କେନ୍ଦ୍ରାପଡ଼ା, ତା ୨୫/୦୫: ଜିଲ୍ଲାରେ ଜୁନ୍ ୧ ତାରିଖରେ ଭୋଟ୍ଗ୍ରହଣ ପାଇଁ ଇଭିଏମ୍ ମେସିନ୍ର କମିସନିଂ କାର୍ଯ୍ୟ ଶେଷ ହୋଇଛି । ଭାରତର ନିର୍ବାଚନ ଆୟୋଗଙ୍କ ନିୟମାନୁସାରେ ସାଧାରଣ ପର୍ଯ୍ୟବେକ୍ଷକ ଭରତ କୁମାର ଭାସବା ଓ ସାକେତ ମାଲବିୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ, ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏବଂ ରିଟର୍ଣ୍ଣିଂ ଅଫିସରମାନଙ୍କ ପରିଚାଳନାରେ ଚୂଡ଼ାନ୍ତ ଇଭିଏମ୍ କମିସନିଂ କାର୍ଯ୍ୟ ସମ୍ପାଦିତ ହୋଇଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ […]
Day: 25 May 2024
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାଟୀ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି । ଭାଜପା ନିର୍ବାଚନୀ ପ୍ରଚାର କ୍ୟାସେଟରେ ବିରୋଧୀ ପାର୍ଥୀଙ୍କ ନାମରେ ମିଥ୍ୟା ଅପପ୍ରଚାର କରିବା ସହ ନିର୍ବାଚନ କମିଶନରଙ୍କ ଆଦର୍ଶ ଆଚରଣ ବିଧି ଗାଇଡଲାଇନକୁ ଉଲଂଘନ କରି ନିଜର ବ୍ୟକ୍ତିଗତ ବିଧିରେ ପରିଣତ କରି ପ୍ରଚାର ଓ ରାଲି କରୁଛନ୍ତି । ଏଥି ନେଇ ରାଜନଗର ନିର୍ବାଚନ ମଣ୍ଡଳୀ […]
ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ଦଳର ନିର୍ବାଚନ ପ୍ରଚାର ସେତେ ଜୋରଦାର ହେବାରେ ଲାଗିଛି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରଚାର ଅଭିଯାନ ଜୋରଦାର ହୋଇଛି । ଏକ ବୃହତ ରେକର୍ଡ ବ୍ୟବଧାନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରି ଇତିହାସ ସୃଷ୍ଟି କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି । ବିକାଶ […]
କେନ୍ଦ୍ରାପଡ଼ା ଜିଲ୍ଲା ସମେତ ସାରା ଓଡିଶାରେ ଯୋଡି ଶଙ୍ଖ ଇତିହାସ ରଚିବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ବିରଳ ରେକର୍ଡ ସୃଷ୍ଟି କରିବେ ବୋଲି ଆଜି କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ନୀଳକଣ୍ଠପୁର ଠାରେ ଆୟୋଜିତ ବିରାଟ କର୍ମୀ ସମ୍ମିଳନୀରେ ଭାଷଣ ଦେଇ ପୂର୍ବତନମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାନସଭା ବିଜେଡି ପ୍ରାର୍ଥୀ ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି । ନୀଳକଣ୍ଠପୁର ସରପଞ୍ଚ ଜ୍ଞାନେଦ୍ର […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇରେ ଥିବା ଜିଲ୍ଲା କୃଷି କାର୍ଯ୍ୟାଳୟରେ କାର୍ଯ୍ୟରତ କୃୃଷି କର୍ମଚାରୀ ରାଜେନ୍ଦ୍ର ସିଂ (୪୨)ଙ୍କ ଚିକିତ୍ସାଧିନ ଅବସ୍ଥାରେ ମ୍ୟୃତ୍ୟୁ ହୋଇଛି ।ସୁଚନା ଅନୁଯାଇ ମୟୁରଭଞ ଜିଲା ବଦସାହି ବ୍ଲକ ଭାଲୁକଦୁବି ଗ୍ରାମର ରାଜେନ୍ଦ୍ର ଗତ ୬ ବର୍ଷ ହେବ ପଟ୍ଟାମୁଣ୍ଡାଇ ଜିଲା କୃଷି କେନ୍ଦ୍ରରେ ଗ୍ରମ୍ୟ କୃଷି କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ ଶନିବାର ସେ ସକାଳୁ ଅଫିିସ ଆସିଥିବା ବେଳେ ହଟାତ […]
ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ଦଳର ନିର୍ବାଚନ ପ୍ରଚାର ସେତେ ଜୋରଦାର ହେବାରେ ଲାଗିଛି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ତାର ପ୍ରଚାର ଅଭିଯାନ ଜୋରଦାର ଚଳାଇଛି । ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ରେକର୍ଡ ବ୍ୟବଧାନରେ ବିଜୟୀ କରି ଇତିହାସ ସୃଷ୍ଟି କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ରାଜନଗର ବିଜେଡି । ବିକାଶ […]
କେନ୍ଦ୍ରାପଡା,୨୪/୫ – ଭାରତୀୟ ଜନତାପାର୍ଟି କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ସାମ୍ବାଦିକ ସମ୍ମିଳନୀ ଗରାପୁର ସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡାର ପୂବର୍ତନ ସାଂସଦ ତଥା ମହାକାଳପଡାର ନାରୀନେତ୍ରୀ ଅଚ୍ଚର୍ନା ନାୟକ, ଟାଙ୍ଗୀ ସାଲେପୁର ଅଂଚଳର ଯୁବନେତା ଓ ଓଡିଶା ପ୍ରଦେଶର ପୂବର୍ତନ ଯୁବେମାର୍ଚ୍ଚାର ଉପସଭାପତି ପ୍ରଫୁଲ୍ଲ ସ୍ୱାଇଁ ଏବଂ ମିଡିଆ ସେଲର ପ୍ରମୁଖ ନେହେରୁ କୁମାର ସାହୁ ଯୋଗ ଦେଇଥେôଲ । […]
କେନ୍ଦ୍ରାପଡ଼ା ଜିଲ୍ଲାର ସୂଚନା ଅଧିକାର କର୍ମୀ ଚାଷୀ ନେତା ପ୍ରତାପ ଚନ୍ଦ୍ର ମହାନ୍ତି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ତାଙ୍କ ପ୍ରାର୍ଥୀତ୍ୱକୁ ରାଜ୍ୟ ଜନଶକ୍ତି ପାର୍ଟି ସମର୍ଥନ ଜଣାଇଛି । ଶୁକ୍ରବାର ସ୍ୱାଧୀନ ସାଂସଦ ପ୍ରାର୍ଥୀ ମହାନ୍ତି ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳ ବୁଲି ନିର୍ବାଚନ ପ୍ରଚାର କରିବା ସହିତ ଜନ ସମର୍ଥନ ଭିକ୍ଷା କରିଥିଲେ । ତାଙ୍କ ସହିତ ରାଜ୍ୟ […]