ଏକ୍‌ଜିଟ୍ ପୋଲ ରିର୍ପୋଟକୁ ନେଇ ଚଳଚଂଚଳ ରାଜନିିତୀ , ରିପୋର୍ଟ ସତ ନୁହେଁ ଗଣତି ପରେ ଜଣାପଡିବ

କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ପୌରାଂଚଳର୨୦ଟି ୱାର୍ଡ ସମେତ ୧୯ ପଂଚାୟତ ପାଇଁ ଶନିବାର ଭୋଟଗ୍ରହଣ କାର୍ଯ୍ୟ ଶେଷ ହୋଇଛି । କାଁ ଭାଁ ଉତେଜନାକୁ ବାଦ୍ ଦେଲେ ମତଦାନ ଶାନ୍ତିଶୃଙ୍ଖଳାରେ ହୋଇଛି । ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ…

କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ୭୧.୨୬ ପ୍ରତିଶତ ମତଦାନ . ଅଂଶୁମାନ ଓ ବୈଜୟନ୍ତଙ୍କ ସମେତ ସବୁ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ

କେନ୍ଦ୍ରାପଡ଼ା, ୨ା୬: କେନ୍ଦ୍ରାପଡା ଲୋକସଭା ଆସନରେ ପ୍ରାୟ ୭୧.୨୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଆଳି ବିଧାନସଭା କ୍ଷେତ୍ରରେ ୬୩.୬୭ ପ୍ରତିଶତ, କେନ୍ଦ୍ରାପଡାରେ ୬୭.୬୬ ପ୍ରତିଶତ, ମହାକାଳପଡାରେ ୭୫.୩୨ ପ୍ରତିଶତ, ପାଟକୁରାରେ ୭୨.୭୨ ପ୍ରତିଶତ, ରାଜନଗରରେ ୬୬.୩୩ ପ୍ରତିଶତ, ମାହାଙ୍ଗାରେ ୭୬.୦୮…

ଗଣକବି ଗୋପାଳ ଦାଶଙ୍କ ୧୪୯ତମ ଜୟନ୍ତୀ ଉତ୍ସବ

କେନ୍ଦ୍ରାପଡା, ୨/୬: ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନର ଅକ୍ଷୟ ମହାନ୍ତି କକ୍ଷରେ ଓଡିଆ ଗୀତାଭିନୟ ଜଗତର ମୁକୁଟ ବିହୀନ ସମ୍ରାଟ୍ ଗଣକବି ଗୋପାଳ ଦାଶଙ୍କ ପୁଣ୍ୟ ୧୪୯ତମ ଜୟନ୍ତୀ ଉତ୍ସବ ଗତ ମେ ମାସ ୨୯…

ପୁନର୍ବାସରେ ସ୍ୱତନ୍ତ୍ର ମହିଳା ଓ ଶିଶୁ ଥେରାପି କକ୍ଷର ଲୋକାର୍ପଣ

କେନ୍ଦ୍ରାପଡା, ୨/୬: ଥେରାପି ସେବା ଓ ଭିନ୍ନକ୍ଷମଙ୍କ ସହାୟତା କ୍ଷେତ୍ରରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ କେନ୍ଦ୍ରାପଡ଼ା ଜିଲ୍ଲାର ସକ୍ରିୟ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ସ୍ୱତନ୍ତ୍ର ମହିଳା ଓ ଶିଶୁ ଥେରାପି କକ୍ଷ ମାଧପୁରସ୍ଥିତ ଥେରାପି କେନ୍ଦ୍ରଠାରେ ଲୋକାର୍ପିତ ହୋଇଯାଇଛି…