କେନ୍ଦ୍ରାପଡ଼ା,୨୮ା୧: କେନ୍ଦ୍ରାପଡା ଜିଲ୍ଲା ନାଟ୍ୟ-କଳା-ସାହିତ୍ୟ ପରିଷଦ ତରଫରୁ ଆୟୋଜିତ କବିତା ପାଠୋତ୍ସବ, ସମ୍ବର୍ଦ୍ଧନା ପର୍ବ ଓ ନାଟ୍ୟ ଉତ୍ସବ ପରିଷଦର ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ପୌରୋହିତ୍ୟରେ ସ୍ଥାନୀୟ ଚଣ୍ଡିଆ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବି ଈଶ୍ୱର ଚନ୍ଦ୍ର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । […]

ପଟ୍ଟାମୁଣ୍ଡାଇ ୨୮।୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତରେ ସରପଂଚ ପଦ ନିମନ୍ତେ ମଙ୍ଗଳବାର ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ବେଳେ ଏଥିରେ ୬୫.୦୩ ପ୍ରତିଶତ ମତଦାନ ହୋଇଛି । ୩ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଭୋଟ ବାକ୍ସରେ ସିଲ୍ ହୋଇଛି। ବୁଧବାର ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି ହେବ। ଏହି ପଂଚାୟତର ୧୩ଟି ୱାର୍ଡରେ ୨୧୯୩ ଜଣ ମହିଳା ଭୋଟର ଓ […]

କେନ୍ଦ୍ରାପଡା,୨୮ା୧: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ପଞ୍ଚାୟତସ୍ଥିତ ପୁରାତନ ଶିକ୍ଷାନୁଷ୍ଠାନ ଯୁଗରୂପା ବିଦ୍ୟା ଭବନର ସୁବର୍ଣ୍ଣ ଜୟନ୍ତୀ ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ପ୍ରଭାସ ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସଂସଦର ସମ୍ପାଦକ ଭାସ୍କର ଚନ୍ଦ୍ର ସାମଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସଂଗୃହୀତ ଅର୍ଥରାଶିର ହିସାବ ପ୍ରଦାନ କରିଥିଲେ । ପ୍ରାକ୍ତନ ଛାତ୍ର ତଥା ପରିବେଶବିତ୍ କାଶୀନାଥ ରାଉତରାୟ ସୁବର୍ଣ୍ଣ […]

କେନ୍ଦ୍ରାପଡା,୨୭ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଗାନ୍ଧିଭବନରେ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ତୁଷାରକାନ୍ତି ଭୂୟାଁଙ୍କ ସଭାପତିତ୍ୱରେ “ଭାରତରେ ଜାତୀୟତାବାଦୀ ଆନ୍ଦୋଳନର ଉତ୍ପତ୍ତି” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ପାନରେ ବିଷୟ ବିଶାରଦ ଭାବରେ ପ୍ରଫେସର ତପନ କୁମାର ପତି ଯୋଗଦେଇ କହିଥିଲେ ଯେ ଭାରତରେ ଜାତୀୟତାବାଦୀ ଆନ୍ଦୋଳନ ଉନବିଂଶ ଶତାବ୍ଦିର ଦ୍ୱିତୀୟାର୍ଦ୍ଧରେ ଆରମ୍ଭ ହୋଇଥିଲା । ବ୍ରିଟିଶ ଶାସନର ଶୋଷଣ, କୁଟିର […]

କେନ୍ଦ୍ରାପଡା,୨୮ା୧: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମିଫାଇନାଲ ମ୍ୟାଚ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାପାଳ ସ୍ମ୍ମୃତିରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରଥମ ସେମିଫାଇନାଲ ମ୍ୟାଚକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି […]

କେନ୍ଦ୍ରାପଡା,୨୮ା୧: ଜବର ଦଖଲରେ ରହିଛି କନିକା ରାଜାଙ୍କ ଜମି। କେତେକ ଦୁର୍ବୁତ୍ତ ରାଜାଙ୍କ ସମ୍ପତ୍ତିକୁ ଜବରଦଖଲ କରିଛନ୍ତି। ଏହି ଜବରଦଖଲକୁ ରାଜାଙ୍କ ପରିବାର ବିରୋଧ କଲେ ସେମାନଙ୍କୁ ମରଣାନ୍ତକ ଆକ୍ରମଣର ଧମକ ଦିଆଯାଉଛି। ଏନେଇ ଥାନାରେ ଅଭିଯୋଗ କଲେ ପୋଲିସ ଅଭିଯୁକ୍ତମାନଙ୍କ ସପକ୍ଷରେ କଥା କହୁଛି। ତେଣୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଭେଟି ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି କନିକାରାଜ ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ତଥା କନିକାରାଜା ଶିବେନ୍ଦ୍ର […]

କେନ୍ଦ୍ରାପଡ଼ା,୨୭ା୧: ଏସଓଏସ ଗ୍ରୁପ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଦୁଇ ଦିନିଆ ନବାଗତ ସ୍ୱାଗତ ମହୋତ୍ସବର ଉଦ୍‌ଯାପନୀ ହୋଇଯାଇଛି । ଏହି ଉଦ୍‌ଯାପନୀ ଦିବସରେ ତୁଳସୀ ଏଏନଏମ ଓ ଜିଏନଏମ ଟ୍ରେନିଂ ସେଣ୍ଟରର ଏଏନଏମ, ଜିଏନଏମ ଓ ଏସଓଏସ କଲେଜ ଅଫ୍ ନର୍ସିଂର ବିଏସସି ନର୍ସିଂରେ ନାମ ଲେଖାଇଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀ ତଥା ନବାଗତଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ […]

କେନ୍ଦ୍ରାପଡ଼ା,୨୭ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସୁଜାନଗରସ୍ଥିତ ଶୀବାୟ ଟ୍ୟୁଟୋରିଆଲ୍‌ସର ଛାତ୍ରଛାତ୍ରୀମାନେ ସାଧାରଣତନ୍ତ୍ର ଦିବସ ଓ ଅନୁଷ୍ଠାନର ୧୪ତମ ବାର୍ଷିକ ଉତ୍ସବ ପାଳନ କରିଛନ୍ତି । ଅନୁଷ୍ଠାନର ଅଧ୍ୟକ୍ଷ ରଜନୀକାନ୍ତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ଜଗଦାନନ୍ଦ ଜେନା ଓ ମୁଖ୍ୟବକ୍ତା ଭାବରେ ଗାଳ୍ପୀକା ଅବନ୍ତୀ ବେହେରା ଯୋଗଦେଇ ଶିକ୍ଷା ସହିତ ସଂସ୍କୃତିର ସଠିକ୍ ପ୍ରୟୋଗ କରି ଶିକ୍ଷାନୁଷ୍ଠାନମାନେ ଦେଶପ୍ରେମୀ ତଥା ସାମାଜିକ […]

କେନ୍ଦ୍ରାପଡା ୨୭/୧୨ – ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ୍ୱାରୋ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ କେନ୍ଦ୍ରାପଡ଼ାର ସ୍ୱର – କାଲି ଓ ଆଜିର ଶୀର୍ଷକ ଅଭିନବ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। କଳା ନିକେତନ ତଥା ରେଡ଼ିଓ ଭାବଗ୍ରାହୀ ର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]

କେନ୍ଦ୍ରାପଡା,୨୭ା୧: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଏଥିସହିତ ଖେଳପଡିଆକୁ ଯାଇ ଉଭୟ ଦଳର ଖେଳାଳୀମାନଙ୍କ […]

ପଟ୍ଟାମୁଣ୍ଡାଇ ତା ୨୭/୧-ଭୁବନେଶ୍ୱର ବି ଏନ ଆର ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଳିପୁର ବି ଏନ ଏନ ଆର ପବ୍ଲିକ ସ୍କୁଲ ଠାରେ ଦିବଂଗତ ସମାଜସେବୀ ଇଂ ବିଭୁତି ଭୂଷଣ ପାତ୍ରଙ୍କ ସ୍ମୃତି ଉଦେଶ୍ୟରେ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି  । ଏହି ସ୍ୱାସ୍ଥସେବା ଶିବିରକୁ ଟ୍ରଷ୍ଟର ଅଧ୍ୟକ୍ଷା ସାମାଜସେବୀ ନିରୁପମା ପାତ୍ର ଉଦଘାଟନ […]