କଳିଙ୍ଗ ନବ ଦିଗନ୍ତ ସଂଗଠନ ପକ୍ଷରୁ କିଡନୀ ପିଡିତ , ଅଗ୍ନିବିପର୍ଣ୍ଣ ପରିବାରଙ୍କୁ ସହାୟତା

ସ୍ଵାଧିନତା ଦିବସ ପାଳନ ଅବସରରେ କଳିଙ୍ଗ ନବ ଦିଗନ୍ତ ସାମାଜିକ ସଂଗଠନ ପକ୍ଷରୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମପଂଚାୟତ ଅଢାଖଣ୍ଡ ମଠସାହି ଗ୍ରାମର କିଡନୀ ପିଡିତ କୃତିବାସ ସାହୁଙ୍କୁ ୧୦ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନକରିବା…

ଭାଜପାରେ କର୍ମୀଙ୍କ ମଧ୍ୟରେ କୁହୁଳୁ ଥିବା ଗୋଷ୍ଠୀ ବିବାଦ

କେନ୍ଦ୍ରାପଡା,ପଟ୍ଟାମୁଣ୍ଡାଇ ଭାଜପାରେ ଦୀର୍ଘଦିନ ହେଲା କୁହୁଳୁ ଥିବା ଗୋଷ୍ଠୀ ବିବାଦ ଗୁରୁବାର ଅପରାହ୍ନରେ ସାଂଘାତିକ ରୂପ ନେଇଛି। ହରଘର ତ୍ରିରଙ୍ଗା ରେଡଶୋ ଚାଲିଥିବା ବେଳେ ମଣ୍ଡଳ ଭାଜପା ସଭାପତିଙ୍କୁ ପ୍ରବଳ ମାଡ ହୋଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି…

ଭିଜିଲାନ୍ସ ହାତରେ କୋଟିପତି ଯୋଗାଣ ଅଧିକାରୀ

କେନ୍ଦ୍ରାପଡ଼ା,୧୬ା୮:କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା କୋଟିପତି ସହକାରୀ ଯୋଗାଣ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡିଛନ୍ତି। ତାଙ୍କର କେନ୍ଦ୍ରାପଡ଼ା, କଟକ ଓ ଭୁବନେଶ୍ୱର ପ୍ରଭୃତି ୫ଟି ସ୍ଥାନରେ ଥିବା ସ୍ଥାବର ଓ ଅସ୍ଥାବର…

ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡା,୧୬ା୮: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ସ୍ଥାନୀୟ ଆନନ୍ଦ ମାର୍ଗରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।…

ବିଜେଡି ବର୍ଷିୟାନ ନେତା ବୃନ୍ଦାବନ ମିଶ୍ରଙ୍କ ଦେହାନ୍ତ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା  ଅନ୍ତର୍ଗତ ଚନ୍ଦନପୁର ଗ୍ରାମପଞ୍ଚାୟତର ତମାଳ ଶାସନ ଗ୍ରାମର ବିଜୁ ଜନତା ଦଳର ବର୍ଷିୟାନ ନେତା ବୃନ୍ଦାବନ ମିଶ୍ରଙ୍କର ୯୨ବର୍ଷରେ ଦେହାନ୍ତ ହୋଇଯାଇଛି। ସେ ଶ୍ରୀଦଧିବାମନଜୀଉଙ୍କ ପୂଜକ, ଚନ୍ଦନପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜଣେ ପରୋପକାରୀ…

ଅପହରଣ କରି ମାଡମାରି ନଦୀକୁ ଠେଲି ଦେଇଥିବା ଯୁବକର ମୃତ ଦେହ ଉଦ୍ଧାର

କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ବିରୁପା ନଦୀର ଇନ୍ଦୁପୁର ଘାଟରେ ଜଣେ ଯୁବକକୁ ମାଡ ମାରି ର୍ଫିଙ୍ଗି ଦେଇଥିବା ନିଖୋଜ ଯୁବକଙ୍କ ମୃତଦେହ ପଟ୍ଟାମୁଣ୍ଡାଇ ଜଗନ୍ନାଥପୁର ବ୍ରାହ୍ମଣୀ ନଦୀ ଘାଟରେ ଗୁରୁବାର ଅପରାହ୍ନରେ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କ ହେଲେ…

ଏମିତି ବି ଆସେ ମୁତ୍ୟୁ ,ଅଗ୍ନିକାଣ୍ଡ ଘଟି ଚାଲିଗଲା ଦୁଇ ଶିଶୁଙ୍କ ଜୀବନାଶ୍ୟ

ଏମିତି ବି ଆସେ ମୁତ୍ୟୁ । କେହି କିଛି ଜାଣିବା ଆଗରୁ ନିମିଷକେ ଝଡିଗଲା ଦୁଇ କୋମଳ ଶିଶୁଙ୍କ ଜୀବନ । କାନ୍ଦି କାନ୍ଦି ମା’ବାପ ସହିପଡିସାଙ୍କ ଆଖିରୁ ଲୁହ ଶୁଖୁନାହିଁ । ମାତ୍ର କିଛି ସମୟ ତଳେ ଏପରି ଏକ…

ପଟ୍ଟାମୁଣ୍ଡାଇ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ୟାରେଡ ପଡିଆ ଠାରେ ଗୁରୁବାର ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜନଗର…