ଦରଦାମ ବୃଦ୍ଧି ନିୟନ୍ତ୍ରଣ ଓ ମାଦକଦ୍ରବ୍ୟ ନିଷିଦ୍ଧ ଦାବିରେ ବିଧାନସଭା ସମ୍ମୁଖରେ ଏସୟୁସିଆଇ(କମ୍ୟୁନିଷ୍ଟ)ର ଗଣବିକ୍ଷୋଭ

କେନ୍ଦ୍ରାପଡ଼ା, ୨୪ା୭: ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଆଜି ରାଜ୍ୟରେ ନୂତନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭରେ ସାଧାରଣ ମଣିଷର ଜୀବନ ଜୀବିକାର କେତେକ ମୌଳିକ ଦାବି ପୁରଣ ତଥା ଜ୍ୱଳନ୍ତ ସମସ୍ୟା ସମାଧାନ ଦାବିରେ ରାଜ୍ୟ ବିଧାନସଭା…

କିଡ଼ନୀ ବ୍ୟାଧିଗ୍ରସ୍ତ କବି ମନୋଜଙ୍କୁ ସହାୟତାର ହାତ ବଢ଼ାଇଲା କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ

କେନ୍ଦ୍ରାପଡା, ୨୪/୭: କେନ୍ଦ୍ରାପଡ଼ା ସହର ଉପକଣ୍ଠ ଆଳିଜଙ୍ଗା ଗ୍ରାମର କିଡ଼ନୀ ବ୍ୟାଧିଗ୍ରସ୍ତ କବି ମନୋଜ ଦାସଙ୍କୁ ସହାୟତାର ହାତ ବଢ଼ାଇଛି କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜେର୍ସ(କେମ) ସଂଗଠନ । କାବ୍ୟ ସାହିତ୍ୟରେ ବିଭିନ୍ନ ଅନୁଷ୍ଠାନରୁ ପୁରସ୍କୃତ ଶ୍ରୀ ଦାସ ଗତ କିଛିମାସ ଧରି…

ସହର ଜଳଖିଆ ଦୋକାନ ଉପରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ: ଖାଦ୍ୟର ମାନ ଯାଂଚ କଲେ ଅଧିକାରୀ

ପଟ୍ଟାମୁଣ୍ଡାଇ ୨୫/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ବଜାରରେ ଥିବା ଜଳଖିଆ ଦୋକାନ ଉପରେ ବୁଧବାର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ପକ୍ଷରୁ ଚଢାଉ କରାଯାଇ ଖାଦ୍ୟର ମାନ ଯାଂଚ କରାଯାଇଛି । କିଲା ସ୍ୱାସ୍ଥ୍ୟ ସମିତି ନିର୍ଦ୍ଦେଶକ୍ରମେ ଖାଦ୍ୟ…

ରାସ୍ତା କାମରେ ଅନିୟମିତତା ଅଭିଯୋଗ : ନିର୍ମାଣର ୨ ମାସ ପୂରିନି ରାସ୍ତା ଫାଟି ଆଁ

ପଟ୍ଟାମୁଣ୍ଡାଇ ୨୪/୭ ସରକାର ଗ୍ରାଂଚଳର ଲୋକଙ୍କ ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ପ୍ରତ୍ୟେକ ବର୍ଷ ପଂଚାୟତ ସମିତି ଅଧିନରେ ବିପୁଳ ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି । ହେଲେ କେତେଜଣ ଅସାଧୁ କର୍ମଚାରୀ,…

ବଜେଟ୍‌କୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ , କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ । ଭାଜପା ନିଜ ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦେଇଥିଲା –

ଭୁବନେଶ୍ୱର,୨୩ ।୭: କେନ୍ଦ୍ର ସରକାର ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବା ବେଳେ ପ୍ରଥମଥର ପାଇଁ କେନ୍ଦ୍ରର ଭାଜପା ସରକାରକୁ ଟାର୍ଗେଟ କରିଛନ୍ତି ଓଡିଶାର ପୂର୍ବତନ…