ଡେପୁଟେସନ୍ ଆଦେଶ ବାତିଲ କଲେ ଡିଇଓ ,୧୫ ସ୍କୁଲରେ ପଡିଲା ତାଲା

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ ଅଧିନରେ ଥିବା ୧୫ଟି ବିଦ୍ୟାଳୟର ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶନାମା ଓ ମନମାନୀକୁ ବିରୋଧ କରି ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।…

ଭିତରକନିକା ସଂରକ୍ଷଣ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା ଜିଲା ରାଜନଗର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିନିକିଆ ଭିତରକନିକା ସଂରକ୍ଷଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଚିଲିକା ଉନ୍ନୟନ କର୍ତୁପକ୍ଷଙ୍କ ଆନୁକୂଲ୍ୟରେ ଓ ଜିଆଇଜେଡ ସହାୟତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ବନଖଣ୍ଡ ଅଧିକାରୀ ସୁଦର୍ଶନଗୋପୀନାଥ ଯାଦବ…

ପୋଖରୀ ନିକଟରୁ କୁମ୍ଭୀରକୁ ଉଦ୍ଧାର କଲା ବନବିଭାଗ

କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ବାରହାପୁର ଗ୍ରାମର କଳ୍ପତରୁ ଖଣ୍ଡୁଆଳଙ୍କ ପୋଖରୀରେ କୁମ୍ଭୀର ପଶିଥିବା ଖବର ପାଇ ବନବିଭାଗର ଏକ ଦଳ ଜାଲ ସାହାଯ୍ୟରେ କୁମ୍ଭୀରଟିକୁ ଖୋଜାଯାଇଥିଲା । କୁମ୍ଭୀରଟି ପୋଖରୀ ନିକଟରେ ଥିବା ନାଳରୁ ଧରା ପଡିଥିଲା । ଚାରିଫୁଟ…

ଦିନଦ୍ୱିପହରରେ ଭୂଜାଲିରେ ହାଣି ୯ଲକ୍ଷ ଲୁଟ

କେନ୍ଦ୍ରାପଡ଼ା,୨ା୮: ଏକ ଆଳୁଗୋଦାମର ମ୍ୟାନେଜରଙ୍କୁ ସ୍ପଷ୍ଟ ଦିବାଲୋକରେ ଭୂଜାଲିରେ ହାଣି ତାଙ୍କ ପାଖରୁ ୯ଲକ୍ଷ ଟଙ୍କା ଲୁଟି ନେଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଦୈତାରୀ – ପାରାଦୀପ ଜାତୀୟ ରାଜପଥର ଏକ ଢାବା ନିକଟସ୍ଥ ରାସ୍ତା ଉପରେ…

କର୍ମକ୍ଷେତ୍ରରେ ଯୈାନ ଉତ୍ପୀଡ଼ନର ନିରାକରଣ ପାଇଁ ଦିନିକିଆ ପ୍ରଶିକ୍ଷଣ

କେନ୍ଦ୍ରାପଡ଼ା,୨ା୮: କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନର ପୂର୍ଣ୍ଣ ଉପଯୋଗ ଏବଂ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନର ନିରାକରଣ ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ଦିନିକିଆ ପ୍ରଶିକ୍ଷଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ…

ବିଦ୍ୟାଳୟ ମରାମତି କାମରେ ଲକ୍ଷାଧିକ ଟଙ୍କାର ହରିଲୁଟ ଅଭିଯୋଗ

କେନ୍ଦ୍ରାପଡ଼ା,୨ା୮: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଭରତପୁର ପ୍ରାଥମିକ ବିଦ୍ୟାଳୟ ମରାମତିରେ ମହାଦୁର୍ନୀତି ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଭରତପୁର ପ୍ରାଥମିକ ବିଦ୍ୟାଳୟ ମରାମତି ପାଇଁ ଗତ ୭.୭. ୨୦୨୩ରିଖରେ କେନ୍ଦ୍ରାପଡା ବ୍ଲକର…

ବଜ୍ରମହାକାଳୀ ସାନମାଣତିଆ ପଞ୍ଚାୟତ ହାଇସ୍କୁଲ ପ୍ରଧାନଶିକ୍ଷକ ଓ ବଡବାବୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା,୨/୮: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣତିଆ ପଞ୍ଚାୟତ ହାଇସ୍କୁଲ ଜରିଆବାଡର ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ ଓ କାର୍ଯ୍ୟାଳୟ ବଡବାବୁ ପରୀକ୍ଷିତ ସାମଲଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି…