କେନ୍ଦ୍ରାପଡ଼ା,୩ା୧୨: ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ୮୭ତମ ବୈଠକ ନହଙ୍ଗସ୍ଥିତ ମା’ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ଆର୍ତ୍ତତ୍ରାଣ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଅଭିମନ୍ୟୁ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସଙ୍ଘର ନୂତନ ସଦସ୍ୟ ହିସାବରେ ଯୋଗଦେଇଥିବା ଦିବାକର ଥାଟୋଇଙ୍କୁ ସ୍ୱାଗତ କରାଯିବା ସହ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରାଯାଇଥିଲା। ସଦସ୍ୟମାନେ ବୟସର ଅପରାହ୍ନରେ ପହଞ୍ଚି ଥିବାରୁ ସମସ୍ତେ ନିଜ […]

କେନ୍ଦ୍ରାପଡା,୩ା୧୨: ନେସନାଲ ପିପୁଲସ ପାର୍ଟି(ଏନ୍‌ପିପି)ର କେନ୍ଦ୍ରାପଡ଼ା ଜିଲା ସଭାପତି ଭାବେ ଆଇନ୍‌ଜୀବୀ ଡଃ. ଅପୂର୍ବ ରଞ୍ଜନ ସେଠୀ ମନୋନୀତ ହୋଇଛନ୍ତି। ତାଙ୍କୁ ଦଳର ରାଜ୍ୟ ସଭାପତି ସୋମନାଥ ରାଉତ ଓ ସାଧାରଣ ସଂପାଦକ ଅରୁଣ କୁମାର ମହାପାତ୍ର ଏହି ଦାୟିତ୍ୱ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ ଡଃ ଅପୂବ ଏହି ଦଳରେ ସାମିଲ ହୋଇଥିଲେ । ଏହାପରେ ରାଜ୍ୟ ସଭାପତି ତାଙ୍କୁ ଜିଲ୍ଲା ସଭାପତି […]