ଭିଜିଲାନ୍ସ ଜାଲରେ ମହାକାଳପଡା ତହସିଲର ଆର୍‌.ଆଇ. ଓ ଅମିନ

କେନ୍ଦ୍ରାପଡ଼ା, ୧୫ା୫: ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ତହସିଲ କାର୍ଯ୍ୟାଳୟର ଅମିନ ଉମାକାନ୍ତ ବେହେରା ଓ କେଆରବାଙ୍କ ରାଜସ୍ୱ ନୀରିକ୍ଷକ ସୁଦର୍ଶନ ନାୟକଙ୍କୁ ଆଜି ଭିଜିଲାନ୍ସ ବିଭାଗ ଗିରଫ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ…

କେନ୍ଦ୍ରାପଡା ଜିଲ୍ଲାରେ ୩ ଲୋକସଭା ଓ ୪ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ ନାକଚ

କେନ୍ଦ୍ରାପଡ଼ା, ୧୫ା୫: ଚଳିତ ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ କେନ୍ଦ୍ରାପଡା ଲୋକସଭା ନିମନ୍ତେ ଦାଖଲ କରିଥିବା ୩ ସାଂସଦ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ କେନ୍ଦ୍ରାପଡା ଓ ଆଳି ବିଧାନସଭା କ୍ଷେତ୍ର ପାଇଁ ଦାଖଲ କରାଯାଇଥିବା ୪ଜଣ ବିଧାନସଭା ପ୍ରାର୍ଥୀଙ୍କ…

ନିର୍ବାଚନ ପାଇଁ ତିନିମୁହାଣୀ କଲେଜ ଛକରେ ଗାଡି ଚେକିଂ

କେନ୍ଦ୍ରାପଡା ୧୫/୫- କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ ତିନିମୁହାଣୀ କଲେଜ ଛକ ନିକଟରେ କାର, ଟ୍ୟାକ୍ସି ଜାତୀୟ ଚାରି ଚକୀୟା ଯାନଗୁଡିକରେ କଡାକଡି ଯାଞ୍ଚ କରିଛନ୍ତି । ଜିଲ୍ଲା ପୋଲିସ ପ୍ରଶାସନ…

ନବୀନଙ୍କ ବିକାଶଧାରା ଆଗରେ ବିରୋଧୀ ଫେଲ, ରେକର୍ଡ ବିଜୟ ଲକ୍ଷ୍ୟରେ ବିଜେଡି

ପଟ୍ଟାମୁଣ୍ଡାଇରେ ବିଶାଳ ନିର୍ବାଚନୀ ସଭା କେନ୍ଦ୍ରାପଡା ୧୫/୫ ସାରା ଭାରତରେ ନଂ ୧ମୁଖ୍ୟମନ୍ତ୍ରୀ ଅଦ୍ୱିତୀୟ ଜନନାୟକ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ଦେଶରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ…