
ବେଟେରୀ ଚାଳିତ ପ୍ୟାସେଞ୍ଜର ଅଟୋକୁ ଧକ୍କା ଦେଲା କ୍ଷୀର ପରିବାହୀ ଟ୍ୟାଙ୍କର । ୬ଜଣ ଯାତ୍ରୀ ଗୁରୁତର । ମହାକାଳପଡା ଥାନା ଓଳିହା ଠାରେ ଏହି ଦୂର୍ଘଟଣା ଘଟିଥିବା ସୂଚନା । ଟ୍ରେନିଂ ପାଇଁ ବ୍ଲକ ଯାଉଥିବା ୬ ଜଣ ଅଙ୍ଗନବାଡି କର୍ମୀଙ୍କ ଆହତ ହୋଜ୍ଟ୍ଡ଼୍ବା ବେଳେ ଦୁଇଜଣ କଟକ ବଡମେଡିକାଲ ସ୍ଥାନାନ୍ତର। କରାଯାଇଛି । ୪ଜଣ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିକିତ୍ସାଧୀନ ଅଛନ୍ତି ।











