ପୂଜାମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ,ପୀଠରେ ମହାଷ୍ଟମୀ ପୂଜା


ଦଶହରାକୁ ନେଇ ପଟ୍ଟାମୁଣ୍ଡାଇ ଅଂଚଳ ଚଳଚଂଚଳ । ସବୁ ପୂଜାମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ ପୂଜା ଚାଲିଛି । ଚଳିତ ବର୍ଷଧୁମଧାମରେ ମା’ଙ୍କ ପାଳନ କରାଯାଉଛି । ଘରେ ଘରେ ମା’ଙ୍କ ପୂଜା ପାଇଁ ସମସ୍ତେ ନୂଆ ବସ୍ତ୍ର ପରିଧାନ କରୁଛନ୍ତି । ପିଠାପଣାରେ ଘର ମହକି ଉଠୁଛି । ଲୋକେ ସପରିବାର ସହ ମା’ଙ୍କ ଆଶୀର୍ବାଦ ପାଇଁ ମଣ୍ଡପକୁ ଯାଉଛନ୍ତି ।ଚଳିତ ବର୍ଷ ଦୁର୍ଗାପୁଜାରେ ଆଲୋକ ମାଳାର ଚମକ୍ରାର ସାଜସଜା ସମସ୍ତଙ୍କ ମନ ମୋହୁଛି । ପୀଠରେ ମହାମାୟାଙ୍କ ମହାଷ୍ଟମୀ ପୂଜା ଚାଲିଛି । ସୁନା, ରୂପା, ଚାନ୍ଦୀ ମେଢ଼ରେ ମା’ ଶୋଭା ପାଉଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading