କେନ୍ଦ୍ରାପଡ଼ା,୨୪ା୧୧: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ବି ମାନୁ ନାହାନ୍ତି ଆଳି ଥାନା ଅଧିକାରୀ। ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ବିଲିକଣା ଗ୍ରାମର ବ୍ରଜବନ୍ଧୁ ମହାରଣାଙ୍କ ପୁଅ ନିଶାମଣି ମହାରଣା ଜିଲ୍ଲାପାଳଙ୍କୁ କରିଥିବା ଅଭିଯୋଗ ଅନୁଯାୟୀ ଗତ ତା ୭.୧୦.୨୦୨୨ରିଖରେ ତାଙ୍କ ପୁଅ ଭାଗବତ ମହାରଣା ଓ ଜଗନ୍ନାଥ ମହାରଣା ସେହି ଗ୍ରାମର ପାରେଶ୍ୱର ସାହୁଙ୍କ ଘର ସମ୍ମୁଖରେ […]
Year: 2024
କେନ୍ଦ୍ରାପଡ଼ା,୨୪ା୧୧: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ପୌରୋହିତ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମରେ ଆଜି ଅପରାହ୍ନ ୪ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୫ ମସିହା ଏପ୍ରିଲ ୨୩ ତାରିଖରେ ସାହିତ୍ୟ ସଂସଦ ରଜତ ଜୟନ୍ତୀ ଅନୁଷ୍ଠିତ ହେବ । ଏଥିନିମନ୍ତେ ସାହିତ୍ୟ ସଂସଦର ମୁଖପତ୍ର “ଦିଗ୍ବଳୟ” ପ୍ରକାଶିତ ହବ । […]
କେନ୍ଦ୍ରାପଡ଼ା,୨୪ା୧୧: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡିସ୍ଥିତ ସିଦ୍ଧ ମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରବୀଣ ସଂସ୍କୃତ ଶିକ୍ଷକ ତଥା ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଭଗବାନ ସାହୁଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ସେବା ନିବୃତ୍ତିକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ସିଦ୍ଧ ମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରାପଡା ଜିଲ୍ଲା ଓଷ୍ଟା ଏବଂ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ମିଳିତ ସହଭାଗୀତାରେ ଆୟୋଜିତ […]
କେନ୍ଦ୍ରାପଡ଼ା,୨୪ା୧୧: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚକ୍ରୋଡା ଗ୍ରାମପଞ୍ଚାୟତର ମାଗୁରଗଣ୍ଡପାଟଣା ଆଦିବାସୀବସ୍ତିରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ନିଜ ଜନ୍ମଭୂମି କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବାସଗୃହକୁ ଆସିଥିବା ବେଳେ ଏହି ବସ୍ତି ସମ୍ପର୍କରେ ଶୁଣିବା ପରେ ସେଠାରେ ପହଞ୍ଚି ଗରୀବ ଆଦିବାସୀ ମହିଳା ଓ ପୁରୁଷମାନଙ୍କୁ ଶୀତବସ୍ତ କମ୍ବଳ […]
କେନ୍ଦ୍ରାପଡ଼ା,୨୪ା୧୧: କେନ୍ଦ୍ରାପଡାର ଐତିହାସିକ ବାଲିଯାତ୍ରାର ଉଦ୍ଯାପନୀ ସନ୍ଧ୍ୟାରେ ସଙ୍ଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ କଟକର ‘ସୁରଝଙ୍କାର’ ମେଲୋଡି ଗ୍ରୁପ୍ ଦୀର୍ଘ ୩ ଘଣ୍ଟା ଧରି ଶ୍ରୋତାମାନଙ୍କୁ ବାନ୍ଧି ରଖି ଏକ ଅନନ୍ୟ ସ୍ଥାନ ଅଧିକାର କରିପାରିଛି । ଓଡିଶାର ବାଚସ୍ପତି ରାତ୍ର ୮ ଘଟିକାରେ ସଭାମଞ୍ଚକୁ ମୁଖ୍ୟ ଅତିଥି ଭାବେ ବିରାଟ ଶୋଭାଯାତ୍ରାରେ ଆସି ପହଞ୍ôଚଥିଲେ । ଉଦ୍ଯାପନୀ ସନ୍ଧ୍ୟାର ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ୭ ଘଟିକାରୁ ୮ […]
କେନ୍ଦ୍ରାପଡ଼ା,୨୩ା୧୧: ଜମାବହିରୁ ଭତ୍ତା ଟଙ୍କା ବ୍ୟାଙ୍କ କାଟି ନେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ୭୦ବର୍ଷର ବୃଦ୍ଧ ଶ୍ରୀଧର ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ ସେ ଜଣେ ଦିନମଜୁରିଆ ହୋଇଥିବା ବେଳେ ଏବେ ବୟସାଧିକ ଯୋଗୁଁ ଆଉ ମୂଲପାତି ଲାଗି ପାରୁନାହାନ୍ତି। ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଉପରେ ନିର୍ଭର କରି ଚଳୁଛନ୍ତି। ପ୍ରତିମାସରେ ତାଙ୍କ ଭତ୍ତା ବାବଦ ଅର୍ଥ ଓଡିଶା […]
ଭୁବନେଶ୍ୱର,୨୨ା୧୧: ରାଜ୍ୟରେ ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି ବିଜୁଜନତା ଦଳ ତରଫରୁ ଅଭିଯୋଗକରାଯାଇଛି। ଶଙ୍ଖଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ ଶ୍ରୀ କଳିକେଶ ନାରାୟଣସିଂଦେଓ ଓ ଦଳର ମୁଖପାତ୍ର ଡଃ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ କରିଛନ୍ତି। ଶ୍ରୀ କଳିକେଶ ନାରାୟଣସିଂଦେଓ କହିଥିଲେ, ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଅଞ୍ଚଳରେ […]
ପଟ୍ଟାମୁଣ୍ଡାଇ ୨୨/୧୧ କଳ୍ପତରୁ ନାୟକ – ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବଳଭଦ୍ରପୁର ବାପୁଜୀ ବିଦ୍ୟାପୀଠ ଠାରେ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜଜ୍ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିଦ୍ଧେସରେ ଶୁକ୍ରବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ ବରିଷ୍ଠ ଆଇନଜିବୀ ଭବାନୀ ଶଙ୍କର ପଣ୍ଡା ପୌରହିତ୍ୟ କରି କହିଥିଲେ ଯେ, ବିଦ୍ୟା ଅଟଇ ମହାଧନ, ବାଳକେ କର […]
ପଟ୍ଟାମୁଣ୍ଡାଇ ୨୨/୧୧- କେରଳର କୋଝିକୋଡେ ଠାରେ ଗତ ନଭେମ୍ବର ୧୩ ତାରିଖରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ଜାତୀୟ କିକବକ୍ସିଂ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ମଣ୍ଡପଡା ସ୍କୁଲର ଛାତ୍ରୀଛାତ୍ର ଅଂଶ ଗ୍ରହଣ କରି ଅନନ୍ୟ ସଫଳତା ହାସଲ କରିବା ସହିତ ଜାତୀୟ ସ୍ତରରେ ବିରଳ ସଫଳତା ପାଇ ଅଂଚଳ ମାଟିକୁ ଗୌରବାନ୍ୱିତ କରିଛନ୍ତିି । କେରଳରେ ଅନୁଷ୍ଠିତ ଜାତୀୟ ସ୍ତରର କିକବକ୍ସିଂ ପ୍ରତିଯୋଗିତାରେ ଓଡିଶା ରାଜ୍ୟର ୬୩ଜଣ […]
କେନ୍ଦ୍ରାପଡ଼ା,୨୨ା୧୧: ଶ୍ରୀମତୀ ଦେବୀ ଓ ବାଞ୍ଛାନିଧି ଦାସ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ମରଡପୁର ଆଦିବାସୀବସ୍ତିରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ନିଜ ଜନ୍ମଭୂମି କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବାସଗୃହକୁ ଆସିଥିବା ବେଳେ ଏହି ବସ୍ତି ସମ୍ପର୍କରେ ଲୋକଙ୍କ ଠାରୁ ଶୁଣିବା ପରେ ସେଠାରେ ପହଞ୍ଚି ଗରୀବ ଆଦିବାସୀ ମହିଳା ଓ […]
କେନ୍ଦ୍ରାପଡ଼ା,୨୨ା୧୧: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଜଣେ ରାଜନେତା ଓ ଅନ୍ୟ ଜଣେ ସମାଜସେବୀଙ୍କ ମଧ୍ୟରେ ଶୁକ୍ରବାର ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟ ଉଭୟଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷା ପ୍ରୟୋଗ କରିବାକୁ ମଧ୍ୟ ପଛାଇ ନଥିଲେ। ସମାଜସେବୀ ଅଜୟ ରାଉତ ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରୁ ଟିକେଟ ପାଇବାକୁ ଆଶାୟୀ ଥିଲେ। ଡେରାବିଶ ବ୍ଲକର […]
କେନ୍ଦ୍ରାପଡ଼ା,୨୨ା୧୧: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ଯୋଗଦାନ କରି କହିଲେ ଗୋମତୀ କେନ୍ଦ୍ରାପଡା ଗୋବରୀର ବିକାଶ ଆମର ପ୍ରଥମ ପ୍ରୟାସ ହେବ । ଏଥିସହିତ ଗୋବରୀକୁ ଆବର୍ଜନା ମୁକ୍ତ କରିବା ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ଦାୟିତ୍ୱ ନେଲେ ଗୋବରୀର ପୁନରୁଦ୍ଧାର ହୋଇପାରିବ । ଆମ ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଥିବା ପ୍ରତିଶ୍ରୁତି […]
କେନ୍ଦ୍ରାପଡ଼ା,୨୧ା୧୧: କେନ୍ଦ୍ରାପଡା ଜିଲ୍ଲାର ଆୟତପୁରସ୍ଥିତ ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟର ପାଚେରୀ ୫-ଟି ଯୋଜନାରେ ପ୍ରାୟ ବର୍ଷକ ତଳେ ନିର୍ମାଣ କରାଯାଇଥିଲା। କିନ୍ତୁ ଏବେ ସେହି ପାଚେରୀ କାନ୍ଥ ଫାଟି ଦୁଇଫାଳ ହୋଇଯାଇଥିବା ଦେଖିବାକୁ ମିଳିଛି। ଦୈନିକ ଶହ ଶହ ଛାତ୍ରଛାତ୍ରୀ ସେହି ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥାନ୍ତି। ପାଚେରୀ କାନ୍ଥର ଅବସ୍ଥା ଏପରି ହୋଇଛି ଯେ କେତେବେଳେ ଯେ ସେହି ପାଚେରୀ କାନ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପରେ ଭୁଷୁଡି ନପଡିବ […]
କେନ୍ଦ୍ରାପଡ଼ା,୨୧ା୧୧ : ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ଏକାଡ଼େମୀର ମହାନିର୍ଦ୍ଦେଶକ ଜି. ମାଥିଭାଥନନ କେନ୍ଦ୍ରାପଡ଼ା ଗ୍ରସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ୧୬ଟି ବିଭାଗର କାର୍ଯ୍ୟକୁ ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ, ପଞ୍ଚାୟତରାଜ ଓ ପାନୀୟଜଳ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ମଙ୍ଗଳ ବିଭାଗ, ବେସାମରିକ ଯୋଗାଣ ବିଭାଗ, ସମବାୟ, ସାମାଜିକ ସୁରକ୍ଷା, ଶକ୍ତି, ଶିଳ୍ପ, ସାଧାରଣ ଅଭିଯୋଗ […]
କେନ୍ଦ୍ରାପଡ଼ା,୨୧ା୧୧: ଗୁରୁବାର ସକାଳ ୧୦ଟାରେ ଏକ ହଜାରୁ ଉର୍ଦ୍ଧ୍ୱ ଆଶାକର୍ମୀଙ୍କର ଏକ ଶୋଭାଯାତ୍ରା ମାର୍ଶାଘାଇ ସି.ଏଚ.ସି.ର ପ୍ରାକ୍ତନ ସଂପାଦିକା ଭଗବତୀ ନାୟକ, ଜିଲ୍ଲା ଉପସଭାପତି ଭଜହରି ପ୍ରଧାନ,ଏଆଇଟିୟୁସି ନେତା ଅକ୍ଷୟ ମଲ୍ଲିକ, ଇନ୍ଦୁପୁର ସି.ଏଚ.ସିର ସମ୍ପାଦିକା ନନ୍ଦିନୀ ସ୍ୱାଇ,ଁ ପଟ୍ଟାମୁଣ୍ଡାଇ ସି.ଏଚ.ସିର ସଭାପତି ମନୋରମା ନାଥ, ରାଜନଗର ସି.ଏଚ.ସି ର ସଭାପତି କବିତା ରାଉତ, ପ୍ରାକ୍ତନ ସଭାପତି ଶାନ୍ତିଲତା ସାହୁ, ମହାକାଳପଡା ସି.ଏଚ.ସିର ସମ୍ପାଦିକା ରଶ୍ମୀରେଖା ପରିଡା, ଆଳି ସି.ଏଚ୍.ସି […]
କେନ୍ଦ୍ରାପଡା,୨୧ା୧୧: ଗହୀରମଥା କଇଁଛ ସୁରକ୍ଷା କମିଟି ଓ ସ୍ୱେଚ୍ଛାସେବୀ ସଂଗଠନ ‘ଆହ୍ୱାନ’ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ବାଲିଯାତ୍ରା ମଞ୍ଚରେ ସମାଜସେବୀ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ନବରଙ୍ଗପୁର ଜିଲ୍ଲା ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ କୁମାର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶ୍ୱବ୍ୟାପୀ ପ୍ରକୃତି ଉପରେ ଚାଲିଥିବା ଅବିଚାରିତ ଅତ୍ୟାଚାର ଓ ତା’ର ପ୍ରତିବଦଳରେ ମଣିଷ ସମ୍ମୁଖୀନ ହେଉଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ […]
କେନ୍ଦ୍ରାପଡ଼ା,୨୧ା୧୧: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡିସ୍ଥିତ ସିଦ୍ଧ ମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରବୀଣ ସଂସ୍କୃତ ଶିକ୍ଷକ ତଥା ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଭଗବାନ ସାହୁଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ସେବା ନିବୃତ୍ତିକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ସିଦ୍ଧ ମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରାପଡା ଜିଲ୍ଲା ଓଷ୍ଟା ଏବଂ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ମିଳିତ ସହଭାଗୀତାରେ ଆୟୋଜିତ […]
ପଟ୍ଟାମୁଣ୍ଡାଇ ୨୧/୧୧ -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅଳଭା ଗ୍ରାମରେ ଗତକାଲି ରାତି ୮. ୪୫ମିନିଟ ସମୟରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ହୋଇଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ପୋଲିସ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଅଳଭା ଗ୍ରାମର […]
ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦଳିତ ଜାତିସଂଘର ଦାବୀପତ୍ର ପଟ୍ଟାମୁଣ୍ଡାଇ ୨୧/୧୧ -ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ଏକାଡ଼େମୀର ମହାନିର୍ଦ୍ଦେଶକ ଜି. ମାଥିଭାଥନନ ଭା.ପ୍ର.ସେ ବୁଧବାର କେନ୍ଦ୍ରାପଡ଼ା ଜିଲା ଗ୍ରସ୍ତରେ ଆସି ଗୁରୁବାର ପଟ୍ଟାମୁଣ୍ଡାଇ ବ୍ଲକ ଗସ୍ତ କରି ବିଭିନ୍ନ ଯୋଜନା ବୁଲି ଦେଖିଛନ୍ତି। ସଚିବ ପ୍ରଥମେ ପେଣ୍ଠପାଳ ପଂଚାୟତ କୁଳସାହି ଆଶ୍ରମ ସ୍କୁଲରେ ପରିଦର୍ଶନ କରି ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଛାତ୍ରୀମାନଙ୍କ […]
କେନ୍ଦ୍ରାପଡ଼ା,୨୦ା୧୧: ୭୧ତମ ଜିଲ୍ଲା ସ୍ତରୀୟ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ମଙ୍ଗଳବାର ଜିଲ୍ଲା ସଂସ୍କୃତି ଭବନରେ ଏକ ଉତ୍ସବ ସମବାୟ ସମିତି ସମୁହର ଉପନିବନ୍ଧକ ସନ୍ତୋଷ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିକାଶ ପାଇଁ ଚିନ୍ତା କରୁଥିବା ବେଳେ ସମବାୟର ବିକାଶ ପାଇଁ ମଧ୍ୟ […]
କେନ୍ଦ୍ରାପଡ଼ା,୨୦ା୧୧: ଗୁଲନଗର ପଂଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରାପଡ଼ା ବାଲିଯାତ୍ରା ମହୋତ୍ସବର ଷଷ୍ଠ ଦିନରେ ମହୋତ୍ସବର ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ କହିଲେ କୌଣସି ଜାତି ଆଗକୁ ଯାଇ ପାରେନା ତାହାର ଇତିହାସ ନ ଜାଣିଲେ । ଏହି ଅଞ୍ଚଳରେ ଅତୀତରେ ପାଟଶାଢୀ ବହୁତ ପ୍ରସିଦ୍ଧ ଥିଲା । ତାହା ବାଉଁଶ ନଳୀରେ ପୁରାଇ ବିଦେଶକୁ ରପ୍ତାନୀ […]
ପଟ୍ଟାମୁଣ୍ଡାଇ ତା ୨୦/୧୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତ ଅଢାଡେଉଁରିଆ ଗ୍ରାମରେ ୮ମ ବାର୍ଷିକ କାର୍ତ୍ତିକେଶ୍ୱର ପୂଜା ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପତ୍ରକାର ଭାସ୍କର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ସରପଞ୍ଚ ମିନତୀ ପାତ୍ର, ନିରଞ୍ଜନ ଦାସ, ବିକାଶ ପାତ୍ର ଓ ଆଲୋକ ପ୍ରଧାନ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ଅଢାଡେଉଁରିଆ ଗ୍ରାମର କୁନି […]
ଡେରାବିଶ ୨୦ । ୧୧ ବେବର୍ତା ଅଜୟ ଦାସ – ଡେରାବିଶ ବ୍ଲକ ଦାନପୁର ପଂଚାୟତ ଅନ୍ତର୍ଗତ ଲୁଣା ନଦୀର ଗହଗା ବାଲି ସୌରାତରେ ବୁଧବାର ମାଇନିଂ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ୧୨ଗୋଟି ଟ୍ରାକ୍ଟର ଜବତ କରାଯାଇ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ବାଲି ସୌରାତ ନିଲାମ ଧାରୀ ମାନେ ଲକ୍ଷ ଲକ୍ଷ ଟ୍ରିପ ବାଲି ନଦୀରୁ ଉତୋଳନ କରି ମାଲେମାଲ ହୋଇଥିବା ବେଳେ […]
କେନ୍ଦ୍ରାପଡ଼ା,୨୦ା୧୧: କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ବୁଧବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ଗଣାଧ୍ୟମରେ ଜିଲ୍ଲାପାଳଙ୍କ ମନ୍ତବ୍ୟକୁ ପ୍ରତିବାଦ କରି ୨୭ନମ୍ବର ଜିଲ୍ଲା ପରିଷଦ ଜୋନର ସଭ୍ୟା ପ୍ରବୀଣା ଦାସ ପ୍ରଶ୍ନ ଉଠାଇଥିବା ବେଳେ ଅନ୍ୟ ସଦସ୍ୟ/ସଦସ୍ୟା ଓ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଏହାର ଦୃଢ ପ୍ରତିବାଦ କରିଥିଲେ। […]