Year: 2024

ପ୍ରାକ୍ତନ ଶିକ୍ଷା ପରିଦର୍ଶକ ମନମୋହନ ସ୍ୱାଇଁଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୨୫ା୧୨: କେନ୍ଦ୍ରାପଡା ଗରାପୁର ସ୍ଥିତ ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରାକ୍ତନ ଶିକ୍ଷା ପରିଦର୍ଶକ ମନମୋହନ ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା ।...

ସମାଜସେବୀ ପ୍ରଭାକର ପରିଡାଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୨୫ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଡମାଣିତିଆ ଗ୍ରାମର ସମାଜସେବୀ ସ୍ୱର୍ଗତ ପ୍ରଭାକର ପରିଡାଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବଡମାଣିତିଆସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି।...

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସମତା ସୈନିକ ଦଳର ବିକ୍ଷୋଭ

କେନ୍ଦ୍ରାପଡା,୨୫ା୧୨: ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ରାଜ୍ୟସଭାରେ ଅସମ୍ମାନଜନକ ବକ୍ତବ୍ୟ ପ୍ରତିବାଦରେ ନିଖିଳ ଭାରତ ସମତା...

ବକ୍ତାରପୁର ହାଇସ୍କୁଲରେ ନିଆରା ବନ୍ଧୁମିଳନ ଉତ୍ସବ : ଗୁରୁ ପୂଜନ, ଅସହାୟଙ୍କୁ କମ୍ବଳ ଓ ରୋଗୀଙ୍କୁ ଫଳ ବଣ୍ଟନ

ପଟ୍ଟାମୁଣ୍ଡାଇ ତା ୨୫/୧୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବକ୍ତାରପୁର ହାଇସ୍କୁଲର ୨୦୦୧ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପବିତ୍ର ବଡଦିନ ଅବସରରେ ନିଆରା ବନ୍ଧୁମିଳନ ଉତ୍ସବ ଆୟୋଜନ...

ପ୍ରବଳ ବର୍ଷାରେ ଭିଜୁଛି ଓଡ଼ିଶା, ୨୭ ତାରିଖ ସକାଳ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ୱର ୨୫/୧୨-ପ୍ରବଳ ବର୍ଷାରେ ବେହାଲ ଉପକୂଳ ଓଡ଼ିଶା । କେନ୍ଦ୍ରାପଡା ସର୍ବାଧିକ ୧୨୫ ମିଲିମିଟର ବର୍ଷା ରେକର୍ଡ । ୨୭ ତାରିଖ ସକାଳ ପର୍ଯ୍ୟନ୍ତ ମିଳିବନି ନିସ୍ତାର...

ଆଂଟିବାୟୋଟିକର ବହୁଳ ବ୍ୟବହାର ଯୋଗୁ ଲୋକଙ୍କ ଦେହରେ ବଢୁଛି ଡ୍ରଗ ରେଜିଷ୍ଟାନ୍ସ୍ , ଏବେ ନୂଆ ଆଣ୍ଟିବାୟୋଟିକ ଦେବ ୧୦ ଗୁଣା ଲାଭ

ଅନ୍ୱେଷଣ ବ୍ୟୂରୋ ଆଂଟିବାୟୋଟିକର ବହୁଳ ବ୍ୟବହାର ଯୋଗୁ ଲୋକଙ୍କ ଦେହରେ ବଢୁଛି ଡ୍ରଗ ରେଜିଷ୍ଟାନ୍ସ୍ । କରୋନା କାଳରେ ବ୍ୟବହାର ହେଉଥିବା ମାକ୍ରୋଲାଇଡ୍ସ୍‌, ଆଜିଥ୍ରୋମାଇସିନ୍ ଆଉ କାମ...

ଓଡ଼ିଶାର ନୂଆ ରାଜ୍ୟପାଳ ଡା. ହରିବାବୁ କମ୍ଭମ୍ପତି

ନୂଆଦିଲ୍ଲୀ, ୨୪ା୧୨ ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ମିଜୋରାମର ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାରବ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି...

ପ୍ରକାଶ ପାଇଲା ବିଜ୍ଞପ୍ତି : ଆସନ୍ତା ୨୮ରେ ବଡପଡା ସରପଂଚ ପଦ ଉପନିର୍ବାଚନ

ପଟ୍ଟାମୁଣ୍ଡାଇ ୨୪/୧୨ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତର ସରପଂଚ ପଦ ଉପନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ...

ବ୍ରାହ୍ମଣୀ କଲେଜରେ ଆନ୍ତଃ ଜିଲ୍ଲା ଏନ ଏସ ଏସ ପ୍ରଶିକ୍ଷଣ ଶିବିର

ପଟ୍ଟାମୁଣ୍ଡାଇ ୨୪/୧୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ କଲେଜରେ ଗତ ୨୧ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ତ୍ରିଦିବସୀୟ ଆନ୍ତଃ ଜିଲ୍ଲା ଜାତୀୟ ସେବା ଯୋଜନା ସ୍ୱେଛାସେବୀ...

ନେତାଜୀ ମଡେଲ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

କେନ୍ଦ୍ରାପଡ଼ା,୨୪ା୧୨: ମଙ୍ଗଳବାର ସ୍ଥାନୀୟ ନେତାଜୀ ମଡେଲ ସ୍କୁଲର ୨୩ତମ କ୍ରୀଡା ଉତ୍ସବ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଅଜୟ କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ...

ସାଇ ମନ୍ଦିରର ପ୍ରଥମ ସଂସ୍ଥାପନ ଦିବସ

କେନ୍ଦ୍ରାପଡା,୨୪ା୧୨: ବିଶ୍ୱର ମହାନ୍ ସନ୍ଥମାନଙ୍କ ମଧ୍ୟରେ ସଦ୍‌ଗୁରୁ ସାଇ ବାବା ଅନ୍ୟତମ । ତାଙ୍କ ଶ୍ରୀମୁଖ ନିଃସୃତ ପବିତ୍ର ଏକାଦଶ ବାଣୀ ଯୁଗଯୁଗକୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଅନୁପ୍ରେରିତ...

କେନ୍ଦ୍ର ଗୃହମନ୍ତ୍ରୀଙ୍କ ବହିଷ୍କାର ଦାବି କଲା କେନ୍ଦ୍ରାପଡା କଂଗ୍ରେସ

କେନ୍ଦ୍ରାପଡ଼ା,୨୪ା୧୨: ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ରାଜ୍ୟସଭାରେ ଅସମ୍ମାନ କରିବାକୁ ନେଇ କେନ୍ଦ୍ରାପଡା କଂଗ୍ରେସ ତୀବ୍ର ନିନ୍ଦା କରିଛି ।...

ଅଦିନିଆ ବର୍ଷାରେ ଫସଲ ହାନି ଋଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ- ଓଡିଶା କୃଷକ ସଭା

କେନ୍ଦ୍ରାପଡା,୨୪ା୧୨: ଲଘୁରୂପ ଜନିତ ଲଗାଣ ବର୍ଷାଯୋଗୁଁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ପ୍ରଭାବିତ ହୋଇଛି। ଏହି ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି ।...

ଦ୍ୱାବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ତୃତୀୟ ପ୍ରସ୍ତୁତି ବୈଠକ “ବହିଥାକ ଖାଲି ରଖନ୍ତୁ” ପ୍ରମୋ ପୋଷ୍ଟର ଉନ୍ମୋଚିତ

କେନ୍ଦ୍ରାପଡା ୨୩/୧୨-କେନ୍ଦ୍ରାପଡା ଇଭେଣ୍ଟମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ୩ୟ ପ୍ରସ୍ତୁତି ବୈଠକ ମାଧପୁର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଠା ଡଃ...

କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଉଦ୍‌ଯାପିତ

କେନ୍ଦ୍ରାପଡା,୨୩ା୧୨: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଖୁଆ ଓଢଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ୨୮ତମ ଶିଶୁ...

ଗରାପୁର ଶିରିଡି ସାଇ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ପାଳନ

କେନ୍ଦ୍ରାପଡା,୨୩ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ସାଇ ବିହାରରେ ଶ୍ରୀ ଶିରିଡି ସାଇ ଜନକଲ୍ୟାଣୀ ଟ୍ରଷ୍ଟ ପକ୍ଷରୁ ଶିରିଡି ସାଇ ମନ୍ଦିରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ...

ଶିବାନନ୍ଦ ଆଶ୍ରମ ପକ୍ଷରୁ ମହିଳାମାନଙ୍କୁ ଶୀତବସ୍ତ୍ର ବଣ୍ଟନ

କେନ୍ଦ୍ରାପଡ଼ା, ୨୩ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପକ୍ଷରୁ ଗରିବ ମହିଳାମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଲଘୁଚାପ ବର୍ଷା ପରେ ପରେ...

ରାଜଶ୍ରୀର କବି କଥାକାର ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିତ

କେନ୍ଦ୍ରାପଡା,୨୩/୧୨: ରାଜ୍ୟର ଅଗ୍ରଣୀ ସାହିତ୍ୟ ପ୍ରତିଷ୍ଠାନ କୋରୋସ୍ଥିତ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର କର୍ମକର୍ତ୍ତାମାନେ ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିତ ହୋଇ ସଂସଦର ଗୌରବ ବୃଦ୍ଧି କରିଛନ୍ତି...

ଶୁଦ୍ଧାନନ୍ଦ ବିଦ୍ୟାଳୟ ବାର୍ଷିକ ଉତ୍ସବ

ପଟ୍ଟାମୁଣ୍ଡାଇ ତା ୨୩/୧୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତଅମୃତମଣୋହି ଶୁଦ୍ଧାନନ୍ଦ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଅଧକ୍ଷ ନିଗମାନନ୍ଦ ସାମଲଙ୍କ ପୌରହିତ୍ୟ ଓ ନିର୍ମଳା ଜେନାଙ୍କ ସଂଯୋଜନା...

ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ପ୍ରଥମ ପ୍ରାଣତୋଷଙ୍କୁ ସମ୍ବର୍ଦ୍ଧନା

ପଟ୍ଟାମୁଣ୍ଡାଇ ୨୩/୧୨ -ବରଗଡ ଜିଲ୍ଲା ବରପାଲି ବାଳକ ହାଇସ୍କୁଲରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବାଲବୈଜ୍ଞାନିକ ପ୍ରଦର୍ଶନୀରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗଙ୍ଗାରାମପୁର ଗ୍ରାମ ପଂଚାୟତ...

ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଗଣଧାରଣା

କେନ୍ଦ୍ରାପଡ଼ା,୨୩ା୧୨: ବିଦ୍ୟୁତ୍ କର୍ମଚାରୀଙ୍କ ନିଯୁକ୍ତି ଓ ଦରମା ସମେତ ବିଭିିନ୍ନ ସମସ୍ୟା ସମାଧାନ ନହେବା ଯୋଗୁଁ କର୍ମଚାରୀମାନେ ସୋମବାର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ।...

ପଟ୍ଟାମୁଣ୍ଡାଇ କଲେଜ ଇଂରାଜୀ ବିଭାଗ ଆଲୋଚନାଚକ୍ର

ପଟ୍ଟାମୁଣ୍ଡାଇ ତା ୨୩/୧୨- ପଟ୍ଟାମୁଣ୍ଡାଇ କଲେଜ ଇଂରାଜୀ ବିଭାଗ ପକ୍ଷରୁ "ଦି କଲଚରାଲ ଡିପିକ୍ସନ ଅଫ ଓମେନ ଇନ ମିଡ଼ିଆ ଫୋକଲୋର ଆଣ୍ଡ ଲିଟିରେଚର :ଇଫେକ୍ଟସ ଅନ...

ସଂସାରଫଳ ବାସୁଦେବ ମଠ ରେ ହରିବଂଶ,ପ୍ରବଚନଜ୍ଞାନଯଜ୍ଞ

ପଟ୍ଟାମୁଣ୍ଡାଇ ତା ୨୩/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ବାସୁଦେବ ମଠରେ ତିନି ଦିନ ବ୍ୟାପି ହରିବଂଶ ପଠନ ଓ ପ୍ରବଚନ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି...

ସାମ୍ବାଦିକଙ୍କ ପେନସନ୍ ବ୍ୟବସ୍ଥା ପାଇଁ ବଡ଼ ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୨ା୧୨-ଓଡ଼ିଶାରେ ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କ ମଧ୍ୟ ଦାୟିତ୍ୱ ରହିଛି। ଏହି...