କେନ୍ଦ୍ରାପଡ଼ା,୧୫ା୧୨: କେନ୍ଦ୍ରାପଡା ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଜେଜେ-ଜେଜେମା, ଅଜା-ଆଈ ଦିବସ ୧୪ ତାରିଖ ଶନିବାର ପାଳିତ ହୋଇଯାଇଛି । ପ୍ରାଥମିକ ବିଭାଗର ସମସ୍ତ ଛାତ୍ରଛାତ୍ରୀଙ୍କର ଜେଜେ, ଜେଜେମା ଏବଂ ଅଜା-ଆଈ ଏହି ଉତ୍ସବର ନିମନ୍ତ୍ରିତ ଅତିଥି ରୂପେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ବିଦ୍ୟାଳୟର ପ୍ରାଚାର୍ଯ୍ୟ ଶଶି କୌଶଲ ସମସ୍ତଙ୍କୁ ସ୍ୱାଗତ କରିଥିଲେ । କୁନି କୁନି ପିଲାମାନେ ଜେଜେ-ଜେଜେମାଙ୍କୁ ପୁଷ୍ପ, ତିଳକ ପ୍ରଦାନ ପୂର୍ବକ ପାଦ ସ୍ପର୍ଶକରି […]
Day: 15 December 2024
କେନ୍ଦ୍ରାପଡ଼ା,୧୫ା୧୨: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟି ତରଫରୁ ଏକ ବନ୍ଧୁମିଳନ ଓ ବଣଭୋଜି ଭରତପୁରସ୍ଥିତ ମହାପୁରୁଷ ମଧୁଦାସ ପୀଠ କନ୍ତିଆ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଲିଯାତ୍ରା କମିଟିର ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁମିଳନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲିଯାତ୍ରା-୨୦୨୪ରେ ହୋଇଥିବା ଆୟବ୍ୟୟ ସମ୍ପର୍କରେ ସମ୍ପାଦକ ସଞ୍ଜୟ କୁମାର ଜେନା ଓ କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ […]
ପଟ୍ଟାମୁଣ୍ଡାଇ ୧୫/୧୨-ବହୁ ମୁହୂର୍ତରେ ବରିଷ୍ଠ ନାଗରିକ ମାନଙ୍କୁ ଅବହେଳା କରାଯାଉଥିବାର ଅନେକ ଉଦାହରଣ ରହିଛି । ମୁଖ୍ୟତଃ ବରିଷ୍ଠ ନାଗରିକ ମାନେ ବସ ଟ୍ରେନରେ ଯାତାୟତ କରିବା ବେଳେ ହେଉ କି ବ୍ୟାଙ୍କ ଓ ଡାକ୍ତରଖାନା ମାନଙ୍କରେ ସେମାନଙ୍କୁ ଅଣଦେଖା କରାଯାଇଥାଏ । ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ବରିଷ୍ଠ ନାଗରିକ ମାନଙ୍କୁ ବରିଷ୍ଠନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ବେଳେ ଶନିବାର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶଥାନା ଅଧିକାରୀ […]
କେନ୍ଦ୍ରାପଡ଼ା,୧୪ା୧୨: କେବଳ ପାଠପଢିଲେ ହେବ ନାହିଁ। ପାଠ ସହିତ ଶାଠର ଆବଶ୍ୟକତା ରହିଛି। ଯାହାର ଯେଉଁ ପ୍ରତିଭା ଅଛି ତାହା ପିଲାମାନଙ୍କ କ୍ଷେତ୍ରରେ ପ୍ରୟୋଗ କରିବା ଉଚିତ। ଶିକ୍ଷିତ ହୋଇ ଭଲ ମଣିଷ ହେବା ସହିତ ସମାଜର ମଙ୍ଗଳ କରିବା ପାଇଁ କଂସାର- ସାହାସପୁର ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ପାଳନର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପୂର୍ବତନ ବିଧାୟକ ଯୁବନେତା ଅଂଶୁମାନ ମହାନ୍ତି ମୁଖ୍ୟ ଅତିଥି […]










