ବ୍ୟକ୍ତିଗତ ଜମିରୁ ମାଟି ମାଫିଆ ତାଡିନେଲେ ଶହ ଶହ ଟ୍ରିପ ମାଟି , ଥାନାରେ ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଶୂନ

  କେନ୍ଦ୍ରାପଡ଼ା, ୨୫ା୬: କେନ୍ଦ୍ରାପଡାରେ ଦିନକୁ ଦିନ ମାଟି ମାଫିଆଙ୍କ ମନମାନୀ ବଢିବାରେ ଲାଗିଛି । ସରକାରୀ ଜମିରୁ ମାଟି ତାଡିନେଇ ଯାଉଥିବା ବେଳେ ଏବେ ବ୍ୟକ୍ତିଗତ ଜମିରୁ ମାଟି ତାଡିନେଉଥିବା ମାଟି ମାଫିଆଙ୍କ ଦୈାରାତ୍ମ୍ୟ ସମସ୍ତ ସୀମା ସହରଦ ପାରି…

ନବକୃଷ୍ଣ ଚୈାଧୁରୀଙ୍କ ଶ୍ରାଦ୍ଧଦିବସ ପାଳନ କଲା ଜନଶକ୍ତି ପାର୍ଟି

କେନ୍ଦ୍ରାପଡ଼ା, ୨୫ା୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ହନୁମାନଜୀଉ ମନ୍ଦିର ନିକଟରେ ଜନଶକ୍ତି ପାର୍ଟି ପକ୍ଷରୁ ନବକୃଷ୍ଣ ଚୈାଧୁରୀଙ୍କ ଶ୍ରାଦ୍ଧଦିବସ ଅବସରରେ ବରିଷ୍ଠ ଆଇନଜୀବୀ ତଥା ପାର୍ଟିର ରାଜ୍ୟ ଅଧ୍ୟକ୍ଷ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଟିତ ହୋଇଯାଇଛି…

କେନ୍ଦ୍ରାପଡା ବିଜେପି ପକ୍ଷରୁ କଳା ଦିବସ ପାଳନ

କେନ୍ଦ୍ରାପଡ଼ା, ୨୩ା୬: କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ କଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ କାକଟସ୍ଥିତ ଏକ ବେସରକାରୀ ମଣ୍ଡପରେ ଜିଲ୍ଲା ବିଜେପି ଉପ ସଭାପତି ଅଭିମନ୍ୟୁ ଗୋଛାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ…

ଗ୍ରୀଷ୍ମକାଳୀନ ବ୍ୟାଡ୍‌ମିଣ୍ଟନ ଶିବିର ଉଦ୍‌ଯାପିତ

କେନ୍ଦ୍ରାପଡା,୨୫/୬: କେନ୍ଦ୍ରାପଡାସ୍ଥିତ ଶ୍ୟାମଗୁଡିଆ ନିକଟସ୍ଥ ବିଜୁ ପଟ୍ଟନାୟକ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମ ମଧ୍ୟରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଡ୍‌ମିଣ୍ଟନ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ…

ପଟ୍ଟାମୁଣ୍ଡାଇ ବ୍ଲକରେ ଦୁଇ ବିଧାୟକ ସମୀକ୍ଷା ବୈଠକ ପାନୀୟଜଳ ସୁଧାର ଓ ଜନକଲ୍ୟାଣ ପ୍ରକଳ୍ପ ତ୍ୱରାନ୍ୱିତ ପାଇଁ ତାଗିଦ

କେନ୍ଦ୍ରାପଡ଼ା  ଓ ରାଜନଗର ବିଧାନସଭା ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ଲକର ୩୧ (କେନ୍ଦ୍ରାପଡ଼ା -୧୨ ଓ ରାଜନଗର-୧୯) ପଂଚାୟତରେ ପାନୀୟଜଳ ସମସ୍ୟା ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ଓ…

ହୋମିଓ ଚିକିତ୍ସକ ଶରତ ଚନ୍ଦ୍ର ଜେନାଙ୍କ ଅଷ୍ଟମ ବାର୍ଷିକୀ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ଚାରା ବଣ୍ଟନ

କେନ୍ଦ୍ରାପଡା ୨୫/୬: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ନିକିରାଇ ପଞ୍ଚାୟତର ସଫଳ ହୋମିଓ ଚିକିତ୍ସକ ଶରତ ଚନ୍ଦ୍ର ଜେନାଙ୍କ ଅଷ୍ଟମ ବାର୍ଷିକୀ ଶ୍ରାଦ୍ଧୋତ୍ସବ ଅବସରରେ ନିକିରାଇସ୍ଥିତ ବାସ ଭବନ ସମ୍ମୁଖରେ ଉପସ୍ଥିତ ଗ୍ରାମବାସୀ ତଥା ଆମନ୍ତ୍ରିତ ଅତିଥିମାନଙ୍କୁ ଆମ୍ବ, ବକୁଳ, ପିଜୁଳି, ଗୁଆ,…

ପଟ୍ଟାମୁଣ୍ଡାଇ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀପଡା ପତିତପାବନ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠଳ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ…

ପ୍ରହସନ ପାଲଟିଛି ଇଡିପି ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଶିଳ୍ପ ବିହିନ କେନ୍ଦ୍ରାପଡ଼ା ଜିଲା ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ଉଦ୍ୟୋଗ ଭଳି କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲା ଅଗ୍ରଣୀ ହୋଇପାରିନାହିଁ । ଉଦ୍ୟୋଗ କ୍ଷେତ୍ରରେ ଜିଲାକୁ ଆଗକୁ ବଢ଼ାଇବା ପାଇଁ ଯେଉଁ ସାମଗ୍ରୀକ ଚେଷ୍ଟା ଆବଶ୍ୟକ ତାହା ଦେଖିବାକୁ…