ପଟ୍ଟାମୁଣ୍ଡାଇ ତା ୨୭/୧୧ କଳ୍ପତରୁ ନାୟକ-ପଟ୍ଟାମୁଣ୍ଡାଇ ଡ଼ ଭୀମରାଓ ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏଇ ଅବସରରେ ବାଇପାସ ଛକ ଠାରେ ଥିବା ଡ଼ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସଂସଦ ସଭାପତି ଦଳିତ ନେତା ବାରେଣୀ ସେଠୀଙ୍କ ପୌରହିତ୍ୟରେ ସମ୍ପାଦକ ଗୋପୀବଲ୍ଲଭ ନାୟକ,କଳ୍ପତରୁ ମଲିକ, ଖଗେଶ୍ୱର ମଲିକ, ଦିଲ୍ଲୀପ ମଲିକ, କୁଞ୍ଜ ବିହାରୀ ମଲିକ,ରାଜ କିଶୋର ମଲିକ, ଉତ୍ତମ ମଲିକ, ସନ୍ତୋଷ ମଲିକ, ଶରତ ଜେନା, ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ଡ଼ ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।
kanika odisha
Next Post
କଷଣଅଣ୍ଟା ହାଇସ୍କୁଲରେ ପ୍ଲାଷ୍ଟିକ ବର୍ଜନ ସଚେତନତା
Thu Nov 28 , 2024
ପଟ୍ଟାମୁଣ୍ଡାଇ : ୨୭/୧୧ କଳ୍ପତରୁ ନାୟକ-ଭୁବନେଶ୍ୱର ଓଡିଶା ପରିବେଶ ଶିକ୍ଷଣ କେନ୍ଦ୍ର ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ କଷଣଅଣ୍ଟା ହାଇସ୍କୁଲ ଠାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ପ୍ରଶିକ୍ଷଣ ତଥା ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି କଷଣଅଣ୍ଟା ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ କବି ସଚ୍ଚିତ୍ର କୁମାର ବେହୁରାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ସଂଯୋଜକ ଡ. ରାଜେଶ କୁମାର ମହାନ୍ତ, ପ୍ରକୃତି ବନ୍ଧୁ ପ୍ରଦୀପ ନାୟକ, ପ୍ରଧାନଶିକ୍ଷକ ଶ୍ରୀମନ୍ତ […]

KANIKA
- 3 years ago
ଆଖିଧରା ରୋଗ ବ୍ୟାପିବାରେ ଲାଗିଛି
- 1 year ago
ପଟ୍ଟାମୁଣ୍ଡାଇରେ ସ୍ବେଛାକୃତ ରକ୍ତଦାନ ଶିବିର
- 1 year ago
ପଟ୍ଟାମୁଣ୍ଡାଇ କଲେଜ ଆଇକ୍ୟୁଏସି କର୍ମଶାଳା
- 3 years ago
ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘର ଏକଦିବସୀୟ ଧାରଣା
- 2 years ago
ଲିଙ୍ଗ ଭିତିକ ହିଂସା ବିରୋଧରେ ସଚେତନତା










