କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କମିଟି ସଂଘ କାର୍ଯ୍ୟକାରୀ ବୈଠକ

କେନ୍ଦ୍ରାପଡା -୧୯ ।୭: ଓଡିଶାର କଳା ସଂସ୍କୃତିର ଅନ୍ୟତମ ଜିଲ୍ଲା କେନ୍ଦ୍ରାପଡାରେ କଳା ସଂସ୍କୃତିକୁ ଉଦଜୀବିତ ରଖିବା, ଯାତ୍ରା କମିଟିମାନଙ୍କୁ ସୁରକ୍ଷା ଦେବା ଓ ଜିଲ୍ଲାର କଳାକାରମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କମିଟି…

ନବୀନଙ୍କ ସ୍ୱତନ୍ତ୍ର ରଣନୀତି, ରାଜ୍ୟ ସଭାରେ ଘେରିବ ବିଜେଡି

ଭୁବନେଶ୍ୱର,୧୯/୭: ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସଂଧ୍ୟାରେ ସଂସଦୀୟ ଦଳ ବୈଠକ ବସିଛି । ବୈଠକରେ ୯ ରାଜ୍ୟସଭା ଏମପିମାନେ ଉପସ୍ଥିତ ଥିଲେ । ଆସନ୍ତା ୨୨ରୁ ସଂସଦରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆରମ୍ଭ ହେବାକୁ…

ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ୪୧ତମ ପୂଣ୍ୟତିଥି ପାଳିତ / ଗୋକୁଳ ଚନ୍ଦ୍ର ସଂଗୀତ ପକ୍ଷରୁ ଚଳିତ ବର୍ଷ ଠାରୁ ରାଜ୍ୟସ୍ତରୀୟ ,  ବାଣୀକଣ୍ଠ ପ୍ରତିଭା ସମ୍ମାନ ପ୍ରଦାନ ପାଇଁ ପ୍ରସ୍ତାବ ଗୃହୀତ

କେନ୍ଦ୍ରାପଡ଼ା,୧୯/୭: ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଥିଲେ ଭକ୍ତ କଣ୍ଠଶିଳ୍ପୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ନିକଟରେ ନିଜକୁ ସମର୍ପିତ କରିଦେଇଥିଲେ । ସେଥିପାଇଁ ତାଙ୍କୁ ଚାମର ସେବାର ଅଧିକାର ମିଳିଥିଲା । ତାଙ୍କ ଇଚ୍ଛାନୁସାରେ ମହାପ୍ରଭୁ ତାଙ୍କୁ ବାହୁଡ଼ା ଦଶମୀରେ…

ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲାସ୍ତରୀୟ ବୈଷୟିକ ଟାକ୍ସଫୋର୍ସ ବୈଠକ

କେନ୍ଦ୍ରାପଡା, ୧୯/୭: କେନ୍ଦ୍ରାପଡା ଜିଲ୍ଲାକୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗମୁକ୍ତ କରିବା ଆମର ଲକ୍ଷ୍ୟ ବୋଲି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ମତବ୍ୟକ୍ତ କରିଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍‌ଭାବନା ସଭାଗୃହରେ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ…

ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ସ୍ୱଚ୍ଛ ସାଥୀଙ୍କ ଦରମା ବୃଦ୍ଧି ପାଇଁ ଦାବୀପତ୍ର

ପଟ୍ଟାମୁଣ୍ଡାଇ ତା ୧୯/୯-ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଂଚଳରେ ସ୍ୱଚ୍ଛଭାରତ ଅଭିଯାନକୁ ସଫଳ କରିବା ସହିତ ପୌର ପରିଷଦକୁ ସ୍ଵଛ ନିର୍ମଳ ଓ ସରସ ସୁନ୍ଦର କରି ଗଢି ତୋଳିବା ପୌର ପରିଷଦ ପକ୍ଷରୁ ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପରଭାଇଜର ନିଯୁକ୍ତି…

ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୦ତମ ଜୟନ୍ତୀରେ ବିଶିଷ୍ଠ ବ୍ୟକ୍ତିଙ୍କ ମନ୍ତବ୍ୟ

ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଗଲେ ଆନନ୍ଦ ଜେନାଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ କେନ୍ଦ୍ରାପଡ଼ା,୧୮ା୭: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୦ତମ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ…

ବାହୁଡା ଯାତ୍ରାରେ ଭଜନ ଓ ନୃତ୍ୟ ସମାରୋହ

କେନ୍ଦ୍ରାପଡା, ୧୮/୭: ତୁଳସୀ କ୍ଷେତ୍ରାଧିଶ ଶ୍ରୀ ସିଦ୍ଧବଳବେଜୀଉଙ୍କ ପବିତ୍ର ବାହୁଡା ଯାତ୍ରା ସନ୍ଧ୍ୟାରେ ମନ୍ଦିର ସନ୍ନିକଟ ଦୋଳ ମଣ୍ଡପରେ ବାରୋସ୍ଥିତ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ସଂସ୍କୃତି…

ବାହୁଡା ଯାତ୍ରାରେ ଜଳଛତ୍ର ଓ ଅନ୍ନପ୍ରସାଦ ବିତରଣ ଉତ୍ସବ

କେନ୍ଦ୍ରାପଡ଼ା, ୧୮ା୭: କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ତରଫରୁ କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଇଚ୍ଛାପୁରସ୍ଥିତ ବଡଦାଣ୍ଡରେ ଦୁଇଦିନ ଧରି ଜଳଛତ୍ର ଓ ଅନ୍ନପ୍ରସାଦ ବିତରଣ ଅନୁଷ୍ଠିତ ହୋଇଯାଇଛି…

ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ , ସମସ୍ତ ସରକାରୀ ଯୋଜନା ସଫଳ ରୂପାୟନ ଓ ମୌଳିକ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ପଟ୍ଟାମୁଣ୍ଡାଇ ୧୮/୭ – ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ପୌରାଧକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ସହ ସମସ୍ତ ମୌଳିକ…