ବିପ୍ଲବୀ ନେତା ପାରେଶ୍ଵର ବିଶ୍ୱାଳ ଶ୍ରଦ୍ଧାଞ୍ଜଳି ସଭା



ପଟ୍ଟାମୁଣ୍ଡାଇ ତା ୬/୧୨- ପଟ୍ଟାମୁଣ୍ଡାଇ ଅଂଚଳର ବିପ୍ଲବୀ ନେତା ପାରେଶ୍ୱର ବିଶ୍ୱାଳଙ୍କ ଶ୍ରଦ୍ଧାଞ୍ଜଳି ସଭା ତଳବାଲିପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି । ଆଡ଼ଭୋକେଟ ରାମକୃଷ୍ଣ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଜନମଞ୍ଚ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ଓ ପ୍ରଫେସର ଦେବବ୍ରତ ପ୍ରଧାନ,ଜିଲ୍ଲା ସି ପି ଏମ ସମ୍ପାଦକ ଗୟାଧର ଧଳ, ସି ପି ଆଇ ଏମ ଏଲ ନେତା ବିଧାନ ଦାସ କଂଗ୍ରେସ ନେତା ଅଶୋକ ପ୍ରତିହାରୀ ରମାକାନ୍ତ ଦାଶ, ମଳୟ ଦାସ କାଉନ ସିଲର ମଳୟ ଓଝା ପ୍ରତାପ କେଶରୀ ରାଉତ,ଶ୍ରୀକାନ୍ତ ଲେଙ୍କା, କବି ହେମନ୍ତ ରାଉତ ନୃସିଂହ ପ୍ରସାଦ ଚୌଧୁରୀ ଦଳିତ ଜାତି ସଂଘ ସଭାପତି କଳ୍ପତରୁ ମଲିଜ ଦେବାଶିଷ ପ୍ରଧାନ, ଶୈଳେନ୍ଦ୍ର ମହାନ୍ତି,ଯଦୁନାଥ ଦାସ ବସନ୍ତ ମଲିକ, ସଂଖ୍ୟାଲଘୁନେତା ମୁକ୍ତାର ଖାଁ, ରବୀନ୍ଦ୍ର ପରିଡା ପ୍ରମୁଖ ଭାଷଣ ଦେଇ ଦିବଂଗତ ବିପ୍ଲବୀ ନେତା ବିଶ୍ୱାଳଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରଞ୍ଜନ ଭୂୟାଁ, ପଦ୍ମନାଭ ଜେନା, ବିବେକ ଦାସ, ଗୌରହରି ସେଠୀ, ରବୀନ୍ଦ୍ର ମଲିକ, ଆନନ୍ଦ ମଲିକ ପରିଚାଳନା କରିଥିଲେ ।


Next Post

ଉଷା ଦେବୀ କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ

Sat Dec 6 , 2025
ପଟ୍ଟାମୁଣ୍ଡାଇ ୬/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଉଷା ଦେବୀ କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧକ୍ଷା ସଲୀଳା ବାରିକଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭା ଅଧ୍ୟାପିକା କବିତା ରାଉତ, ଅଳକା ଦାସ, କବିତା ପାତ୍ର, ମଞ୍ଜୁଶ୍ରୀ ଜେନା ସସ୍ମିତା ମହାରଣା, ସୁଶାନ୍ତ ସେଠୀ, ଡ଼ ଦୌଲତ କୁମାର ଯୋଗ ଦେଇ ଏଡ଼ସ ରୋଗର ଭୟାବହତା ଓ ନିରାକରଣ ଉପରେ ଆଲୋକପାତ […]

KANIKA