ପୁନର୍ବାସ ପକ୍ଷରୁ ସପ୍ତାହବ୍ୟାପୀ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ

କେନ୍ଦ୍ରାପଡା, ୧୨/୭: ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନ ସମ୍ପ୍ରତି ପୃଥିବୀର ଅସ୍ତିତ୍ୱ ଓ ଭବିଷ୍ୟତକୁ ନେଇ ଏକ ସଂକଟମୟ ଦୋଛକିରେ ଠିଆ କରାଇ ଦେଇଛି । ସାରାବିଶ୍ୱ ଏବେ ଆଶଙ୍କାଗ୍ରସ୍ତ । ସବୁଜିମା ହିଁ ଏହାର ଏକମାତ୍ର ସମାଧାନର ମାର୍ଗ ।…

ଅନ୍ତୋଦୟ କାର୍ଡରେ ଜାଲିଆତି : ଚାଉଳ ନପାଇ ଦୁଃଖରେ ଜିବନ କାଟୁଛନ୍ତି ବୃଦ୍ଧା

ଡେରାବିଶ – ୧୨/୭ – ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ଗରିବ ହିତାଧିକାରୀଙ୍କୁ ରାସନ ମିଳିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ øପ୍ରଦାନ କରିଛନ୍ତି । ଏଥରସହିତ ଭୁମିହୀନ, ଅସହାର, ବେରୋଜଗାର ଓ ଭିନ୍ନକ୍ଷମ…

ନୃସିଂହଜୀଉ ନୋଡାଲ ସ୍କୁଲରେ ବିଦାୟକାଳୀନ ସଭା

ପଟ୍ଟାମୁଣ୍ଡାଇ ତା ୧୨/୭-ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସିଦ୍ଧ ପରମହଂସ ନୋଡାଲ ଉପ୍ରା ସ୍କୁଲ କ୍ଲଷ୍ଟର ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ନୃସିଂହଜୀଉ ନୋଡାଲ ଉପ୍ରା ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି ।  ପ୍ରାଥମିକ…

ଜନ୍ମଦିନରେ ୧୨୦ ଚାରା ରୋପଣ କଲେ ଛାତ୍ର

କେନ୍ଦ୍ରାପଡା,୧୨ା୭: କେନ୍ଦ୍ରାପଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ବିକାଶ ରଞ୍ଜନ ସାହୁ ବିଦ୍ୟାଳୟ ପରିସରରେ ୧୨୦ ଟି ବୃକ୍ଷର ଚାରା ଲଗାଇ ବିଶ୍ୱତାପ ନିୟନ୍ତ୍ରଣର ବାର୍ତ୍ତା ଦେଇଛନ୍ତି । ନିଜର ଜନ୍ମଦିନକୁ ପରିବେଶର ସୁରକ୍ଷା ପାଇଁତ୍ତସେ ଉତ୍ସର୍ଗ କରିଛନ୍ତି ।…

ସରକାରୀ ସିନିଅର ବେସିକ ଉନ୍ନିତ ହାଇସ୍କୁଲରେ ବ୍ଲକ ସ୍ତରୀୟ ପ୍ରେରଣା ମହୋତ୍ସବ

କେନ୍ଦ୍ରାପଡ଼ା, ୧୨ା୭: କୁଶିଆପାଳସ୍ଥିତ ସରକାରୀ ସିନିଅର ବେସିକ ଉନ୍ନିତ ହାଇସ୍କୁୁଲରେ ବ୍ଲକ ସ୍ତରୀୟ ପ୍ରେରଣା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ପ୍ରେରଣା ମହୋତ୍ସବରେ ପ୍ରଧାନ…

କଲେଜରୁ ଏସି ଚୋରି ଘଟଣା , ପୁରାତନ ଛାତ୍ରମାନଙ୍କ ଧାରଣା , ପ୍ରତିଶୃତି ପରେ ସ୍ଥଗିତ

କେନ୍ଦ୍ରାପଡ଼ା, ୧୨ା୭: କେନ୍ଦ୍ରାପଡା ମହାବିଦ୍ୟାଳୟରୁ ଏସି ଚୋରି ଘଟଣାର ମାଷ୍ଟରମାଇଣ୍ଡ ଗିରଫ ଓ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯିବା ଦାବିରେ ଟାଉନ ଥାନା ସମ୍ମୁଖରେ ବିଗତ ୫ଦିନ ଧରି ଧାରଣାରତ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ଆଜି ଅପରାହ୍ନରେ ଦାବି ପୁରଣର…

ନାବାର୍ଡ, ଏସ.ଏଫ.ଏସି ଓ ଓ.ଏନ.ଡି.ସି. ସହଯୋଗରେ ତରଙ୍ଗ ମେଳା

କେନ୍ଦ୍ରାପଡ଼ା, ୧୧ା୭: ନାବାର୍ଡ ଏସ.ଏଫ୍‌.ଏସି ଏବଂ ଓ ଏନ ଡିସିର ମିଳିତ ଆନୁକୁଲ୍ୟରେ କଟକ ବାଲିଯାତ୍ରା ପଡ଼ିଆରେ କୃଷକ ଉତ୍ପାଦକ ସଂଗଠନ ମାନଙ୍କୁ ନେଇ ତରଙ୍ଗ ମେଳା -୨ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୪ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ…

ସର୍ବଭାରତୀୟ ପାୱାର ଲିଫ୍ଟିଂରେ କେନ୍ଦ୍ରାପଡାର ରୋନିତ ରୋଶନଙ୍କୁ ରୌପ୍ୟ ପଦକ

କେନ୍ଦ୍ରାପଡ଼ା, ୧୧ା୭: ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ ପକ୍ଷରୁ ମଧ୍ୟପ୍ରଦେଶ ରାଜ୍ୟର ଉଜୈନଠାରେ ଆୟୋଜିତ ସର୍ବ ଭାରତୀୟ ସିନିୟର ପାୱ।ର  ଲିଫ୍ଟିଂ ଚମ୍ପିଅନସିପ୍ ପ୍ରତିଯୋଗିତାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ଜଗନ୍ନାଥପୁର ଗ୍ରାମ ନିବାସୀ ନୃସିଂହ ଚରଣ ସ୍ୱାଇଁ ଓ କମଳା…

ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସିଟୁର ସ୍ମାରକପତ୍ର

କେନ୍ଦ୍ରାପଡ଼ା, ୧୧ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ସିଟୁ ପକ୍ଷରୁ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଆଜି ପ୍ରଦାନ କରାଯାଇଛି । ସେହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟର ଶ୍ରମଜୀବୀ ଲୋକଙ୍କର ଆଶୁ ଓ…

କଲେଜରୁ ଏସି ଚୋରି ଘଟଣା :ତଦନ୍ତ ଆରମ୍ଭ କଲା ପୋଲିସ

କେନ୍ଦ୍ରାପଡ଼ା, ୧୧ା୭: କେନ୍ଦ୍ରାପଡା ମହାବିଦ୍ୟାଳୟରୁ ଏସି ଚୋରି ଘଟଣାରେ ଟାଉନ ଥାନା ପୋଲିସର ଏକ ଟିମ୍ ଆଜି ମହାବିଦ୍ୟାଳୟ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । କେଉଁଠାରେ ଏସି ଲାଗିଥିଲା ଏବଂ କେଉଁଠି ଷ୍ଟାବିଲାଇଜର ଲାଗିଥିଲା ପୋଲିସ ସେସବୁ…