ବୃତ୍ତି ପରୀକ୍ଷାରେ ତୁଳସୀ ବିଦ୍ୟା ମନ୍ଦିରର ସଫଳତା



କେନ୍ଦ୍ରାପଡା,୬ା୩: କେନ୍ଦ୍ରାପଡା ସହରସ୍ଥ ଇଚ୍ଛାପୁରସ୍ଥିତ ତୁଳସୀ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ବୃତ୍ତି ପରୀକ୍ଷାରେ ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି । ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଜ୍ୟୋତିପ୍ରିୟା ସାମଲ ଓ ପ୍ରସନ୍ନଜିତ ବାରିକ ସଫଳ ହୋଇଥିବା ବେଳେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସାଇ ରିତେଶ ସାହୁ ଓ ରାଜେଶ୍ୱରୀ ସାହୁ କୃତିତ୍ୱ ଅର୍ଜନ କରିଛନ୍ତି । ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ରବିନ୍ଦ୍ର କୁମାର ଦାଶ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।


Next Post

ବିଜୁ ଅସମ୍ମାନ ପ୍ରତିବାଦରେ ବିଜେଡି ଗଣଧାରଣା,ବିକ୍ଷୋଭ, ରାସ୍ତାରୋକ, ପ୍ରତିବାଦ ସଭା, କୁଶପୁତ୍ତଳିକା ଦାହ

Fri Mar 7 , 2025
  ପଟ୍ଟାମୁଣ୍ଡାଇ ତା ୬/୩-ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ ରାଷ୍ଟ୍ରନାୟକ ପ୍ରବାଦ ପୁରୁଷ ପଂଚାୟତରାଜ ବ୍ୟବସ୍ଥାର ଜନକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ଜୟନ୍ତୀ ତିନି ଦଶନ୍ଧି ଧରି ପଂଚାୟତରାଜ ଦିବସ ଭାବେ ପାଳିତ ହୋଇ ସରକାରୀ ଛୁଟି ଘୋଷିତ ହୋଇ ଆସୁଥିବାବେଳେ ରାଜ୍ୟ ବିଜେପି ସରକାର ଏହାକୁ ପରିବର୍ତନ କରି ପ୍ରବାଦପୁରୁଷଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଅସମ୍ମାନ କରିଛନ୍ତି ବୋଲି ଅଭିଯୋଗ କରି ବିଜେଡି ପକ୍ଷରୁ ରାଜ୍ୟ ବ୍ୟାପି ପ୍ରତିବାଦ […]

You May Like