ଶ୍ରୀ ବଳଦେବଜୀଉଙ୍କୁ ଚୂଡାଘଷା ଭୋଗ ଅର୍ପଣ

କେନ୍ଦ୍ରାପଡା, ୧୭/୭: ପବିତ୍ର ବାହୁଡା ଯାତ୍ରାରେ ବ୍ରହ୍ମତାଳଧ୍ୱଜ ରଥାରୂଢ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ଜିଲ୍ଲା କୌବର୍ତ୍ତ ସମାଜ ପକ୍ଷରୁ ପାରମ୍ପରିକ ଚୂଡାଘଷା ଭୋଗ ଅର୍ପଣ କରାଯାଇଛି । ଗତ ମଙ୍ଗଳବାର ଅପରାହ୍ନରେ ବଳଦେବଜୀଉଙ୍କ ରଥଦାଣ୍ଡରେ କୈବର୍ତ୍ତ ସାହି କମାରଖଣ୍ଡି ଛକରେ ରଥ…

ପତିତପାବନଜୀଉଙ୍କ ସୁନାବେଶ ଦେଖିବାକୁ ଭକ୍ତଙ୍କ ସମାବେଶ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୋଖରୀଆପଡା ସ୍ଥିତ ପତିତପାବନଜୀଉଙ୍କ ରଥଯାତ୍ରାର ବାହୁଡ଼ା ପର୍ବ ସୋମବାର ଶେଷ ହୋଇଥିବା ବେଳେ ବୁଧବାର ବଡ଼ ଏକାଦଶୀ ତିଥିରେ ଚତୁର୍ଦ୍ଧାମୂର୍ତି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ସଂନ୍ଧ୍ୟାଧୂପ ପରେ ସ୍ୱତନ୍ତ୍ର ନୀତି ନିର୍ଘଂଟରେ ବଡ଼ଠାକୁର ବଳଭଦ୍ର,…

ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର

କେନ୍ଦ୍ରାପଡ଼ା,୧୬।୭- ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରଭାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ଉଠିଆସି ବିଦ୍ୟୁତ ଖୁଣ୍ଟ ଉପରେ ଚଢିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ କୁମ୍ଭୀର ପ୍ରଜନନ ଋତୁ…