ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ଆସନ୍ତାକାଲି ଅବସର ଗ୍ରହଣ କରିବେ । ସେ ୧୮/୧/୨୦୨୧ୁର ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଏସଡିଓ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ୩୦/୬/୨୦୨୪ରେ ଅବସର ନେବେ । ଏଥିନେଇ ଶନିବାର ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ତାଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଦନା ଦିଆଯାଇଛି । ଏଥିରେ କେନ୍ଦ୍ରାପଡା ଅଧିକ୍ଷଣଯନ୍ତ୍ରୀ ଉମେଶ କୁମାର ସେଠୀ ଯୋଗ ଦେଇ କହିଥିଲେ ଯେ […]
Day: 29 June 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଚନ୍ଦ୍ନନଗର ବାଲିଆ ଗ୍ରାମ ନିକଟରେ ଏକ ମାଲବାହି ଅଟୋ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣଙ୍କ ହେଲେ ରାଜନଗର ଥାନା ରାଜପୁର ପଂଚାୟତ ଚନ୍ଦନପୁର ଗ୍ରାମର ହଳଧର ପାଢୀ (୫୦) ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ହଳଧର ନିଜସ୍ୱ କାମରେ ଅଜି ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଅଭିମୁଖେ ଆସୁଥିବା ବେଳେ […]
ପଟ୍ଟାମୁଣ୍ଡାଇ ୨୯/୬ -ଜମିପଟ୍ଟା ଆରଓଆର (ରାଇଟ୍ ଅଫ୍ ରେକର୍ଡସ) ଅବିକଳ (ସାଠିଫାଏ) ନକଲ କରିଦେବା ବାବଦରେ ଜଣେ ବ୍ୟକ୍ତିିଙ୍କଠାରୁ ୧୦ ହଜାର ଟଙ୍କା ଲାଂଚ ନେବାବେଳେ ପଟ୍ଟାମୁଣ୍ଡାଇ ତହସିଲ ଅଫିସର ମୁଖ୍ୟ କିରାଣୀ ଜନ ଉଇଲମ ବରାଳଙ୍କୁ କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍ ଶନିବାର ଗିରଫ କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ ଅର୍ନ୍ତଗତ କଷଣଅଂଟା ଗ୍ରାମର ବିଘ୍ନେଶ୍ୱର ଦାଶଙ୍କ ଜମି ସଂକ୍ରାନ୍ତୀୟ କାମ ପାଇଁ ପଟ୍ଟାମୁଣ୍ଡାଇ ତହସିଲ ଅଫିସକୁ […]










