ଗଳୁଗୁଳିକୁ ଭୁକ୍ଷେପ ନ କରି ଲୋକେ ଭୋଟ ଦାନରେ ସାମଲି,  ବିଳମ୍ବ ସତ୍ୱେ ଶାନ୍ତିଶୁଙ୍ଖଳରେ ମତଦାନ, ନିଳକଣ୍ଠପୁର ତୋଟା ସାହି ବୁଥରେ ଗଣ୍ଡଗୋଳ

  ପଟ୍ଟାମୁଣ୍ଡାଇ ୧/୬ କେନ୍ଦ୍ରାପଡା ଓ ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ଶନିବାର ଶେଷ ପ୍ରର୍ଯ୍ୟୟ ଭୋଟଗ୍ରହଣ ସମ୍ପନ୍ନ ହୋଇଥିବା ବେଳେ କେତେକ ସ୍ଥାନରେ ଜାରି ରହିଛି । ପ୍ରବଳ ଗଳୁଗୁଳୁକୁ ଭୁକ୍ଷେପ ନ କରି ଭୋଟର…

କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ୬୨.୨ ପ୍ରତିଶତ ମତଦାନ , ପାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ

କେନ୍ଦ୍ରାପଡ଼ା, ୧ା୬:ରିପୋର୍ଟ ଅନୁଯାୟୀ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ପ୍ରାୟ ୬୨.୨ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ମୁଖ୍ୟତଃ ହେଭିୱେଟ ନେତା ଅଂଶୁମାନ ଓ ବୈଜୟନ୍ତଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ହେଉଛି । କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ପୂର୍ବତନ…