ପ୍ରାକ୍ତନ ଶିକ୍ଷା ପରିଦର୍ଶକ ମନମୋହନ ସ୍ୱାଇଁଙ୍କୁ ଶ୍ରଦ୍ଧାଞ୍ଜଳୀ

ପ୍ରାକ୍ତନ ଶିକ୍ଷା ପରିଦର୍ଶକ ମନମୋହନ ସ୍ୱାଇଁଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୨୫ା୧୨: କେନ୍ଦ୍ରାପଡା ଗରାପୁର ସ୍ଥିତ ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରାକ୍ତନ ଶିକ୍ଷା ପରିଦର୍ଶକ ମନମୋହନ ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳୀ ଊତ୍ସବରେ ସଂଗଠନର ବରିଷ୍ଠ ସଦସ୍ୟ ତଥା ପ୍ରତିଷ୍ଠାତା ଉପଦେଷ୍ଠା ମନ୍ମଥ…
ସମାଜସେବୀ ପ୍ରଭାକର ପରିଡାଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି

ସମାଜସେବୀ ପ୍ରଭାକର ପରିଡାଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୨୫ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଡମାଣିତିଆ ଗ୍ରାମର ସମାଜସେବୀ ସ୍ୱର୍ଗତ ପ୍ରଭାକର ପରିଡାଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବଡମାଣିତିଆସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ…
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସମତା ସୈନିକ ଦଳର ବିକ୍ଷୋଭ

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସମତା ସୈନିକ ଦଳର ବିକ୍ଷୋଭ

କେନ୍ଦ୍ରାପଡା,୨୫ା୧୨: ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ରାଜ୍ୟସଭାରେ ଅସମ୍ମାନଜନକ ବକ୍ତବ୍ୟ ପ୍ରତିବାଦରେ ନିଖିଳ ଭାରତ ସମତା ସୈନିକ ଦଳ ଓଡିଶା ଶାଖା ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛି ।…
ବକ୍ତାରପୁର ହାଇସ୍କୁଲରେ ନିଆରା ବନ୍ଧୁମିଳନ ଉତ୍ସବ : ଗୁରୁ ପୂଜନ, ଅସହାୟଙ୍କୁ କମ୍ବଳ ଓ ରୋଗୀଙ୍କୁ ଫଳ ବଣ୍ଟନ

ବକ୍ତାରପୁର ହାଇସ୍କୁଲରେ ନିଆରା ବନ୍ଧୁମିଳନ ଉତ୍ସବ : ଗୁରୁ ପୂଜନ, ଅସହାୟଙ୍କୁ କମ୍ବଳ ଓ ରୋଗୀଙ୍କୁ ଫଳ ବଣ୍ଟନ

ପଟ୍ଟାମୁଣ୍ଡାଇ ତା ୨୫/୧୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବକ୍ତାରପୁର ହାଇସ୍କୁଲର ୨୦୦୧ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପବିତ୍ର ବଡଦିନ ଅବସରରେ ନିଆରା ବନ୍ଧୁମିଳନ ଉତ୍ସବ ଆୟୋଜନ କରାଯାଇ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । …
ପ୍ରବଳ ବର୍ଷାରେ ଭିଜୁଛି ଓଡ଼ିଶା, ୨୭ ତାରିଖ ସକାଳ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ପ୍ରବଳ ବର୍ଷାରେ ଭିଜୁଛି ଓଡ଼ିଶା, ୨୭ ତାରିଖ ସକାଳ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ୱର ୨୫/୧୨-ପ୍ରବଳ ବର୍ଷାରେ ବେହାଲ ଉପକୂଳ ଓଡ଼ିଶା । କେନ୍ଦ୍ରାପଡା ସର୍ବାଧିକ ୧୨୫ ମିଲିମିଟର ବର୍ଷା ରେକର୍ଡ । ୨୭ ତାରିଖ ସକାଳ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ବର୍ଷା ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ପ୍ରବଳ ବର୍ଷା…
ଆଂଟିବାୟୋଟିକର ବହୁଳ ବ୍ୟବହାର ଯୋଗୁ ଲୋକଙ୍କ ଦେହରେ ବଢୁଛି ଡ୍ରଗ ରେଜିଷ୍ଟାନ୍ସ୍ ,  ଏବେ ନୂଆ ଆଣ୍ଟିବାୟୋଟିକ ଦେବ ୧୦ ଗୁଣା ଲାଭ

ଆଂଟିବାୟୋଟିକର ବହୁଳ ବ୍ୟବହାର ଯୋଗୁ ଲୋକଙ୍କ ଦେହରେ ବଢୁଛି ଡ୍ରଗ ରେଜିଷ୍ଟାନ୍ସ୍ , ଏବେ ନୂଆ ଆଣ୍ଟିବାୟୋଟିକ ଦେବ ୧୦ ଗୁଣା ଲାଭ

ଅନ୍ୱେଷଣ ବ୍ୟୂରୋ ଆଂଟିବାୟୋଟିକର ବହୁଳ ବ୍ୟବହାର ଯୋଗୁ ଲୋକଙ୍କ ଦେହରେ ବଢୁଛି ଡ୍ରଗ ରେଜିଷ୍ଟାନ୍ସ୍ । କରୋନା କାଳରେ ବ୍ୟବହାର ହେଉଥିବା ମାକ୍ରୋଲାଇଡ୍ସ୍‌, ଆଜିଥ୍ରୋମାଇସିନ୍ ଆଉ କାମ ଦେଉନି । ଏହାର ଉପଚାର ବାହାର କରିଛନ୍ତି ଭାରତୀୟ ବୈଜ୍ଞାନିକ । ୩୦…