ଧ୍ରୁବ ଓ ମୁନା ଖାଁଙ୍କ ସଂଖ୍ୟାଲଘୁ ବସ୍ତିରେ ନିର୍ବାଚନ ପ୍ରଚାର

ରାଜ୍ୟର ସଂଖ୍ୟାଲଘୁମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅନେକ ଯୋଜନା କରିଥିବାରୁ ସଂଖ୍ୟାଲଘୁ ଭାଇମାନଙ୍କର ବିଜେଡି ପ୍ରତି ସମର୍ଥନ ରହିଛି । ଏହି ପରିପ୍ରେକ୍ଷୀରେ ରାଜନଗର ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଲଘୁ ଭୋଟ ହାତେଇବା ପାଇଁ ବିଜେଡି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ…

ଜୟରାଷ୍ଟ୍ର ପକ୍ଷରୁ ବୀର ସଭରକରଙ୍କ ଜୟନ୍ତୀ

କେନ୍ଦ୍ରାପଡା, ୨୮/୫: ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ପକ୍ଷରୁ ମହାନ କ୍ରାନ୍ତିକାରୀ ତଥା ରାଷ୍ଟ୍ରବାଦୀ ନେତା ବିନାୟକ ଦାମୋଦର ସଭରକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ପବ୍ଲିକ ରିଡ଼ିଂ ରୁମ୍‌ଠାରେ ଅୟୋଜିତ ଏହି ଉତ୍ସବରେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ…

କେନ୍ଦ୍ରାପଡ଼ାରେ ତୁଙ୍ଗ ନେତାଙ୍କ ଯୋରଦାର ନିର୍ବାଚନୀ ପ୍ରଚାର

କେନ୍ଦ୍ରାପଡା ୨୮/୫- ନିର୍ବାଚନ ପ୍ରଚାର ଆଉ ଦୁଇଦିନ ଅଛି । ବୁଧବାର ଦିନ କେନ୍ଦ୍ରାପଡାରେ କେନ୍ଦ୍ର ଓ ରାଜ୍ୟରୁ ବହୁ ତୁଙ୍ଗ ନେତାମାନେ ଆସି ପ୍ରଚାର କରିବେ । ଗତକାଲି  ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତରେ ଆସି ପ୍ରଚାର କରିଥିଲେ ।…

ଆମ୍ ଆଦମି ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ମହାକାଳପଡାରେ ପାର୍ଟି ଭଲ ଫଳାଫଳ କରିବ- ରାଜ୍ୟ ସଭାପତି

କେନ୍ଦ୍ରାପଡ଼ା, ୨୮ା୫: କେନ୍ଦ୍ରାପଡା ଜିଲ୍ଲା ଆମ୍ ଆଦମି ପାର୍ଟି ପକ୍ଷରୁ ଶ୍ୟାମସୁନ୍ଦରପୁରଗଡାସ୍ଥିତ ପାର୍ଟିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସଙ୍କ ସଭାପତିତ୍ୱରେ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାର୍ଟିର ରାଜ୍ୟ ସଭାପତି…

କେନ୍ଦ୍ରାପଡା ବିଧାନସଭା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, ୨୮ା୫: ନିଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ହଳଧର ସେଠୀଙ୍କ ସଭାପତିତ୍ୱରେ କଜଳାସ୍ଥିତ କଂଗ୍ରେସ ଭବନରେ କେନ୍ଦ୍ରାପଡା ବିଧାନସଭା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ହମିଦ୍…

ବସ ଧକ୍କାରେ ମହିଳା ମୃତ୍ୟୁ

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ଖରିଦା ସାହି ଠାରେ ଓଏସଆରଟିସି ବସ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ଜଣଙ୍କ ଭାତପଡା ଅଂଚଳର ବୋଲି ଶୁଣିବାକୁ ମିଳୁଛି । ମଙ୍ଗଳବାର ସକାଳେ…

ଅସହ୍ୟ ଗୁଳୁଗୁଳିରେ ଗାଁ ଓ ସହରବାସୀ କଲବଲ ; ଲୋ-ଭୋଲଟେଜ୍ ସମସ୍ୟା ଯୋଗୁଁ ଲୋକେ ଅସ୍ତବ୍ୟସ୍ତ

ଲଘୁଚାପ ଜନିତ ମେଘପବନ ପରେ ସୋମବାର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ତାପମାତ୍ରା ବଢ଼ିବା ଆରମ୍ଭ କରିଛି । ଆଜି ସହରର ତପମାତ୍ରା ବୃଦ୍ଧି ହେବା ସହ ଅସହ୍ୟ ଗୁଳୁଗୁଳିରେ ସହରବାସୀ କଲବଲ ହେଉଥିବାବେଳେ ସେଥିରେ ଦାଉ ସାଧୁଛି ବିଦ୍ୟୁତ୍ ବିଭ୍ରାଟ…

ରାଜନଗର ବିଜେଡିର ମିଶ୍ରଣ ପର୍ବ, ଭାଜପା ଗଡରୁ ୪୦ ପରିବାର ଯୋଗଦେଲେ

କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ବିଜେଡି ବିଜୟକୁ ନିଶ୍ଚିତ କରିବା ପାଇଁ ସୋମବାର ପଟ୍ଟାମୁଣ୍ଡାଇ ବିଜେଡି କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜନଗର ବ୍ଲକ ପ୍ରଭାତି ଗ୍ରାମର ଶତାଧିକ ଭାଜପା କର୍ମୀ ଓ ଯୁବ…

ବିଜେଡି ବିଜୟ ପାଇଁ ରଣନୀତି ପ୍ରସ୍ତୁତ କଲେ ପ୍ରଭାତ ବିଶ୍ୱାଳ , ଗଠନ ହେଲେ ଟିମ ୨୦

ରାଜ୍ୟ ରାଜନୀତିରେ ମର୍ଯ୍ୟାଦାଜନକ କେନ୍ଦ୍ରାପଡ଼ା ଲୋକସଭା ଓ ବିଧାନସଭା ଆସନର ସ୍ୱତନ୍ତ୍ର ପରିଚୟ ଓ ଗୁରୁତ୍ୱ ରହିଛି  । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗଡ଼ ଓ ଅଣକଂଗ୍ରେସ ରାଜନୀତିର ଅଭେଦ୍ୟ ଦୂର୍ଗ କେନ୍ଦ୍ରାପଡ଼ା ଦଖଲ କରିବା ପାଇଁ ବିରୋଧୀ ବିଜେପି…

ବାଲିପାଟଣା ବିଜେଡି କର୍ମୀ ସମ୍ମିଳନୀ : ଯୋଡି ଶଙ୍ଖ ଇତିହାସ ରଚିବ – ଗଣେଶ୍ୱର ବେହେରା

କେନ୍ଦ୍ରାପଡ଼ା ଜିଲ୍ଲା ସମେତ ସାରା ଓଡିଶାରେ ଯୋଡି ଶଙ୍ଖ ଇତିହାସ ରଚିବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ବିରଳ ରେକର୍ଡ ସୃଷ୍ଟି କରିବେ ବୋଲି କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ବାଲିପାଟଣା ଠାରେ ଆୟୋଜିତ…

ବିଶିଷ୍ଟ ଶିକ୍ଷାବିତ୍ ଈଶ୍ୱର ସାହୁଙ୍କ ଦେହାନ୍ତ

କେନ୍ଦଦ୍ରାପଡା ୨୭/୫ – କେନ୍ଦ୍ରାପଡା ଜିଲ୍ଲା ନିକିରାଇ ପଞ୍ଚାୟତର ଏକପଡା ଗାଁର ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିବା ବିଶିଷ୍ଟ ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ସାହୁ ୯୭ ବର୍ଷ ବୟସରେ ତାଙ୍କ କାକଟ ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ସେ…

କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ: କଳାରେ ୨, ବାଣିଜ୍ୟରେ ଜଣେ ଓ ବିଜ୍ଞାନରେ ଜଣେ ଟପ୍ପର, କଳାରେ ୯୬.୮୯, ବାଣିଜ୍ୟରେ ୯୬.୭୨ ଓ ବିଜ୍ଞାନରେ ୯୮.୦୩ପ୍ରତିଶତ ଫଳାଫଳ

କେନ୍ଦ୍ରାପଡ଼ା, ୨୭ା୫: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨କଳାରେ ସାଗରିକା ତ୍ରିପାଠୀ ଓ ବିଶ୍ୱଜିତ ମହାନ୍ତି ୫୨୩ମାର୍କ ରଖି ଯୁଗ୍ମ ବିଭାଗୀୟ ଟପ୍ପର ହୋଇଥିବା…