ଭାରତୀୟ ଜନତା ପାର୍ଟିର ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, ୨୧/୫- ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲା ତରଫରୁ ହୋଟେଲ ସ୍ୱୟଂସିଦ୍ଧାଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଲୋକସଭା ସଂଚାଳନ କମିଟିର ମୁଖ୍ୟ ସଞ୍ଜୟ ରଥ…

ନୂତନ ଉଦାହରଣ ସୃଷ୍ଟି କଲେ ନବଦମ୍ପତି, ଉଭୟ କରିଲେ ରକ୍ତଦାନ ଓ ବୃକ୍ଷରୋପଣ

  କେନ୍ଦ୍ରାପଡା, ୨୧/୫: ଆଜିର ସମୟ ଚକ୍ରରେ ମଣିଷ ସବୁବେଳେ ନିଜର ବ୍ୟକ୍ତିଗତ ଜୀବନ ପାଇଁ ବ୍ୟସ୍ତ ରହିଥାଏ । ମଣିଷ ଗୋଟେ ସାମାଜିକ ପ୍ରାଣୀ । ସମାଜ ପ୍ରତି କିଛି କର୍ତ୍ତବ୍ୟ ମଧ୍ୟ ରହିଛି । ଜୀବନରେ ବିବାହ ନୂତନ…

କେନ୍ଦ୍ରାପଡା ଲୋକସଭା କଂଗ୍ରେସ ପ୍ରଚାର କମିଟି ଗଠନ

କେନ୍ଦ୍ରାପଡା ୨୧/୫: କେନ୍ଦ୍ରାପଡା ଲୋକସଭା ନିର୍ବାଚନର ପ୍ରଚାର ଓ ପ୍ରସାରକୁ ତ୍ୱରାନ୍ୱିତ କରିବା ନେଇ ଓଡିଶା ପ୍ରଦେଶ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ଲୋକସଭା ପ୍ରଚାର କମିଟି ଗଠନ କରାଯାଇଛି । ଏହାର ଅଧ୍ୟକ୍ଷ…

ଷ୍ଟେଟବ୍ୟାଙ୍କର ନୂଆ ମୁଖ୍ୟ ପ୍ରବନ୍ଧକଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା ୨୧/୫-ଭାରତୀୟ ଷ୍ଟେଟବ୍ୟାଙ୍କ, କେନ୍ଦ୍ରାପଡା ମୁଖ୍ୟ ଶାଖାରେ ନୂତନଭାବେ ଯୋଗଦେଇଥିବା ମୁଖ୍ୟ ପ୍ରବନ୍ଧକ ବିଶ୍ୱଜିତ ରାଉତରାୟଙ୍କୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଅଛି । ସଂଘ ତରଫରୁ ସଭାପତି ପୀତାମ୍ବର ଦାସ, କାର୍ଯ୍ୟକାରୀ ସଭାପତି ବ୍ରଜକିଶୋର…

ପୁନର୍ବାସରେ ଭିନ୍ନକ୍ଷମ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

କେନ୍ଦ୍ରାପଡା, ୨୧/୫: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ସହଯୋଗିତାରେ ମାଧପୁରସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ କେନ୍ଦ୍ରରେ ଥେରାପି ଗ୍ରହଣ କରୁଥିବା ବୌଦ୍ଧିକ ଭିନ୍ନକ୍ଷମ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିନ ଇନ୍ଦୁପୁର…

ସୋସିଆଲ ମିଡିଆରେ ପ୍ରଚାର କଟକଣା ମାନୁ ନାହାଁନ୍ତି

୨୦୨୪ ସାଧାରଣ ନିର୍ବାଚନକୁ ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଲଗାଇବା ସହ ଅନେକ କଟକଣା ଲଗାଇଛନ୍ତି । ଏଥିରେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ବିଶେଷ…

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପଟ୍ଟାମୁଣ୍ଡାଇ କଲେଜର ପୂର୍ବତନ ପ୍ରାଧ୍ୟାପକ ରବୀନ୍ଦ୍ର ପରିଡାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଆମୋଦ ପ୍ରମୋଦ ଗୃହରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚ…