ଉଷା ଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା



କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଉଷା ଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଯୁବରେଡକ୍ରସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଅଧକ୍ଷା ସଲୀଳା ବାରିକ ଉଦଘାଟନ କରିଥିଲେ। ଯୁବରେଡକ୍ରସ କାଉନସେଲର ଅଧ୍ୟାପିକା ବିଜୟାଲଷ୍ମୀ ସ୍ୱାଇଁ, ଅଧ୍ୟାପିକା କବିତା ରାଉତ ଓ ମଞ୍ଜୁଶ୍ରୀ ଜେନାଙ୍କ ନେତୃତ୍ୱରେ କଲେଜ ଛାତ୍ରୀମାନେ ବିଭିନ୍ନ ପ୍ଲା କାର୍ଡ ଧରି ସଡ଼କ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ ଦେଇ ସ୍ଥାନୀୟ ଅଂଚଳ ପରିକ୍ରମା କରିବା ଯାନବାହନରେ ଯାତାୟାତ ବେଳେ ନିୟମିତ ହେଲମେଟ ପିନ୍ଧିବା ଓ ସିଟ ବ୍ଲେଟ ବାନ୍ଧିବା ଆଦି ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।


Next Post

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନ ପାଳନ

Fri Jan 12 , 2024
ବିଜେପି ରାଷ୍ଟ୍ରୀୟ ଉପସଭାପତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନ ପାଳନ କରାଯାଇଛି । ନଗର ବିଜେପି ପ୍ରଭାରୀ ସୁଶୀଲ ପରିଡାଙ୍କ ନେତୃତ୍ୱରେ ବିଜେପି ନେତା ଶଶିକାନ୍ତ ସ୍ୱାଇଁ,ସମୀର ପାତ୍ର,ପଦ୍ମ ନାଭ ପଣ୍ଡା,ରଶ୍ମିତା ସାହୁ,କାଉନ ସିଲର ବିଦ୍ୟାଧର ସେଠୀ,ଚନ୍ଦନ ପାତ୍ର,ରବୀନ୍ଦ୍ର ବିଶ୍ୱାଳ,ପିତାମ୍ବର କର, ପରେଶ ସାହୁ,ପଞ୍ଚାନନ ବିଶ୍ୱାଳ,ସୁଧାଂଶୁ ଜେନା, ରାଜକିଶୋର ସାହୁ,ଅଭିଷେକ ଦାସ,ଅଶୋକ ସେଠୀ, ଉପେନ୍ଦ୍ର ନାୟକ, ସୁଷମା ଭୂୟାଁ, ସ୍ବର୍ଣ୍ଣଲତା ସ୍ୱାଇଁ ଓ ସବିତା ଧଳ ପ୍ରମୁଖ ବହୁ […]