ଭିଜିଲାନ୍ସ ମାମଲା ଥାଇ ଶିକ୍ଷକ ପାଇଛନ୍ତି ପଦୋନ୍ନତି, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଶିକ୍ଷାବିତ୍

କେନ୍ଦ୍ରାପଡ଼ା,୨୮ା୭: ଭିଜିଲାନ୍ସ ମାମଲାକୁ ଚପାଇ ଦେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ପୂର୍ବରୁ କାର୍ଯ୍ୟ କରୁଥିବା ଜନୈକ ଶିକ୍ଷକ ଗୋଟିଏ ପରେ ଗୋଟିଏ ପଦୋନ୍ନତି ନେଇ ଏବେ ବ୍ଲକ ଶିକ୍ଷାଧିକାରୀ ହୋଇଛନ୍ତି । ଏ ନେଇ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଜଲ୍ଲାପାଳଙ୍କ ନିକଟରେ ଅଭିଯୋଗ…

କ୍ୟାନ୍ସର ପିଡୀତା ମହିଳାଙ୍କୁ ସହାୟତା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଭାଜପା ସଭାପତି ସ୍ୱାଗତ କୁମାର ଦାଶଙ୍କ ତତ୍ୱାବଧାନରେ କର୍ମକର୍ତାମାନେ ସ୍ଥାନୀୟ ଗୋପ୍ତିରା ଗ୍ରାମର ଦିନ ଦରିଦ୍ର କ୍ୟାନ୍ସର ପିଡୀତା ମହିଳା ସରସ୍ୱତୀ ବାୟୀଙ୍କୁ ସହାୟତା ଯୋଗାଇ ବା ସହ ଅଧିକ ସହାୟତା ପାଇଁ…

ମଦନପୁର ମହାବୀର ହାଇସ୍କୁଲରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

  କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ପଂଚାୟତ ମଦନପୁର ମହାବୀର ହାଇସ୍କୁଲ ଠାରେ ୧୯୭୯ ବ୍ୟାଚ ପୂରାତନ ଛାତ୍ର ଓ ଭୁବନେଶ୍ୱର ନାରାୟଣୀ ଆଇ ହସ୍ପିଟାଲର ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଚକ୍ଷୁରୋଗ ବିଶେଷଜ୍ଞ…