ଖଣତାରେ ଗାନ୍ଧୀ ପ୍ରତିମୂର୍ତ୍ତି ଓ ସୁବିଧା ଗୃହ ଉଦଘାଟନ

ପଟ୍ଟାମୁଣ୍ଡାଇ ତା ୨୪/୧୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଣତା ପଂଚାୟତରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସୁବିଧା ଗୃହ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଖଣତା ସରପଞ୍ଚ ଅନିଲ ଲେଙ୍କାଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ରାଜନଗର…

ଧୋୟାଂଚଳ ବିକାଶ ମଂଚ କାର୍ଯ୍ୟକାରୀ କମିଟି ପୁନଃଗଠିତ

ପଟ୍ଟାମୁଣ୍ଡାଇ ୨୪/୧୧ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଳର ୭ଟି ପଂଚାୟତର ସାମଗ୍ରିକ ବିକାଶ ପାଇଁ ଗଠିତ “ଧୋୟାଂଚଳ ବିକାଶ ମଂଚର ଗୁରୁତ୍ୱପୂର୍ଣ୍ଣ ବୈଠକ ଦାଣ୍ଡିସାହି ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସମାଜସେବୀ ଧନେଶ୍ୱର ପ୍ରଧାନଙ୍କ ପୌରାହିତ୍ୟରେ ଆୟୋଜିତ ବୈଠକରେ…

ମାଇଁ ଏନ୍‌ସିସି ଆଲୁମିନି ଆସୋସିଏସନ ପକ୍ଷରୁ ଜିଲ୍ଲାସ୍ତରୀୟ ମେଗା ପ୍ରତିଯୋଗିତା

କେନ୍ଦ୍ରାପଡ଼ା, ୫ା୧୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ମାଇଁ ଏନ୍‌ସିସି ଆଲୁମିନି ଆସୋସିଏସନ ପକ୍ଷରୁ ମେଗା ପ୍ରତିଯୋଗିତା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ପ୍ରତିବର୍ଷ କେନ୍ଦ୍ରାପଡା ଜିଲ୍ଲାର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥାଏ ।…

ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ ଆଞ୍ଚଳିକ କମିଟି ବୈଠକ

କେନ୍ଦ୍ରାପଡ଼ା,୨୪ା୧୧: ଭାରତୀୟ ଷ୍ଟେଟବ୍ୟାଙ୍କର କେନ୍ଦ୍ରାପଡା ମୁଖ୍ୟଶାଖା ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ ଆଞ୍ଚଳିକ କମିଟିର ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପଙ୍କ ପୈାରହିତ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ…

ଓଷ୍ଟା ମେଧାବୃତ୍ତି ଅନ୍ୱେଷଣ ପରୀକ୍ଷା ୨୦୨୪-୨୫

କେନ୍ଦ୍ରାପଡ଼ା,୨୪ା୧୧: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଦ୍ୱାରା ଆୟୋଜିତ ଓଷ୍ଟା ମେଧାବୃତ୍ତି ଅନ୍ୱେଷଣ ପରୀକ୍ଷା(ଓଟିଏସ୍‌ଇ)୨୦୨୪-୨୫ ରବିବାର ୨୪ ନଭେମ୍ବର ଅନୁଷ୍ଠିତ ହୋଇଯାଇଛି । ଓଡିଶାର ୯୨ଟି ପରୀକ୍ଷା କେନ୍ଦ୍ରରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୯ହଜାର ୮ଶହ ୫ଜଣ ପରୀକ୍ଷାର୍ଥୀ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ବି ମାନୁ ନାହାନ୍ତି ଥାନା ଅଧିକାରୀ

କେନ୍ଦ୍ରାପଡ଼ା,୨୪ା୧୧: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ବି ମାନୁ ନାହାନ୍ତି ଆଳି ଥାନା ଅଧିକାରୀ। ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ବିଲିକଣା ଗ୍ରାମର ବ୍ରଜବନ୍ଧୁ ମହାରଣାଙ୍କ ପୁଅ ନିଶାମଣି ମହାରଣା…

କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର

କେନ୍ଦ୍ରାପଡ଼ା,୨୪ା୧୧: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ପୌରୋହିତ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମରେ ଆଜି ଅପରାହ୍ନ ୪ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ…

ଅବସରପ୍ରାପ୍ତ ଶିକ୍ଷକଙ୍କ ସେବା ନିବୃତ୍ତିକାଳୀନ ସମ୍ବର୍ଦ୍ଧନା ସମାରୋହ

କେନ୍ଦ୍ରାପଡ଼ା,୨୪ା୧୧: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡିସ୍ଥିତ ସିଦ୍ଧ ମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରବୀଣ ସଂସ୍କୃତ ଶିକ୍ଷକ ତଥା ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଭଗବାନ ସାହୁଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ସେବା ନିବୃତ୍ତିକାଳୀନ ସମ୍ବର୍ଦ୍ଧନା…

ଟ୍ରଷ୍ଟ ପକ୍ଷରୁ ମାଗୁରଗଣ୍ଡପାଟଣା ଆଦିବାସୀ ବସ୍ତିରେ ଶିତବସ୍ତ୍ର ବଣ୍ଟନ

କେନ୍ଦ୍ରାପଡ଼ା,୨୪ା୧୧: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚକ୍ରୋଡା ଗ୍ରାମପଞ୍ଚାୟତର ମାଗୁରଗଣ୍ଡପାଟଣା ଆଦିବାସୀବସ୍ତିରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ନିଜ ଜନ୍ମଭୂମି…

କେନ୍ଦ୍ରାପଡା ବାଲିଯାତ୍ରାର ଉଦ୍‌ଯାପନୀ ସନ୍ଧ୍ୟାରେ ‘ସୁରଝଙ୍କାର’ ଦର୍ଶକଙ୍କ ମନ ମୋହିଲା

କେନ୍ଦ୍ରାପଡ଼ା,୨୪ା୧୧: କେନ୍ଦ୍ରାପଡାର ଐତିହାସିକ ବାଲିଯାତ୍ରାର ଉଦ୍‌ଯାପନୀ ସନ୍ଧ୍ୟାରେ ସଙ୍ଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ କଟକର ‘ସୁରଝଙ୍କାର’ ମେଲୋଡି ଗ୍ରୁପ୍ ଦୀର୍ଘ ୩ ଘଣ୍ଟା ଧରି ଶ୍ରୋତାମାନଙ୍କୁ ବାନ୍ଧି ରଖି ଏକ ଅନନ୍ୟ ସ୍ଥାନ ଅଧିକାର କରିପାରିଛି । ଓଡିଶାର ବାଚସ୍ପତି ରାତ୍ର…

୭୦ବର୍ଷ ବୃଦ୍ଧଙ୍କ ଭତ୍ତା ଟଙ୍କା ଜମାବହିରୁ କାଟିନେଉଛି ବ୍ୟାଙ୍କ

କେନ୍ଦ୍ରାପଡ଼ା,୨୩ା୧୧: ଜମାବହିରୁ ଭତ୍ତା ଟଙ୍କା ବ୍ୟାଙ୍କ କାଟି ନେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ୭୦ବର୍ଷର ବୃଦ୍ଧ ଶ୍ରୀଧର ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ ସେ ଜଣେ ଦିନମଜୁରିଆ ହୋଇଥିବା ବେଳେ…