କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର କଳିଙ୍ଗ ଟିଭି ଖବରଦାତା ପ୍ରଦୋଷ ବିଶ୍ୱାଳଙ୍କ ମାତା ପୁଷ୍ପଲତା ନାୟକଙ୍କ କେନ୍ଦ୍ରାପଡ଼ା ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା । ଜଣେ ଶିକ୍ଷୟତ୍ରୀ ଭାବେ କର୍ମମୟ ଜୀବନ ଆରମ୍ଭ…
Day: 6 August 2024
ଡେପୁଟେସନ ବାତିଲ ନିର୍ଦ୍ଦେଶ ସ୍ଥଗିତ ପରେ ବିଇଓଙ୍କ ବିଭିନ୍ନ ସ୍କୁଲ ପରିଦର୍ଶନ
କେନ୍ଦ୍ରାପଡା,୬/୮-ପଟ୍ଟାମୁଣ୍ଡାଇ ବ୍ଳକର ୬୬ ପ୍ରାଥମିକ ଶିକ୍ଷକଙ୍କର ଡେପୁଟେସନ ବାତିଲ ନିର୍ଦ୍ଦେଶ ସ୍ଥଗିତ ହେବା ପରେ ପଟ୍ଟାମୁଣ୍ଡାଇ ମଣ୍ଡଳ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସ୍ୱଭାବିକ ହୋଇଥିବା ବେଳେ ଆଜି ବ୍ଳକ ଶିକ୍ଷା ଅଧିକାରୀ ହରିହର ଦଳାଇ କେସି ରାଜଭଟ୍ଟ ନୋଡାଲ ଉଚ୍ଚ ବିଦ୍ୟାଳୟ,…
ଶିକ୍ଷାନୁଷ୍ଠାନରେ ଇଟା-ବାଲି-ସିମେଂଟ-ଲୁହାଛଡ଼ ତିଆରି କଂକ୍ରିଟ କୋଠରି କରିଦେଲେ ଗୁଣାତ୍ମକ ଶିକ୍ଷାର ବିକାଶ ହୁଏନାହିଁ
(ଡାଃ ରଶ୍ମିତା ସେଠୀ) ଖାଦ୍ୟ ବସ୍ତ୍ର ବାସଗୃହ ପରେ ଶିକ୍ଷା ହେଇଛି ମନୁଷ୍ୟର ଚତୁର୍ଥ ମୌଳିକ ଆବଶ୍ୟକତା । ଶିକ୍ଷା ସମାଜର ମାନଦଣ୍ଡ । ସମାଜକୁ ଉନ୍ନତ, ମହତ ଓ ପ୍ରଗତିଶୀଳ କରିବାରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।…
ଗାନ୍ଧୀ ପଦଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, ୫ା୮: ଗାନ୍ଧୀ ପଦଯାତ୍ରା କମିଟି,କେନ୍ଦ୍ରାପଡା ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଉପଲକ୍ଷେ ଆସନ୍ତା ନଅ ତାରିଖ ଦିନ ସ୍ଥାନୀୟ ତିନିମୁହାଣୀ ସ୍ଥିତ ଗାନ୍ଧୀ ପଦଯାତ୍ରା ସ୍ମାରକୀ ଠାରେ ସକାଳ ନଅ ଘଟିକରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଅପରାହ୍ନ…
ବଜ୍ରମହାକାଳୀ ସାନମାଣତିଆ ପଞ୍ଚାୟତ ହାଇସ୍କୁଲରେ ଚାରାରୋପଣ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୫/୮: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣତିଆ ପଞ୍ଚାୟତସ୍ଥିତ ଜରିଆବାଡ ବଜ୍ରମହାକାଳୀ ପଞ୍ଚାୟତ ହାଇସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଚାରାରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସଭାପତି ସମାଜସେବୀ ଗଣେଶ୍ୱର ସାମଲ, ପ୍ରଧାନ ଶିକ୍ଷକ ବିଜୟ…
କେନ୍ଦ୍ରାପଡା କଲେଜର ଦର୍ଶନଶାସ୍ତ୍ର ବିଭାଗ ଛାତ୍ରୀ ପିଜି ପ୍ରବେଶିକା ପରୀକ୍ଷାରେ ରାଜ୍ୟରେ ୧୦ମ ସ୍ଥାନରେ
କେନ୍ଦ୍ରାପଡ଼ା, ୫ା୮: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗରୁ ଚଳିତ ବର୍ଷ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଶୁଭଶ୍ରୀ ଶସ୍ମିତା ସ୍ୱାଇଁ ସ୍ନାତ୍ତୋକୋତ୍ତର(ପିଜି) ଶ୍ରେଣୀରେ ଅଧ୍ୟୟନ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇଥିଲେ । ସୁଶ୍ରୀ ସ୍ୱାଇଁ ପିଜି ପ୍ରବେଶିକା ପରୀକ୍ଷାରେ ସାରା…
ସଂସ୍କୃତ ଦିବସ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା , ୫/୭: କେନ୍ଦ୍ରାପଡ଼ା ଜିଲ୍ଲା ତରାଣ୍ଡୋ ଉଚ୍ଚ ବିଦ୍ୟାଳୟଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, କେନ୍ଦ୍ରାପଡ଼ା ଶାଖାର ସଂସ୍କୃତ ଦିବସ ପ୍ରସ୍ତୁତି ବୈଠକ ସଂଘର ସଭାପତି ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ପାଦକ…
ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତୁରନ୍ତ ବିଦ୍ୟାଳୟରୁ ବଦଳି ନିମନ୍ତେ ଦାବିପତ୍ର
କେନ୍ଦ୍ରାପଡ଼ା, ୫/୮: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଲୟର ଚତୁର୍ଥ ଶ୍ରେଣୀର ଜଣେ କର୍ମଚାରୀଙ୍କ ମନମୁଖି କାର୍ଯ୍ୟକଳାପ ବିରୋଧରେ ପୁରାତନ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ଏହି ଦବଙ୍ଗଗିରୀ କର୍ମଚାରୀକୁ ସରକାରୀ ଉଚ୍ଚ ବିଦ୍ୟାଳୟରୁ ବଦଳି ନିମନ୍ତେ ଦାବି…
କେନ୍ଦ୍ରାପଡ଼ାରେ ମିଳିତ ଅଭିଯୋଗ ଶୁଣାଣି ଶିବିର
କେନ୍ଦ୍ରାପଡ଼ା, ୫ା୮: କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ୍ହଲ୍ଠାରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ…










