

ପଟ୍ଟାମୁଣ୍ଡାଇ, ତା ୧/୯- କଟକ ଡିଭିଜନ ଇନ୍ସ୍ୟୁରାନ୍ସ ଏମ୍ପ୍ଲୋଇଜ ଆସୋସିଏସନ( ସି ଡି ଆଇ ଏ )ଓ ଅଲ ଇଣ୍ଡିଆ ଇନ୍ସ୍ୟୁରାନ୍ସ ଏମ୍ପ୍ଲୋଇଜ ଆସୋସିଏସନ( ଏ ଆଇ ଆଇ ଇ ଏ ) ନେତୃତ୍ୱରେ ପଟ୍ଟାମୁଣ୍ଡାଇ ଜୀବନବୀମା ଶାଖାର କର୍ମଚାରୀ ଶ୍ରୀ ଅଭିମନ୍ୟୁ ଦାସ, ସନ୍ତୋଷ କୁମାର ବେଉରା, ତ୍ରିଦିବ ନାଥ ବେହେରା, ସ୍ମୃତି ରଞ୍ଜନ ସାହୁ, ଭୀମସେନ ବାରିକ, ଅଭୟ ମାଝୀ, ଚନ୍ଦ୍ରଶେଖର ଦାସ ଓ ପଦ୍ମଲାଭ ଲେଙ୍କା ପ୍ରମୁଖ ବନ୍ୟା ବିପନ୍ନ ଡାମରପୁର ପଂଚାୟତ ର ଜେନାପଟଣା, ଶାସନ, ଉପରସାହି, ରାଘପୁର, କନ୍ଧସାହି ଓ ସେଠୀ ସାହିର ମୋଟ ୨୧୦ ପରିବାରକୁ ରିଲିଫ ବଣ୍ଟନ କରିଥିଲେ I ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ଦାସ, ବସନ୍ତ କୁମାର ସାହୁ ଓ ନିଗମ ଆଚାର୍ଯ୍ୟଙ୍କ ସହାୟତାରେ ରିଲିଫ ବଣ୍ଟନ କରାଯାଇଥିଲା।

Leave a Reply