
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଭାଜପା ସଭାପତି ସ୍ୱାଗତ କୁମାର ଦାଶଙ୍କ ତତ୍ୱାବଧାନରେ କର୍ମକର୍ତାମାନେ ସ୍ଥାନୀୟ ଗୋପ୍ତିରା ଗ୍ରାମର ଦିନ ଦରିଦ୍ର କ୍ୟାନ୍ସର ପିଡୀତା ମହିଳା ସରସ୍ୱତୀ ବାୟୀଙ୍କୁ ସହାୟତା ଯୋଗାଇ ବା ସହ ଅଧିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବେ ବୋଲି କହିଥିଲେ । ତାଙ୍କ ସହିତ ବରିଷ୍ଠ ନେତା ସୋମନାଥ ସତପଥୀ, ଶୁଭେନ୍ଦୁ ଦାଶ, ରାକେଶ ନାୟକ, ପ୍ରସନ୍ନ ମହାକୁଡ, କୃଷ୍ଣଚନ୍ଦ୍ର କର ପ୍ରମୁଖ ଉପସ୍ଥିତ ରହି ଆର୍ôଥକ ସହାୟତା ଯୋଗାଇ ଦେଇଥିବା ଜଣାଯାଇଛି । ପଂଚାୟତ ଭାଜପାର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।












Great work
Thanks