କେନ୍ଦ୍ରାପଡ଼ା, ୨୫ା୫: କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପାସହାର ୯୫.୭୭ ପ୍ରତିଶତ ହୋଇଛି । ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ୮ଟି ବ୍ଲକରେ ମୋଟ ୩୦ଜଣ ଏ-୧ଗ୍ରେଡ୍‌ରେ ପାସ କରିଛନ୍ତି । ରାଜକନିକା ବ୍ଲକର ଆର.ଏନ. ହାଇସ୍କୁଲ ଛାତ୍ରୀ ଅନନ୍ୟା ବାରିକ ମୋଟ ୬୦୦ ମାର୍କରୁ ୫୬୦ମାର୍କ ଅର୍ଥାତ ୯୩.୩୩ ପ୍ରତିଶତ ମାର୍କ ରଖି ପାସ କରିବା ସହିତ ଜିଲ୍ଲା ଟପ୍ପର ହୋଇଛନ୍ତି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର […]

କେନ୍ଦ୍ରାପଡା,୨୬ା୫: ଚଳିତ ବର୍ଷ କେନ୍ଦ୍ରାପଡା ଜିଲ୍ଲାର ବାଣିଜ୍ୟରେ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସେଖ୍ ଜିସାନ୍ ଅଲ୍ଲୀ ୫୪୭ ନମ୍ବର ରଖି ଶୀର୍ଷରେ ରହିଛନ୍ତି । ତାଙ୍କର ଏହି ସଫଳତା ଶ୍ରେୟ ସେ ତାଙ୍କ ବାପା ମା ଓ ଆଇ.ଏ.ପି କମର୍ସ ଏକାଡେମୀର ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି । ସେ ଆଗକୁ ଜଣେ ସୁନାଗରିକ ସହିତ ଚାଟାର୍ଡ ଆକାଉଟାଣ୍ଟ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଥିସହିତ ସନ୍ଧ୍ୟାରାଣୀ […]