ପଟ୍ଟାମୁଣ୍ଡାଇରେ ବୈଜୟନ୍ତ ଓ ଲଳିତଙ୍କ ରୋଡ଼ ଶୋ

କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ପୌରାଂଚଳରେ ଭାଜପା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାୟକ ପ୍ରାର୍ଥୀ ଲଳିତ ବେହେରା ମଙ୍ଗଳବାର ଅପରାହ୍ନରେ ଏକ ରୋଡ ଶୋ ଓ ବାଇକ ଶୋଭାଯାତ୍ରା କରି ପୌରାଂଚଳର ବିଭିନ୍ନ ଓାର୍ଡ…

ପ୍ରବଳ ପବନ ବର୍ଷାରେ କେନ୍ଦ୍ରାପଡା ସହର ବେହାଲ

କେନ୍ଦ୍ରାପଡ଼ା, ୧୪ା୫: କାଳ ବୈଶାଖି ପବନ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରତଳି ଅଞ୍ଚଳ ବେହାଲ ହୋଇପଡିଥିବା ଦେଖାଯାଇଛି । ସହରର ମଢିଆଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ବିରାଟ କୃଷ୍‌ୃଚୂଡା ଗଛଟି ପ୍ରବଳ ପବନରେ ତିନିମୁହାଣି- ନୂଆବସଷ୍ଟାଣ୍ଡ ରାସ୍ତା…

କଂଗ୍ରେସ ପ୍ରାର୍ଥୀ ଲୋକନାଥ ମହାରଥୀଙ୍କ ସମେତ ୨୬ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଲୋକସଭା ପାଇଁ ୫ ଓ ବିଧାନସଭା ପାଇଁ ୨୧ ନାମାଙ୍କନ ଦାଖଲ

କେନ୍ଦ୍ରାପଡ଼ା, ୧୪ା୫: ନାମାଙ୍କନ ପତ୍ର ଦାଖଲର ଅଷ୍ଟମ ତଥା ଶେଷ ଦିବସରେ କେନ୍ଦ୍ରାପଡା ଜିଲ୍ଲାର ୧୦୦-ମହାକାଳପଡା ବିଧାନସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲୋକନାଥ ମହାରଥୀଙ୍କ ସମେତ ବିଧାନସଭା କ୍ଷେତ୍ର ପାଇଁ ୨୧ଜଣ ନାମାଙ୍କନ ଦାଖଲ କରିଥିବା ବେଳେ…

ପ୍ରତିଶ୍ରୁତି ଓ ପ୍ରତାରଣାର ବିଜେଡ଼ି ସରକାର – ବିଜେପି

କେନ୍ଦ୍ରାପଡ଼ା, ୧୪/୫: ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବିଜେପିର ରାଜ୍ୟ ପ୍ରବକ୍ତା ଜ୍ଞାନଦେବ ବେଉରା, ଜିଲ୍ଲା ଉପସଭାପତି ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ମିଡିଆ ସେଲ ନେହେରୁ କୁମାର…

ମାହାଙ୍ଗା ବିଧାନସଭା ଆସନରୁ ପ୍ରାର୍ଥୀର୍ପତ୍ର ଦାଖଲ କଲେ ଅଙ୍କିତ

ମାହାଙ୍ଗା ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ବେଳେ ବାପା ପ୍ରତାପ ଜେନାଙ୍କ ସହ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ, ସୋମବାର ଅଙ୍କିତ…