
ପଟ୍ଟାମୁଣ୍ଡାଇ ୧୭/୮ -ଭାଜପା କେନ୍ଦ୍ରାପଡା ଲୋକସଭା ସଦସ୍ୟ ବୈଜୟନ୍ତ ପଣ୍ଡାଙ୍କୁ ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ମିଳିଛି । ଏମ୍ପି ବୈଜୟନ୍ତଙ୍କ ଉପରେ ଆସ୍ଥା ପ୍ରକଟ କରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୁରୁ ଦାୟିତ୍ୱ ଦେଇଛନ୍ତି । ବୈଜୟନ୍ତଙ୍କୁ ଏହି ଦାୟିତ୍ୱ ମିଳିବା ପରେ ପଟ୍ଟାମୁଣ୍ଡାଇ ଭାଜାପା ପକ୍ଷରୁ ନଗର ପ୍ରଭାରୀ ଶୁଶିଲ ପରିଡା, ଗିରିଜା ଶଙ୍କର ସାମଲ,ଜିଲା ଭାଜପା ସଂପାଦକ ଚନ୍ଦନ ପାତ୍ର, ଭାରତ ଭୂଷଣ ଦାଶ, ପରେଶ ସାହୁ ପ୍ରମୁଖ ଶୁଭେଛା ଜଣାଇଛନ୍ତି ।











