ଭାଜପା ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା



ପଟ୍ଟାମୁଣ୍ଡାଇ୧୪/୮ ପଟ୍ଟାମୁଣ୍ଡାଇ ଭାଜପା ତରଫରୁ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନଗର ଭାଜପା ସଭାପତି ଅଶୋକ ସାହୁଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ବାଲିପଡ଼ା ମହାବୀର ମନ୍ଦିର ନିକଟରୁ ବାହାରି ବଜାର ପରିକ୍ରମା କରି ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ନିକଟରେ ରେ ଶେଷ ହୋଇଥିଲା । ଏଥିରେ ରାଜ୍ୟ ଯୁବ ମୋର୍ଚା ସହ ସଂଯୋଜକ ଅଭିଷେକ ଦାସ, କାଉନସିଲର ବିଦ୍ୟାଧର ସେଠୀ ,ଆଡ଼ଭୋକେଟ ଭାରତ ଭୂଷଣ ଦାସ, କାଉନସିଲର ପ୍ରତିନିଧି ଦୀପକ ମଲିକ,ଆଡ଼ଭୋକେଟ ପ୍ରମୋଦ ସାହୁ, ଜିଲ୍ଲା ସମ୍ପାଦକ ଚନ୍ଦନ ପାତ୍ର, ମିଟୁ ମନୋଜ ନାୟକ, ପୂର୍ବତନ ନଗର ସଭାପତି ପଦ୍ମନାଭ ପଣ୍ଡା ଓ ଉପେନ୍ଦ୍ର ନାୟକ, ସମୀର ପାତ୍ର, ରବୀନ୍ଦ୍ର ବିଶ୍ୱାଳ, ପିତାମ୍ବର କର, ସୁଧାଂଶୁ ଜେନା, ରତ୍ନାକର ଗିରି, ଉତ୍ତମ ମଲିକ, ପାର୍ବତୀ ତ୍ରିପାଠୀ, ରେଖାରାଣୀ ପ୍ରଧାନ, ସୁଷମା ଭୂୟାଁ , ଅନୁସୂୟା ଲେଙ୍କା, ଶର୍ମିଷ୍ଠା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । 


Next Post

ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

Thu Aug 14 , 2025
ପଟ୍ଟାମୁଣ୍ଡାଇ ତା ୧୪/୮- ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ଏମ ଏନ ହାଇସ୍କୁଲ ଏନ ସି ସି ସ୍କାଉଟ ସହଯୋଗରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଓ ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶଙ୍କ ନେତୃତ୍ୱରେ ଆୟୋଜିତ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ପୌର ପରିଷଦ କାର୍ଯ୍ୟାଳୟ ଠାରୁ ବାହାରି ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ […]

KANIKA