କେନ୍ଦ୍ରାପଡା ୨/୮ – ପରିସଂଖ୍ୟାନରୁ ଜଣାଯାଏ ଓଡ଼ିଶାରେ ଉଚ୍ଚଶିକ୍ଷାରେ ଭିନ୍ନକ୍ଷମ ଛାତ୍ରୀଙ୍କ ସ୍ଥିତି ସାଧାରଣ ଛାତ୍ରୀଙ୍କ ତୁଳନାରେ ନୈରାଶ୍ୟଜନକ ଅଟେ । କେବଳ ଶିକ୍ଷା ମାଧ୍ୟମରେ ତଥା ପ୍ରଦତ୍ତ ସୁବିଧା ଓ ସଂରକ୍ଷଣ ଦ୍ୱାରା ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସଶକ୍ତ କରାଯାଇ ପାରିବ ସତ ଏଥି ସହତ ବର୍ହି ପ୍ରୋତ୍ସାହନର ମଧ୍ୟ ଆବଶ୍ୟକତା ରହିଛି ।କେନ୍ଦ୍ରାପଡ଼ା ଜିଲ୍ଲାରେ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ୍, ଯୁକ୍ତ ଦୁଇ ଏବଂ ସ୍ନାତକ ବର୍ଗରେ […]
Day: 2 August 2024
କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଗଢି ଉଠିଥିବା ବେଆଇନ ଲାବୋରେଟୋରୀ ଓ ପାଥୋଲ୍ୟାବ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମିରଂଜନ ମହାନ୍ତିଙ୍କ ନେତୃତ୍ୱରେ ତହସିଲଦାର ଅଜୟକୁମାର ମହାନ୍ତି, ସବଇନ୍ସିପେକ୍ଟର ସୈାମ୍ୟରଂଜନ ଜାଲି ପ୍ରମୁଖ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଲାବୋରେଟୋରୀ ଓ ପାଥୋଲ୍ୟାବ ଉପରେ ଚଢାଉ କରି କାଗଜପତ୍ର ଯାଂଚ କରିଥିଲେ । ସମସ୍ତ ଲାବୋରେଟୋରୀ ଓ ପାଥୋଲ୍ୟାବ ମଧ୍ୟରୁ ଗୋଟିଏ […]
ଭୁବନେଶ୍ୱର,୧ା୮: ଖୋଲିବ ସମବାୟ ଦୁର୍ନୀତି ପେଡି! ବନ୍ଧା ହେବେ ଅଧିକାରୀ! ସରକାରୀ ତହବିଲକୁ ଫେରିବ ଆତ୍ମସାତ ହୋଇଥିବା ଟଙ୍କା! ବୁଧବାର ବିଧାନସଭାରେ ଆସିଛି ଆଖିତରାଟି ଦେଲା ଭଳି ତଥ୍ୟ । ମିଳିଥିବା ସୂଚନା ଅନୁସାରେ ସମବାୟ ବ୍ୟାଙ୍କ ଗୁଡିକରେ ହୋଇଛି ୨୦୦ କୋଟିରୁ ଅଧିକ ଦୁର୍ନୀତି । ତଥ୍ୟ କହୁଛି, ରାଜ୍ୟରେ ମୋଟ ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଛି ୧୪୭ କୋଟି ଟଙ୍କାର ଦୁର୍ନୀତି । କିନ୍ତୁ ଆଶ୍ଚର୍ଯ୍ୟର […]










