଲୋକଙ୍କ ପାଖରେ ପହଞ୍ଚି ସହଯୋଗର ହାତ ଢାଇଥାଏ । ଆକସ୍ମିକ ଅଗ୍ନିକାଣ୍ଡରେ ଘର ପୋଡି ଯାଇଥିବା…

ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ପାନୀୟଜଳରୁ ବଞ୍ଚିତ ଆୟତପୁର ପଞ୍ଚାୟତବାସୀ , ଉଚ୍ଚକ୍ଷମତା ସମ୍ପନ୍ନ ପାଣିଟାଙ୍କି ଥାଇବି ଯୋଗାଣ ବନ୍ଦ

କେନ୍ଦ୍ରାପଡା, ୮ା୫: ୧ଲକ୍ଷ ଲିଟରର ଉଚ୍ଚକ୍ଷମତା ସମ୍ପନ୍ନ ପାଣିଟାଙ୍କି ଥାଇବି ଗତ ଦୁଇଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ପିଇବା ପାଣିରୁ ବଞ୍ଚିତ ହୋଇ ଡହଳବିକଳ ହେଉଛନ୍ତି ଆୟତପୁର ପଞ୍ଚାୟତବାସୀ । ଏ ନେଇ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ…

୯ଜଣ ପ୍ରାର୍ଥୀଙ୍କ ନାମରେ ମନୋନୟନ ପତ୍ର କିଣାଯାଇଥିବା ବେଳେ ଗୋଟିଏ ନାମାଙ୍କନ ପତ୍ର ଦାଖଲ

କେନ୍ଦ୍ରାପଡା, ୮ା୫: ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ପାଇଁ ଆଜି ୯ଟି ମନୋନୟନ ପତ୍ର କିଣାଯାଇଥିବା ବେଳେ ଜଣେ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ମନୋନୟନ ପତ୍ର କିଣିଥିବା ପ୍ର୍ରାର୍ଥୀମାନଙ୍କ ମଧ୍ୟରେ ୯୬-ପାଟକୁରା ବିଧାନସଭା କ୍ଷେତ୍ର…