ପୁନର୍ବାସ ପକ୍ଷରୁ ମେଗା ଫିଜିଓଥେରାପି ଶିବିର

କେନ୍ଦ୍ରାପଡ଼ା,୮ା୯:ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ପୁନର୍ବାସ ଏବଂ ନିରତାର, ଓଲଟପୁରର ସ୍ନାତକୋର ଫିଜିଓଥେରାପି ବିଭାଗର ସହଯୋଗରେ ଏକ ମେଗା ଫିଜିଓଥେରାପି ଶିବିର ସହରର ମାଧପୁରସ୍ଥିତ ଅମର ଉଦ୍ୟାନରେ ଅନୁଷ୍ଠିତ ହୋଇ ଯାଇଛି। ଫିଜିଓଥେରାପି ଆମର ପରିବର୍ତ୍ତିତ ଜୀବନଶୈଳୀଗତ ଅଭ୍ୟାସରୁ ଉତ୍ପନ୍ନ ପୀଡାଠାରୁ…

ତୁଳସୀକ୍ଷେତ୍ର ପଣ୍ଡିତ ସଭା ଓ ଅଂଚଳିକ ପରିବେଶ ସଚେତନ ପରିଷଦ ପକ୍ଷରୁ ତାଳ ମଞ୍ଜି ରୋପଣ

କେନ୍ଦ୍ରାପଡ଼ା, ୮ା୯: ତୁଳସୀକ୍ଷେତ୍ର ପଣ୍ଡିତ ସଭା ଓ ଦେପୁର ଆଂଚଳିକ ପରିବେଶ ସଚେତନ ପରିଷଦର ମିଳିତ ଆନୁକୁଲ୍ୟରେ ତାଳ ମଞ୍ଜି ରୋପଣ କରାଯାଇଛି। ଦେପୁର ସରସ୍ୱତୀ ଉଚ୍ଚବିଦ୍ୟାଳୟ ଠାରୁ ବରୁଣେଇ ଠାକୁରାଣୀ ପର୍ଯ୍ୟନ୍ତ ପ୍ରାୟ ୨ କି.ମି. ରାସ୍ତାର ଉଭୟ ପାଶ୍ୱର୍ରେ…

ଆଶ୍ରମରେ ଶିବାନନ୍ଦଙ୍କ ଜୟନ୍ତୀ ଉତ୍ସବ

କେନ୍ଦ୍ରାପଡ଼ା,୮ା୯: ବିଶ୍ୱ ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସଦ୍‌ଗୁରୁ ଦେବ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ୧୩୭ତମ ଜନ୍ମଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ପ୍ରଭାତରୁ ନଗର ପରିକ୍ରମା, ସଂକୀର୍ତ୍ତନ, ଦିବ୍ୟ ଶ୍ରୀବଳଦେବଜୀଉ ଏବଂ…

ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବୁଲିଲା ସଚେତନତା ଗାଡି

କେନ୍ଦ୍ରାପଡ଼ା,୮ା୯: କେନ୍ଦ୍ରାପଡ଼ା ଜିଲ୍ଲାରେ ବାର୍ଡର୍ ଫ୍ଲୁ ହୋଇଥିବା ଶନିବାର ରାତିରେ ସ୍ପଷ୍ଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସଚେତନତା ଗାଡି ବୁଲିଛି। ଏହି ଗାଡି କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ବ୍ଲକ ସମେତ କେନ୍ଦ୍ରାପଡ଼ା ପୌରାଞ୍ଚଳରେ କୁକୁଡ଼ା ମାଂସ ବିକ୍ରି,…