ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ ସ୍ଥାନୀୟ ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପ୍ରଫେସର ଭରତ ପାତ୍ର, ପ୍ରଫେସର କୈଳାଶ ପାତ୍ର, ପ୍ରାଧ୍ୟାପକ ଗୋଲକ ମହାରଣା, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ଚତୃର୍ଭୁଜ ରାଉଳ, ବିଜୟ ସାହୁ, ପ୍ରମୋଦ ନାୟକ, ସନାତନ ତରାଇ ପ୍ରମୋଦ ସାହୁ, ବଂଶୀଧର ନାୟକ, ଗନ୍ଧର୍ବ ଲେଙ୍କା ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇ ଅବସରକର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଅବସରକର୍ମଚାରୀମାନେ ନିଜ ନିଜ ଅଂଚଳରେ ସମାଜସେବା ଓ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ସାମାଜିକ ଦାୟିତ୍ୱ ନିର୍ବାହ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଶେଷରେ ପ୍ରମୋଦ ସାହୁ ଧନ୍ୟବାଦ ଦେଇଥିଲେ ।
kanikanews.in
Next Post
ବିଜୁପଟ୍ଟନାୟକ ସାହସିକତା ପୁରସ୍କାର ଅଦମ୍ୟ ସାହସ, ସେବା ଓ ତ୍ୟାଗ ପାଇଁ ସୁଦର୍ଶନ ଏବଂ ସରୋଜଙ୍କୁ ମିଳିବ ପୁରସ୍କାର
Mon Aug 28 , 2023
କେନ୍ଦ୍ରାପଡ଼ା, ତା୨୮/୦୮: ଅଦମ୍ୟ ସାହସ ଓ ନିର୍ଭୀକତାର ପରିଚୟ ଦେଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସ୍ୱର୍ଗତ ସୁଦର୍ଶନ ସ୍ୱାଇଁ ଏବଂ ସ୍ୱର୍ଗତ ସରୋଜ କୁମାର ଦାସଙ୍କୁ ମିଳିବ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର । ଜାତୀୟ କ୍ରୀଡ଼ା ଦିବସ (ଅଗଷ୍ଟ୨୯) ଅବସରରେ ଲୋକସେବା ଭବନର ନୂତନ କନଭେନ୍ସନ୍ ପ୍ରେକ୍ଷାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିବେ । ସ୍ୱର୍ଗତ ସୁଦର୍ଶନ ସ୍ୱାଇଁଙ୍କ ପାଇଁ ଏହି ପୁରସ୍କାର […]

You May Like
- 1 year ago
ପୌରାଞ୍ଚଳରେ ବିଜେଡିର ବିଶାଳ ରୋଡସୋ
- 2 years ago
दिहुडीपुर समितसभ्या उपचुनाव में 60 फीसदी मतदान
- 2 years ago
ନରସିଂହପୁର ପଂଚାୟତରେ ଆମ ବ୍ୟାଙ୍କ ଉଦଘାଟିତ