ସାମ୍ବାଦିକଙ୍କ ପେନସନ୍ ବ୍ୟବସ୍ଥା ପାଇଁ ବଡ଼ ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୨ା୧୨-ଓଡ଼ିଶାରେ ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କ ମଧ୍ୟ ଦାୟିତ୍ୱ ରହିଛି। ଏହି ବନ୍ଧୁମାନଙ୍କ ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା…

ଅଦିନିଆ ବର୍ଷା ଧୋଇ ନେଲା ବର୍ଷକର ଦାନା : ଧାନ କଚଡା ପାଣିରେ ଭାସୁଛି , ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ ୨୨/୧୨ କ-ପଟ୍ଟମୁଣ୍ଡାଇ ଅଂଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ବ୍ୟାପକ ମାତ୍ରାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଗତ ଦୁଇଦିନ ଧରି ଲାଗି ରହିଥିବା ଲଘୁଚାପ ବର୍ଷା ପାଣିରେ ପାଚିଲା ଧାନ ଲୋଟିରହିଛି । ଯଦିଓ ବର୍ଷା ହ୍ରାସ ପାଇଛି ତେବେ…

ଅଢାଖଣ୍ଡ ଅଗ୍ନିବିପନ୍ନ ପରିବାରକୁ ସାଂସଦଙ୍କ ସହାୟତା

ପଟ୍ଟାମୁଣ୍ଡାଇ ତା ୨୩/୧୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତ ଅଢାଖଣ୍ଡ ଗ୍ରାମରେ ଗ୍ୟାସ ଫାଟି ଗତକାଲି ରବୀନ୍ଦ୍ର ମଲିକଙ୍କ ଘର ପୋଡି ଯାଇଥିଲା  । ଖବର ପାଇ ଗତକାଲି ନରସିଂହପୁର ସରପଞ୍ଚ ଦିପ୍ତିମୟୀ ପରିଡା ଘଟଣାସ୍ଥଳରେ ପହଂଚି ବିପନ୍ନ ପରିବାରକୁ ଚୁଡା,…

ଜାତୀୟ ଗଣିତ ଦିବସ ମହାସମାରୋହରେ ପାଳିତ

ପଟ୍ଟାମୁଣ୍ଡାଇ୨୨/୧୨ – ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ତରଫରୁ ଜାତୀୟ ଗଣିତ ଦିବସ ୨୦୨୪ ଓ ଗାଣିତିକ ଶ୍ରୀନିବାସ ରାମାନୁଜନଙ୍କ ୧୩୭ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସସର ଦିଲୀପ କୁମାର ଭୂୟାଁଙ୍କ ପୌରହିତରେ ଅନୁଷ୍ଠିତ…

କୁନ୍ତଳା କୁମାରୀ ଆର୍ଟ ଓ କ୍ରାଫ୍ଟ ସ୍କୁଲର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା, ୨୨ା୧୨: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ମହିପାଳ ସ୍ଥିତ କୁନ୍ତଳା କୁମାରୀ ଆର୍ଟ ଓ କ୍ରାଫ୍ଟ ସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମାଳତୀଲତା ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ…

କେନ୍ଦ୍ରାପଡ଼ା ଜିଲ୍ଲା ପରିକ୍ରମା କରିବ ପାଣି ପଞ୍ଚାୟତ ସଚେତନତା ରଥ

କେନ୍ଦ୍ରାପଡ଼ା, ୨୨ା ୧୨: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ୨୨ତାରିଖ ଠାରୁ ଜାନୁଆରୀମାସ ୫ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ରବିବାର ପୂର୍ବାହ୍ନରେ ପାଣି ପଞ୍ଚାୟତ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ…

ବଳଦେବ ସେବା ପକ୍ଷରୁ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା, ୨୨ା୧୨: ବଳଦେବ ସେନା ଆନୁକୂଲ୍ୟରେ ପଞ୍ଚମ ବାର୍ଷିକ ରକ୍ତଦାନ ଶିବିର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରକ୍ତ କେନ୍ଦ୍ରର କର୍ମଚାରୀ ରାକେଶ କୁମାର ମିଶ୍ରଙ୍କ ସହଯୋଗରେ ୮୧ୟୁନିଟ ରକ୍ତ ସଂଗୃହିତ…

ହରିହରାନନ୍ଦ ବାଳାଶ୍ରମର ୨୦ତମ ବାର୍ଷିକ ଉତ୍ସବ

ପଟ୍ଟାମୁଣ୍ଡାଇ ୨୨/୧୨ -ପଟ୍ଟାମୁଣ୍ଡାଇ ହରିହରାନନ୍ଦ ବାଳାଶ୍ରମର ୨୦ତମ ବାର୍ଷିକ ଉତ୍ସବ ସମାରୋହରେ ପାଳିତହୋଇଯାଇଛି I ଏହି ବାର୍ଷିକ ଉତ୍ସବକୁ ବାଳାଶ୍ରମ ପ୍ରତିଷ୍ଠାତା ଆନ୍ତର୍ଯ୍ୟାତିକଖ୍ୟାତିସମ୍ପନ୍ନ କ୍ରିୟା ଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ଉଦଘାଟନ କରିଥିଲେ I ବାଳାଶ୍ରମ ଅଧ୍ୟାକ୍ଷ ଡ଼ ମଳୟ କୁମାର ନନ୍ଦଙ୍କ…