ଚିତ୍ରଗୁପ୍ତଙ୍କ ପୂଜା ଅନୁଷ୍ଠିତ

କେନ୍ଦ୍ରାପଡା ୩/୧୧- କେନ୍ଦ୍ରାପଡା ଜିଲା କରଣ ସମାଜ ପକ୍ଷରୁ କୁଳଗୁରୁ ଭଗବାନ ଚିତ୍ରଗୁପ୍ତଙ୍କ ପୂଜା ସ୍ଥାନୀୟ ପାହାଡପୁର ମଠରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୈଳାସ ଚନ୍ଦ୍ର ମହାନ୍ତିଙ୍କ ପୌରୋହିତ୍ୟରେ ଅୟୋଜିତ ପୂଜାରେ ଭଗବାନ ଚିତ୍ରଗୁପ୍ତଙ୍କ ଆବାହନ କରାଯିବା ସହ ହୋମ,…

ଜୀବନ ପ୍ରମାଣପତ୍ର ଦାଖଲକାରୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୩ା୧୧- ଜୀବନ ପ୍ରମାଣ ପତ୍ର ଦାଖଲ କରିବାକୁ ଆସିଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ସ୍ଥାନୀୟ ଜିଲ୍ଲା କୋଷାଗାର କାର୍ଯ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ, ଅତିରିକ୍ତ କୋଷାଗାର ଅଧିକାରୀ, ପୂର୍ଣ୍ଣଚନ୍ଦ୍ର ସିଂ, ମୁଖ୍ୟ…

ଭଜନ ସମ୍ରାଟ ଭାବପୂର୍ଣ୍ଣ ସଙ୍ଗୀତରେ ସଭିଏଁ ,ବିଭୋର ଜନ୍ମଭୂମିରେ ଭିକାରୀ ବଳଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧୋତ୍ସବ

କେନ୍ଦ୍ରାପଡା, ୩ା୧୧: କେନ୍ଦ୍ରାପଡା ଜିଲ୍ଲାର ବାରୁଅସ୍ଥିତ ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ, ରେଡିଓ ଭାବଗ୍ରାହୀ ଏବଂ ଭିକାରୀ ବଳ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଭଜନ ସମ୍ରାଟ ଭିକାରୀ ବଳଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧୋତ୍ସବ ସଙ୍ଗୀତ ନିର୍ଦ୍ଦେଶକ ବିମଳ…

ଦୁଇ ଦିନିଆ ବୈଷ୍ଣବ ପରିଡା ମେମୋରିଆଲ ଜିଲ୍ଲାସ୍ତରୀୟ ଚେସ ଚମ୍ପିୟନସିପ୍ ଉଦ୍‌ଯାପିତ, ଲଭ୍ୟଜିତ ଚମ୍ପିୟାନ

କେନ୍ଦ୍ରାପଡ଼ା,୩ା୧୧: କେନ୍ଦ୍ରାପଡା ତୁଳସୀ ମହିଳା ମହାବିଦ୍ୟାଳୟରେ ଦୁଇ ଦିନିଆ ଡକ୍ଟର ବୈଷ୍ଣବ ପରିଡା ମେମୋରିଆଲ ଜିଲ୍ଲା ସ୍ତରୀୟ ଚେସ ଚମ୍ପିୟନସିପ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଡ. ସୌଭାଗ୍ୟ ପରିଡା…

ଅଗ୍ନିବିପନ୍ନଙ୍କୁ ସାଂସଦଙ୍କ ସହାୟତା ପ୍ରଦାନ

କେନ୍ଦ୍ରାପଡ଼ା,୩ା୧୧: କେନ୍ଦ୍ରାପଡ଼ା ବ୍ଲକ ଅଧିନ ଚକ୍ରୋଡା ଗ୍ରାମପଞ୍ଚାୟତର ନରିଲୋ ଗ୍ରାମର ତ୍ରୈଲୋକ୍ୟ ନାୟକଙ୍କ ଘର ସହିତ ଗୁହାଳ ଘର ଗତ ୩୧ ତାରିଖ ରାତିରେ ଆକସ୍ମିକ ଅଗ୍ନିକାଣ୍ଡରେ ସମ୍ପୂର୍ଣ ପୋଡି ଯାଇଥିଲା। ସେଥିରେ ତାଙ୍କର ୩ ଟି ଗାଇ ପୋଡିହୋଇ ମରିଯିବା…

ବଡ଼ପଡା ଶାଖା ଡାକ ଘରୁ ଚୋରୀ ଥାନାରେ ଏତଲା

ପଟ୍ଟାମୁଣ୍ଡାଇ ୩/୧୧-ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଡପଡା ଶାଖା ଡାକ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଛି ।ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଏତଲା ଦିଆଯାଇଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଛାନଭିନ ଆରମ୍ଭ କରିଛି ।…

ଜିଲ୍ଲା ଶିକ୍ଷା ଅମଲା ସଙ୍ଘର ଜିଲ୍ଲା ସ୍ତରୀୟ ବୈଠକ      

କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗ ଅମଲା ସଙ୍ଘ ପକ୍ଷରୁ ଏକ ଜିଲା ସ୍ତରୀୟ ବୈଠକ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାର ଶତାଧିକ ଅମଲା ଯୋଗଦେଇ ସେମାନଙ୍କର ବିଭିନ୍ନ ସମସ୍ୟା…

ପଟ୍ଟାମୁଣ୍ଡାଇ ବିଜେଡି ସଭ୍ୟ ସଂଗ୍ରହ ପ୍ରସ୍ତୁତି ବୈଠକ, ସଂଗଠନ ମଜବୁତ ପାଇଁ ସଭ୍ୟ ସଂଗ୍ରହ ଜୋରଦାର କର

ପଟ୍ଟାମୁଣ୍ଡାଇ ୩/୧୧- ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବା ପାଇଁ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ରାଜନଗର ବିଧାୟକ…

ବାଇକକୁ ଧକ୍କା ଦେଲା ଅଟୋ , ଜଣେ ମୃତ

ପଟ୍ଟାମୁଣ୍ଡାଇ ୩/୧୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ କଖାରୁଣୀ ଛକ ନିକଟରେ ରବିବାର ସଂନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଅଟୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…