Month: October 2026

ପଟ୍ଟାମୁଣ୍ଡାଇରେ ଶାରଦୀୟ ଦୁର୍ଗାପୂଜା ବଙ୍ଗଳୀଦୂର୍ଗାଙ୍କ ନିକଟରେ ଅପରାଜିତା ପୂଜା, ସିନ୍ଦୂର ଖେଳ

କେନ୍ଦ୍ରାପଡା ୨୨/୧୦ -କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସହର ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୁର୍ଗାପୂଜା ପାଇଁ ସମଗ୍ର ଅଂଚଳ ଏବେ ଉତ୍ସବମୁଖର...

ଜଜାଙ୍ଗ ଉ. ପ୍ରା . ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

କେନ୍ଦ୍ରାପଡା ୧୫/୧୦ : ସରକାରୀ ଉ. ପ୍ରା. ବିଦ୍ୟାଳୟ ଜଜାଙ୍ଗରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ୨୦୨୬ କାର୍ଯକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ...

କେନ୍ଦ୍ରାପଡା ଗଣପର୍ବ ଗଜଲକ୍ଷ୍ମୀ ପୂଜା କମିଟିମାନଙ୍କର ମିଳିତ ବୈଠକ

ଶନିବାର ଦିନ ପ୍ରତିବାଦ ପୂରଣ ସ୍ୱରୂପ କେନ୍ଦ୍ରାପଡା ସହର ୧୨ ଘଣ୍ଟା ବନ୍ଦ ଡାକରା କେନ୍ଦ୍ରାପଡ଼ା,୧୫ା୧୦: କେନ୍ଦ୍ରାପଡା ନୂଆବସ୍ ଷ୍ଟାଣ୍ଡ ଠାରେ ଆଜି ସଂଧ୍ୟା ସମୟରେ କେନ୍ଦ୍ରାପଡା...

କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ, ଫଳଫଳ ଘୋଷଣା

ଶୁଭମ ସଭାପତି, ଶୁଭେନ୍ଦୁବିକାଶ ସାଧାରଣ ସଂପାଦକ କେନ୍ଦ୍ରାପଡ଼ା,୧୫ା୧୦:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ଯୁକ୍ତ ୩ ତୃତୀୟ ବର୍ଷ(ବିଜ୍ଞାନ) ଛାତ୍ର ଶୁଭମରଞ୍ଜନ ଦାସ ସଭାପତି...

ବ୍ରାହ୍ମଣୀ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡିର ବିପୁଳ ବିଜୟ

ପଟ୍ଟାମୁଣ୍ଡାଇ ତା ୧୫/୧୦- କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ର ବିପୁଳ ବିଜୟ ଘଟିଛି...

ପଟ୍ଟାମୁଣ୍ଡାଇ କଲେଜ ଛାତ୍ରସଂସଦ ନିର୍ବାଚନ : ବିସିଜେଡି ବିପୁଳ ବିଜୟ

ପଟ୍ଟାମୁଣ୍ଡାଇ ତା ୧୫/୧୦- କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ପ୍ରାର୍ଥୀଙ୍କ ବିପୁଳ ବିଜୟ ଘଟିଛି ।  ପଟ୍ଟାମୁଣ୍ଡାଇ...

ପଟ୍ଟାମୁଣ୍ଡାଇ :ଅଜଣା ଗାଡି ଧକ୍କାରେ ଯୁବକ ମୃତ

ପଟ୍ଟାମୁଣ୍ଡାଇ ତା ୧୫/୧୦- ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଚୂନଡିହ ଛକ ଠାରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି I ଏକ ଅଜଣା...

ହ୍ୱାଟ୍ ଆଇ ଷ୍ଟାଣ୍ଡ ଫର ମିଟିଂକୁ ଶୋଭାଯାତ୍ରାରେ ଆସିଲେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ

ପଟ୍ଟାମୁଣ୍ଡାଇ ୧୫/୧୦- ଆସନ୍ତାକାଲି ପଟ୍ଟାମୁଣ୍ଡାଇ କଲେଜ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ନିର୍ବାଚନ ପାଇଁ ବିଭିନ୍ନ ଛାତ୍ର ସଂଗଠନ ସମର୍ôଥତ ପ୍ରାର୍ଥୀ ଜୋରଦାର...

ଦିଶା ବୈଠକରେ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ସମୀକ୍ଷା

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ, ସ୍ୱଚ୍ଛ ଭରତ ଅଭିଯାନ ଉପରେ ଗୁରୁତ୍ୱାରୋପ   କେନ୍ଦ୍ରାପଡା,୧୩ା୧୦: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଷଷ୍ଠ...

ନଗର କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

୮ରେ ଇଣ୍ଡିଆମେଣ୍ଟର କେନ୍ଦ୍ରାପଡ଼ା ବନ୍ଦ ଡାକରା କେନ୍ଦ୍ରାପଡ଼ା,୭ା୧୦:ଇଣ୍ଡିଆ ବ୍ଲକର ଆହ୍ୱାନ କ୍ରମେ ଆସନ୍ତା ୮ ତାରିଖରେ କେନ୍ଦ୍ରାପଡ଼ାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ମିଳିତ ରାଜନୈତିକ ଦଳ...

ଆତ୍ମନିର୍ଭରଶୀଳତାର ବାଟ ଦେଖାଉଛନ୍ତି ଗୃହିଣୀ

ଡେରାବିଶ ୩/୧୦ ବେବର୍ତ୍ତା ଅଜୟ ଦାସ- ଇଚ୍ଛାଶକ୍ତି ଓ ନିଷ୍ଠା ଥିଲେ ଘରର ଚାରିକାନ୍ଥ ଭିତରେ ରହି ମଧ୍ୟ ସ୍ୱାବଲମ୍ବୀ ହୋଇହୁଏ ବୋଲି ଏହାକୁ ସତ ପ୍ରମାଣିତ...

ପ୍ରମିଳା ମଲ୍ଲିକଙ୍କୁ ଠାବ କରି ତାଙ୍କ ପରିବାର ସହ ପୁନଃମିଳନ କରାଗଲା

କେନ୍ଦ୍ରାପଡ଼ା,୪ା୧୦:କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅଧିନ ବାଲୁରିଆ ଗ୍ରାମର ସ୍ୱର୍ଗତ କୃଷ୍ଣ ମଲ୍ଲିକଙ୍କ ଝିଅ ପ୍ରମିଳା ମଲ୍ଲିକଙ୍କୁ ଠାବ କରାଯାଇ ତାଙ୍କ ପରିବାର ସହିତ ପୁନଃମିଳନ କରାଯାଇଛି।...

ମହିପାଳ ଉଚ୍ଚ ବିଦ୍ୟାଳୟରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

କେନ୍ଦ୍ରାପଡ଼ା-୦୨/୧୦: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ମହିପାଳ ଉଚ୍ଚ ବିଦ୍ୟାଳୟ ରେ ପୁରାତନ ଛାତ୍ର ଯଥା ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ମାନଙ୍କ ତରଫରୁ ଗାନ୍ଧି ଓ...

ପଟାମୁଣ୍ଡାଇରେ ଆନ୍ତର୍ଜାତିକ ଜରା ଦିବସ ପାଳିତ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ପଟ୍ଟାମୁଣ୍ଡାଇ ୨/୧୦-ଆନ୍ତର୍ଜାତିକ ଜରା ଦିବସ ଅବସରରେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ସୌଜନ୍ୟରୁ ବରିଷ୍ଠ ନାଗରିକ ମଂଚ ଚିତ୍ତବିନୋଦନ ଗୃହ ପରିସରରେ ଏକ ବିଶେଷ ସ୍ୱାସ୍ଥ୍ୟ ପରୀକ୍ଷା...

ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ,ସ୍ୱଚ୍ଛତା ଅଭିଯାନ

ପଟ୍ଟାମୁଣ୍ଡାଇ ୨/୧୦-ପଟ୍ଟାମୁଣ୍ଡାଇ ଅଂଚଳର ସମସ୍ତ ସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକ ସମେତ ବେସରକାରୀ ସ୍କୁଲମାନଙ୍କରେ ଶୁକ୍ରବାର ଶ୍ରଦ୍ଧାର ସହ ଜାତିର...

ଡେରାବିଶ ଅଞ୍ଚଳକୁ ବନ୍ୟା ପ୍ରଭାବିତ ଅଞ୍ଚଳ ଘୋଷଣା ଦାବି

ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ବୈଠକ କେନ୍ଦ୍ରାପଡ଼ା,୩୦ା୯:ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ବୈଠକ ସଂଙ୍ଘର ସ୍ଥାୟୀ ସଭାପତି ଆର୍ତ୍ତତ୍ରାଣ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା...

ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଯୁବ ସ୍ୱାଭିମାନ ଟ୍ରଷ୍ଟ

କେନ୍ଦ୍ରାପଡାର ଶୋଚନୀୟ ରାସ୍ତା ଅବସ୍ଥାର ତୁରନ୍ତ ସମାଧାନ ଦାବି କେନ୍ଦ୍ରାପଡ଼ା,୩୦ା୯:କେନ୍ଦ୍ରାପଡ଼ା ସହର ଏବଂ ସହରକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାଗୁଡ଼ିକର ଶୋଚନୀୟ ଅବସ୍ଥାର ତୁରନ୍ତ ସମାଧାନ ଦାବିରେ...