ପଟ୍ଟାମୁଣ୍ଡାଇ :ବିମଳ ତରାଇଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମନ୍ତ୍ରୀ, ବିଧାୟକ


ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ କିଶୋର ତରାଇଙ୍କ ପିତା ପୂର୍ବତନ ଅବକାରୀ ନିରୀକ୍ଷକ ବିମଳ ତରାଇଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୁପୁର ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମନ୍ତ୍ରୀ, ବିଧାୟକ ଓ ମାନ୍ୟଗଣ୍ୟ ବ୍ୟକ୍ତି । ପୂର୍ବତନ ବିଧାୟକ ଶ୍ରୀତରାଇଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ସ୍ୱାମୀ ଅସୀମା ନନ୍ଦ ଦାସ ମହାରାଜ, ସ୍ୱାମୀ ଏସ ଭରଦ୍ୱାଜ,ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚି, କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା,ପୂର୍ବତନ ବିଧାୟକ ଡ଼ ଅଲେଖ ଜେନା,ଜିଲ୍ଲାପରିଷଦ ଉପାଅଶୋକ ପ୍ରତିହାରୀ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ମାନସ ପରିଡା, କେନ୍ଦ୍ରାପଡ଼ା କ୍ରେଡିଟ ସଭାପତି ପ୍ରମୋଦ ସାହୁ, ପ ଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧକ୍ଷା ଜୟନ୍ତୀ ସ୍ୱାଇଁ,ପୂର୍ବତନ ଅଧକ୍ଷ ଜ୍ୟୋତିର୍ମୟୀ ବେହେରା, ମାନସ ରଞ୍ଜନ ସାମଲ ଓ ନିଶିକାନ୍ତ ପ୍ରଧାନ, କେନ୍ଦ୍ରାପଡ଼ା ବ୍ଲକ ଅଧକ୍ଷା ରଶ୍ମିତା ସେଠୀ,ପୂର୍ବତନ ଅଧକ୍ଷ ଦୁର୍ଗାଶିଷ ମହାନ୍ତି ଓ ପ୍ରଦୀପ ମହାନ୍ତି, ପଟ୍ଟାମୁଣ୍ଡାଇ ପୌର ଅଧକ୍ଷ ହେମନ୍ତ ସାହୁ, ରାଜନଗର ବ୍ଲକ ପ୍ରାକ୍ତନ ଅଧକ୍ଷ ସୁରେନ୍ଦ୍ର ପ୍ରସାଦ ରାଉତ, ଜିଲ୍ଲା ଯୁବବିଜେଡି ସଭାପତି ରାଜେଶ ଦାସ, କେନ୍ଦ୍ରାପଡ଼ା ବ୍ଲକ ବିଜେଡି ସଭାପତି ଆଲୋକ ସାହୁ , ନଗର ବିଜେଡି ସଭାପତି ଯଯାତି ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ, ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ ଓ ଉପସଭାପତି ରତି ଲେଙ୍କା,ଆଳି ବ୍ଲକ ବିଜେଡି ସଭାପତି ବାବୁଲି ମିଶ୍ର, ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ପ୍ରିୟଦର୍ଶନୀ ତରାଇ ମଧୁଛନ୍ଦା ମହାନ୍ତି,ରଶ୍ମି ରଞ୍ଜନ ରାଉତ, ଲଳିତା ଦାସ, ସମାଜସେବୀ ବିଜୟ ରାଉତ,ରାଜ୍ୟ ବିଜେଡି ସମ୍ପାଦକ ରାଜେଶ ପଣ୍ଡା ଓ ରଂଜିତ ସାହୁ,ଅଣ୍ଢରା ସୋସାଇଟି ସଭାପତି ବୃନ୍ଦାବନ ମଲ୍ଲିକ ଓ ଚନ୍ଦନନଗର ସଭାପତି ସୁରେନ୍ଦ୍ର ପଣ୍ଡା,ଜିଲ୍ଲା ବିଜେଡି ଦଳିତ ସେଲ ସଭାପତି ଦଶରଥ ମଲିକ ଓ ପ୍ରାକ୍ତନ ସଭାପତି ବାରେଣୀ ସେଠୀ, ବିଜେପି ନେତା ଶଶିକାନ୍ତ ସ୍ୱାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ରତିକାନ୍ତ ସାହାଣୀ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading